୫୦ତମ ବୈଶାଖ ପୂର୍ଣ୍ଣିମା ପାଳିତ: ଲଉଡ଼ି ଖେଳ, ଘଣ୍ଟବାଦ୍ୟ, ନାମ କୀର୍ତ୍ତନରେ ଝୁମିଲେ ସ୍ଥାନୀୟବାସୀ

ଅନୁଗୁଳ: ଅନୁଗୁଳ ବ୍ଲକ ବାଳୁଅକଟା ପଞ୍ଚାୟତ କରଡାବଣି ସାହିରେ ସୋମବାର ଖୁବ ଧୁମଧାମରେ ପାଳିତ ହୋଇଛି ବୈଶାଖ ପୂର୍ଣ୍ଣିମା। ସୋମବାର ସକାଳୁ ରାଧାକୃଷ୍ଣଙ୍କୁ ପୂଜା କରାଯାଇ ସାହିର ମଧ୍ୟ ଭାଗରେ ବିଧି ମୁତାବକ ହୋମଯଜ୍ଞର ଆୟୋଜନ କରାଯାଇଥିଲା। ପରେ ପ୍ରସାଦ ସେବନର…

Continue Reading୫୦ତମ ବୈଶାଖ ପୂର୍ଣ୍ଣିମା ପାଳିତ: ଲଉଡ଼ି ଖେଳ, ଘଣ୍ଟବାଦ୍ୟ, ନାମ କୀର୍ତ୍ତନରେ ଝୁମିଲେ ସ୍ଥାନୀୟବାସୀ

ରେଳପଥ କାମରେ ବେଆଇନ ବ୍ଲାଷ୍ଟିଂ: ବିରୋଧ କରି କାମ ବନ୍ଦ କଲେ ଗ୍ରାମବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ଦେଇ ବହୁ ପ୍ରତୀକ୍ଷିତ ତାଳଚେର ବିମଳାଗଡ଼ ରେଳପଥ କାର୍ଯ୍ୟ ଜୋରସୋରରେ ଚାଲିଛି। କିନ୍ତୁ କାମ ବେଳେ ବେଆଇନ ବ୍ଲାଷ୍ଟିଂ ହେଉଛି, ଯାହାକୁ ନେଇ ଠିକା ସଂସ୍ଥା ଉପରେ ତାତିଛନ୍ତି ଡିମିରିଆ ପଞ୍ଚାୟତର ପେଣ୍ଡେରାବସା ଗ୍ରାମବାସୀ।…

Continue Readingରେଳପଥ କାମରେ ବେଆଇନ ବ୍ଲାଷ୍ଟିଂ: ବିରୋଧ କରି କାମ ବନ୍ଦ କଲେ ଗ୍ରାମବାସୀ

ଆଜି ଠାରୁ ବିଜେପିର ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା

ଅନୁଗୁଳ: ଆଜି ଠାରୁ  ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା ଆୟୋଜନ କରିବ ବିଜେପି। ଏହା ୨୩ ତାରିଖ ପର୍ଯ୍ୟନ୍ତ ୧୦ ଦିନ ଧରି ଚାଲିବ। ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ସେନା ପକ୍ଷରୁ କରାଯାଇଥିବା ଅପରେସନ ‘ସିନ୍ଦୂର’ର ସଫଳତା ସମ୍ପର୍କରେ l ଦେଶବାସୀଙ୍କୁ ଅବଗତ…

Continue Readingଆଜି ଠାରୁ ବିଜେପିର ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା

ଏ ଯୁଗ ଯୁଦ୍ଧର ନୁହେଁତ ଆତଙ୍କବାଦର ବି ନୁହେଁ: ପ୍ରଧାନମନ୍ତ୍ରୀ

ଅନୁଗୁଳ: ଅପରେସନ ସିନ୍ଦୂର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ର ଉଦ୍ଦେଶ୍ୟରେ ସମ୍ବୋଧତ କରି କହିଛନ୍ତି ଯେ, "ଆତଙ୍କବାଦବିରୋଧରେ ଆମ ସମସ୍ତଙ୍କର ଏକଜୁଟତା ହିଁ ଆମର ସବୁଠାରୁବଡ଼ ଶକ୍ତି।" ଏହା ସହ ସେ କହିଛନ୍ତି, "ଏହା ନିଶ୍ଚିତ ଭାବରେ ଯୁଦ୍ଧର ଯୁଗ…

Continue Readingଏ ଯୁଗ ଯୁଦ୍ଧର ନୁହେଁତ ଆତଙ୍କବାଦର ବି ନୁହେଁ: ପ୍ରଧାନମନ୍ତ୍ରୀ

ହଣ୍ଡପା ବନ ବିଭାଗକୁ ସଫଳତା: ବନ୍ଧୁକ ସହ ୨ ଶିକାରୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ବନ ବିଭାଗ ପକ୍ଷରୁ ସୋମବାର ଦିନ ହଣ୍ଡପା ଜଙ୍ଗଲରୁ ୨ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବାଗେଡିଆ ଥାନା ପାତ୍ରପଡ଼ା ଅଞ୍ଚଳର କୁନାଲ ବେହେରା, ଅରୁଣ କୁମାର ବେହେରା। ସେମାନଙ୍କ ଠାରୁ ଏକ…

