ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଇ ଓଲଟିଲା ଟ୍ରକ, ଚାଳକ ମୃତ

ଅନୁଗୁଳ: ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ପଛରୁ ପିଟିଲା ଟ୍ରକ। ଘଟଣାସ୍ଥଳରେ ଚାଳକ ମୃତ। ମୃତ ଚାଳକ ହେଲେ ବଇଣ୍ଡା ଥାନା ତଳମଳିଆ ଅଞ୍ଚଳର ସୁମନ୍ତ ସାହୁ। ଏକ ଥଣ୍ଡା ବୋଝେଇ ଟ୍ରକ କଟକରୁ ଥଣ୍ଡା ନେଇ ରାଉରକେଲା ଯାଉଥିଲା।…

Continue Readingରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଇ ଓଲଟିଲା ଟ୍ରକ, ଚାଳକ ମୃତ

‘ଅପରେସନ ସିନ୍ଦୂର’କୁ ସମ୍ମାନ: ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ବୁଲିଲା ତ୍ରିରଙ୍ଗା ଯାତ୍ରା

ଅନୁଗୁଳ: ଅପରେସନ ସିନ୍ଦୂରର ସଫଳତାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର (ଜେଏସ୍‌ପି) ପକ୍ଷରୁ ଅନୁଗୁଳ ପ୍ଲାଣ୍ଟ ପରିସରରେ ତ୍ରିରଙ୍ଗା ଯାତ୍ରା ଆୟୋଜିତ ହୋଇଛି। କୁରୁକ୍ଷେତ୍ର ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ତିନି ଥର ନିର୍ବାଚିତ ସାଂସଦ, ଜେଏସ୍‌ପିର ଅଧ୍ୟକ୍ଷ…

Continue Reading‘ଅପରେସନ ସିନ୍ଦୂର’କୁ ସମ୍ମାନ: ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ବୁଲିଲା ତ୍ରିରଙ୍ଗା ଯାତ୍ରା

ତାଳଚେରରେ ପ୍ରଥମ ମିଳିତ ଜମିହରା ପ୍ରଜାଙ୍କ ଅଭିଯୋଗ ଶୁଣାଣି ଶିବିର

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ଉପଜିଲ୍ଲାପାଳଙ୍କ ସଭାଗୃହରେ ପ୍ରଥମ ମିଳିତ ଜମିହରା ପ୍ରଜାଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଶିବିରରେ ଅଧ୍ୟକ୍ଷତା କରିଥିଲେ ଉପଜିଲ୍ଲାପାଳ ସମୀର କୁମାର ଜେନା। ଅନୁଗୁଳ ମହାନଦୀ କୋଲଫିଲଡ ଲିମିଟେଡ୍‌ର ସ୍ବତନ୍ତ୍ର…

Continue Readingତାଳଚେରରେ ପ୍ରଥମ ମିଳିତ ଜମିହରା ପ୍ରଜାଙ୍କ ଅଭିଯୋଗ ଶୁଣାଣି ଶିବିର

ଶୈକ୍ଷିକ ମହାସଂଘ ପକ୍ଷରୁ ନୂତନ ବିଇଓଙ୍କୁ ସମ୍ବର୍ଦ୍ଧନା

ଅନୁଗୁଳ: ବୁଧବାର ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ପକ୍ଷରୁ ଅନୁଗୁଳର ନୂତନ ବ୍ଲକ ଶିକ୍ଷା ଅଧିକାରୀ ଅଶୋକ କୁମାର ପ୍ରଧାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଶାଖା ପକ୍ଷରୁ ସଭାପତି ସଂଜୀବ କୁମାର ସାହୁ,ସାଧାରଣ ସମ୍ପାଦକ ଦୀପକ କୁମାର ସାହୁଙ୍କ ସମେତ…

Continue Readingଶୈକ୍ଷିକ ମହାସଂଘ ପକ୍ଷରୁ ନୂତନ ବିଇଓଙ୍କୁ ସମ୍ବର୍ଦ୍ଧନା

ସାପଘରା ପଞ୍ଚାୟତରେ ବିଭିନ୍ନ ଯୋଜନା ନେଇ ସମୀକ୍ଷା କଲେ ଆଠମଲ୍ଲିକ ବିଧାୟକ, ରାସ୍ତା-ବିଜୁଳି-ଜଳ ସମସ୍ୟାର ସମାଧାନ ପାଇଁ ଦେଲେ ନିର୍ଦ୍ଦେଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ସାପଘରା ପଞ୍ଚାୟତର ବିଭିନ୍ନ ଗାଁରେ ସମୀକ୍ଷା କରିଛନ୍ତି ବିଧାୟକ। ଆଠ ମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ ଲକ୍ଷ୍ମୀପୁର, ସାପଘରା, ଖମାର, ଶିଶୁକଟା, ବନ୍ତୁଲ, ଆମ୍ବନାଳୀ, ବରମୁଣ୍ଡା, ରାଇନାଳୀ, ବାତ୍ରାଖୋଳ ଗ୍ରାମରେ ବୁଧବାର ସମୀକ୍ଷା ବୈଠକ…

Continue Readingସାପଘରା ପଞ୍ଚାୟତରେ ବିଭିନ୍ନ ଯୋଜନା ନେଇ ସମୀକ୍ଷା କଲେ ଆଠମଲ୍ଲିକ ବିଧାୟକ, ରାସ୍ତା-ବିଜୁଳି-ଜଳ ସମସ୍ୟାର ସମାଧାନ ପାଇଁ ଦେଲେ ନିର୍ଦ୍ଦେଶ

