ଓଟିଟିରେ ଏବେ ରିଲିଜ୍ ହେବ ନାହିଁ ଫିଲ୍ମ ‘ପୁଷ୍ପା-୨’
ମୁମ୍ବାଇ: ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଚଳଚ୍ଚିତ୍ର ‘ପୁଷ୍ପା-୨’ ୧ଡିସେମ୍ବରରେ ମୁକ୍ତିଲାଭ କରିଥିଲା। ଏହା ରିଲିଜ ହେବା ମାତ୍ରେ ଏହି ଫିଲ୍ମ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିଲା। ଏହି ଫିଲ୍ମ ବର୍ତ୍ତମାନ ୧୪୦୦ କୋଟିରୁ ଅଧିକ ଆୟ କରିଛି। ପୁଷ୍ପା-୨ ଚଳିତ…