Continue Readingହଣ୍ଡପା ବନ ବିଭାଗକୁ ସଫଳତା: ବନ୍ଧୁକ ସହ ୨ ଶିକାରୀ ଗିରଫ

ଭାରତୀୟ ସେନା ପାଇଁ ତ୍ରିରଙ୍ଗା ଶୋଭାଯାତ୍ରା ଓ ପ୍ରଦୀପ ପ୍ରଜ୍ଜଳନ

ଅନୁଗୁଳ: ଅଲ୍‌ ଓଡ଼ିଶା ସେଫ୍ଟି ଆସୋସିଏସନ୍‌ ପକ୍ଷରୁ ଆମ ସେନାଙ୍କ ପରାକାଷ୍ଠା ଓ ଦେଶ ପାଇଁ ବଳିଦାନକୁ ସମ୍ମାନ ଜଣାଇ କୃତଜ୍ଞତା ଜ୍ଞାପନ କରାଯାଇଛି। ଏ ଅବସରରେ ଆସୋସିଏସନ୍‌ ତରଫରୁ ଅନୁଗୁଳ ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଥିଲା।…

Continue Readingଭାରତୀୟ ସେନା ପାଇଁ ତ୍ରିରଙ୍ଗା ଶୋଭାଯାତ୍ରା ଓ ପ୍ରଦୀପ ପ୍ରଜ୍ଜଳନ

ନାକ ଟିମ୍‌ର ଆଭାସୀ ବୈଠକ ନେଇ ପ୍ରସ୍ତୁତି

ଅନୁଗୁଳ: ଆସନ୍ତା ୧୯ ତାରିଖରେ ନାକ ଟିମ୍‌ର ଅନୁଗୁଳ‌ ମହାବିଦ୍ୟାଳୟର ବିଭିନ୍ନ ସାର୍ଟିଫିକେସନ୍ ନେଇ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା।ଏଥିରେ ପୁରାତନ ଛାତ୍ର ମାନେ ଅଂଶଗ୍ରହଣ କରି ବୈଠକର ବିଭିନ୍ନ ସମ୍ଭାବ୍ୟ ଦିଗ ଉପରେ ଆଲୋଚନା କରିଥିଲେ। ମହାବିଦ୍ୟାଳୟର ଖେଳପଡିଆ,କମ୍ପ୍ୟୁଟର…

Continue Readingନାକ ଟିମ୍‌ର ଆଭାସୀ ବୈଠକ ନେଇ ପ୍ରସ୍ତୁତି

ଜୁନ ୨୫ରୁ ୬ଷ୍ଠ ଓଡ଼ିଶା ପର୍ଯ୍ୟଟନ ସମ୍ମିଳନୀ

ଭୁବନେଶ୍ବର: ଓଡ଼ିଶା ହୋଟେଲ ଓ ରେଷ୍ଟୁରାଷ୍ଟ ସଂଘ (ହାରୋ) ପକ୍ଷରୁ ଜୁନ୍ ୨୫ ତାରିଖ ଦିନ ଭୁବନେଶ୍ବରରେ ଆୟୋଜିତ ହେବାକୁ ଯାଉଛି ୬ଷ୍ଠ ଓଡ଼ିଶା ପର୍ଯ୍ୟଟନ ସମ୍ମିଳନୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସମ୍ମିଳନୀକୁ ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି।…

Continue Readingଜୁନ ୨୫ରୁ ୬ଷ୍ଠ ଓଡ଼ିଶା ପର୍ଯ୍ୟଟନ ସମ୍ମିଳନୀ

୪ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆରଏସଏସ ମୁଖ୍ୟ ମୋହନ ଭଗବତ

ଭୁବନେଶ୍ୱର: ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ମୁଖ୍ୟ ମୋହନ ଭଗବତ। ଆଜି ସନ୍ଧ୍ୟା ୬ଟା ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ କଟକ ଗତିରାଉତପାଟଣା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମକୁ…

Continue Reading୪ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆରଏସଏସ ମୁଖ୍ୟ ମୋହନ ଭଗବତ

ସୁଭଦ୍ରା ଓ ବିଶ୍ୱଜିତଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବି, ଥାନାଧିକାରୀଙ୍କୁ ଦାବିପତ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ସୁଭଦ୍ରା ପଦିଲଙ୍କ ଅପହରଣ ଓ ହତ୍ୟା ଏବଂ ଶିବାରମପୁରର ବିଶ୍ୱଜିତ ନାଏକକୁ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ କଣିହାଁ ଥାନାରେ ଶନିବାର ଦାବିପତ୍ର ପ୍ରଦାନ କରାଯାଇଛି। ନ୍ୟାୟ ପ୍ରଦାନ ପାଇଁ କଣିହାଁ…

Continue Readingସୁଭଦ୍ରା ଓ ବିଶ୍ୱଜିତଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବି, ଥାନାଧିକାରୀଙ୍କୁ ଦାବିପତ୍ର