ପ୍ରଚଣ୍ଡ ଖରା ନେଲା ଜୀବନ! ଅଂଶୁଘାତରେ ଟଳିପଡ଼ିଲେ ଟ୍ରକ ଚାଳକ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଏନଟିପିସି ଥାନା ବିଜିଗୋଳ ପଞ୍ଚାୟତ ଆମ୍ବପାଳ ଛକରେ ଅଂଶୁଘାତରେ ଜଣେ ଗାଡି ଚାଳକଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଛି। ମୃତ ଗାଡ଼ି ଚାଳକ ହେଲେ ଝାଡ଼ଖଣ୍ଡ ଆଗଲିଓ ସାହେବଗଞ୍ଜ ଅଞ୍ଚଳର ଆକବର ହୁସେନ(୪୬)।…

Continue Readingପ୍ରଚଣ୍ଡ ଖରା ନେଲା ଜୀବନ! ଅଂଶୁଘାତରେ ଟଳିପଡ଼ିଲେ ଟ୍ରକ ଚାଳକ

ଆସନ୍ତାକାଲି ଅନୁଗୁଳ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଠମଲ୍ଲିକରେ କେନ୍ଦ୍ରୀୟ ବିଦ୍ୟାଳୟର କରିବେ ଶୁଭାରମ୍ଭ

ଅନୁଗୁଳ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁବାର ଅନୁଗୁଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି। ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଅଞ୍ଚଳ ଗସ୍ତ କରି ଆଠମଲ୍ଲିକରେ କେନ୍ଦ୍ରୀୟ ବିଦ୍ୟାଳୟର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ। ଆଠମଲ୍ଲିକ କଲେଜ କ୍ୟାମ୍ପସରେ କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ କରିବା…

Continue Readingଆସନ୍ତାକାଲି ଅନୁଗୁଳ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଠମଲ୍ଲିକରେ କେନ୍ଦ୍ରୀୟ ବିଦ୍ୟାଳୟର କରିବେ ଶୁଭାରମ୍ଭ

ବିଶ୍ବଜିତ ହତ୍ୟାକାଣ୍ଡ ପଛରେ ପୂର୍ବଶତ୍ରୁତା: ଘରୁ ଡାକି ନେଇ ଟ୍ରକ୍‌ ତଳେ ଶୁଆଇଦେଇଥିଲେ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଲାଙ୍ଗିଯୋଡ଼ାର ବିଶ୍ବଜିତ ନାୟକ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ପୁଲିସ ଏନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି। ପୁଲିସ ସୂଚନା ମୁତାବକ, ପ୍ରେମ ସମ୍ପର୍କକୁ ନେଇ ଆନନ୍ଦ ନାଏକ ଓ ସତ୍ୟପ୍ରକାଶ…

Continue Readingବିଶ୍ବଜିତ ହତ୍ୟାକାଣ୍ଡ ପଛରେ ପୂର୍ବଶତ୍ରୁତା: ଘରୁ ଡାକି ନେଇ ଟ୍ରକ୍‌ ତଳେ ଶୁଆଇଦେଇଥିଲେ, ଜଣେ ଗିରଫ

CBSEରେ ଜବାହର ନବୋଦୟ ବିଦ୍ୟାଳୟ ଶତ ପ୍ରତିଶତ ସଫଳତା: ଦଶମରେ ଆଦିତ୍ୟ ପ୍ରଧାନ ଓ ଦ୍ୱାଦଶରେ ଅସ୍ମିନ ମହାରଣା ଟପ୍ପର

ଅନୁଗୁଳ: ପ୍ରକାଶ ପାଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ଵାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ଏଥରକ ଚମ୍ପତିମୁଣ୍ଡା ସ୍ଥିତ ଅନୁଗୁଳ ଜବାହର ନବୋଦୟ ବିଦ୍ୟାଳୟ ଶତ ପ୍ରତିଶତ ରେଜଲ୍ଟ କରିଛି। ଚଳିତବର୍ଷ ଦଶମ ଶ୍ରେଣୀରେ…

Continue ReadingCBSEରେ ଜବାହର ନବୋଦୟ ବିଦ୍ୟାଳୟ ଶତ ପ୍ରତିଶତ ସଫଳତା: ଦଶମରେ ଆଦିତ୍ୟ ପ୍ରଧାନ ଓ ଦ୍ୱାଦଶରେ ଅସ୍ମିନ ମହାରଣା ଟପ୍ପର

ବିଭିନ୍ନ ସ୍ଥାନରେ ଚନ୍ଦନ ଯାତ୍ରା ପାଳିତ, ଚାପ ଖେଳିଲେ ମହାପ୍ରଭୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ବିଭିନ୍ନ ସ୍ଥାନରେ ଚନ୍ଦନ ଯାତ୍ରା ପାଳିତ ହୋଇଛି। କୁଲେଇ ପଞ୍ଚାୟତ କଟରପଡ଼ା ଗ୍ରାମରେ ଚନ୍ଦନ ଯାତ୍ରା ନିଆରା ଭାବେ ପାଳନ ହୋଇଛି। ଘଣ୍ଟ ଘଣ୍ଟା, ଲଉଡ଼ି ଖେଳ, ବିଭିନ୍ନ ସଜ୍ଜିତ ପଶୁପକ୍ଷୀଙ୍କ ନୃତ୍ୟ ଗୀତରେ…

Continue Readingବିଭିନ୍ନ ସ୍ଥାନରେ ଚନ୍ଦନ ଯାତ୍ରା ପାଳିତ, ଚାପ ଖେଳିଲେ ମହାପ୍ରଭୁ