ଘରେ କେହି ନ ଥିବା ବେଳେ ଲୁଟ୍, ଆଲମିରା ଭାଙ୍ଗି ମୋବାଇଲ ଓ ଟଙ୍କା ଚୋରି
ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ସୁଷବ ଗ୍ରାମର ଜଣଙ୍କ ଘରର ଆଲମିରା ଭାଙ୍ଗି କେହି ଦୁର୍ବୃତ୍ତ ମୋବାଇଲ ଓ ଟଙ୍କା ଚୋରି କରି ନେଇଯାଇଛି। ଏନେଇ ଘରର ମାଲିକାଣୀ ପଙ୍କଜିନୀ ସାହୁ କିଶୋରନଗର ଥାନାରେ ଅଭିଯୋଗ କରିଛନ୍ତି। ପଙ୍କଜିନୀଙ୍କ ଅଭିଯୋଗ…
