ସରସ୍ୱତୀ ପୂଜା ଭସାଣିରୁ କଲେଜରେ ଗୋଷ୍ଠୀ ବିବାଦ: ବୋତଲରେ ଆକ୍ରମଣ, ୩ ଛାତ୍ର ଗୁରୁତର

ଅନୁଗୁଳ: ଅନୁଗୁଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପୂଜା ଭସାଣି ସମୟରେ ଦୁଇ ଛାତ୍ର ଗୋଷ୍ଠୀ ବିବାଦରୁ ରକ୍ତ ସଂଘର୍ଷ ହୋଇଛି। ଯୁକ୍ତ ଦୁଇ ଓ ଯୁକ୍ତ ତିନି ବର୍ଷର ଛାତ୍ରଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିବା ବେଳେ କାଚମଦ ବୋତଲରେ ଆକ୍ରମଣ ଫଳରେ ତିନି…

Continue Readingସରସ୍ୱତୀ ପୂଜା ଭସାଣିରୁ କଲେଜରେ ଗୋଷ୍ଠୀ ବିବାଦ: ବୋତଲରେ ଆକ୍ରମଣ, ୩ ଛାତ୍ର ଗୁରୁତର

ଦିନକରେ ଜୀବନ ହାରିଲେ ଦୁଇ ଜଣ, ତଦନ୍ତ କରୁଛି ପୋଲିସ

ଅନୁଗୁଳ: ଅନୁଗୁଳ ସହରର ଦୁଇଟି ସ୍ଥାନରେ ଆଜି ଦୁଇ ଜଣ ଜୀବନ ହାରିଛନ୍ତି। ମୃତକ ହେଲେ ପ୍ରିୟଙ୍କା ସାହୁ ଓ ଶ୍ରୀକାନ୍ତ ବଡ଼ତିଆ।ସୂଚନା ଅନୁସାରେ, ବଜାରଛକ ଅଞ୍ଚଳରେ ରହୁଥିବା ଛେଣ୍ଡିପଦା ବ୍ଲକ୍‌ ତେଣ୍ଟୁଲୋଇ ଗାଁର ପ୍ରିୟଙ୍କା ସାହୁ(୧୭) କୌଣସି କାରଣରୁ ବେକରେ…

Continue Readingଦିନକରେ ଜୀବନ ହାରିଲେ ଦୁଇ ଜଣ, ତଦନ୍ତ କରୁଛି ପୋଲିସ

ଏନଏସି ହାଇସ୍କୁଲର ବାର୍ଷିକ ଉତ୍ସବ

ଅନୁଗୁଳ: ଗୁରୁବାର ପୂର୍ବାହ୍ନରେ ଅନୁଗୁଳ ଏନଏସି ହାଇସ୍କୁଲର ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି। ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ଅଳକାନନ୍ଦାଙ୍କ ପୌରହିତ୍ୟରେ ଆୟୋଜିତ ଏହି ସମାରୋହକୁ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ…

Continue Readingଏନଏସି ହାଇସ୍କୁଲର ବାର୍ଷିକ ଉତ୍ସବ

ଅନୁଗୁଳ ଗସ୍ତରେ ଉତ୍ତରାଞ୍ଚଳ ରାଜସ୍ଵ ଆୟୁକ୍ତ ସଚ୍ଚିନ୍ ରାମଚନ୍ଦ୍ର ଯାଦବ, କ୍ୟାମ୍ପ କୋର୍ଟରେ ୪୧ ଟି ମାମଲାର କଲେ ଫଇସଲା

ଅନୁଗୁଳ: ଦିନିକିଆ ଅନୁଗୁଳ ଗସ୍ତରେ ଉତ୍ତରାଞ୍ଚଳ ରାଜସ୍ଵ ଆୟୁକ୍ତ ସଚ୍ଚିନ୍ ରାମଚନ୍ଦ୍ର ଯାଦବ। ଶ୍ରୀ ଯାଦବ ଆଜି ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟ କୋର୍ଟ ରୁମ୍ ଠାରେ ରାଜସ୍ୱ ମାମଲାର ଶୁଣାଣି (କ୍ୟାମ୍ପ କୋର୍ଟ) କରିଛନ୍ତି। ସେ ମୋଟ ୮୬ଗୋଟି ରାଜସ୍ୱ ମାମଲା…

Continue Readingଅନୁଗୁଳ ଗସ୍ତରେ ଉତ୍ତରାଞ୍ଚଳ ରାଜସ୍ଵ ଆୟୁକ୍ତ ସଚ୍ଚିନ୍ ରାମଚନ୍ଦ୍ର ଯାଦବ, କ୍ୟାମ୍ପ କୋର୍ଟରେ ୪୧ ଟି ମାମଲାର କଲେ ଫଇସଲା

ସ୍କୁଲ ସ୍ଥାନାନ୍ତରଣକୁ ବିରୋଧ: ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ରେଡକ୍ରସ୍ ସ୍ଵତନ୍ତ୍ର ଦୃଷ୍ଟିହୀନ ଓ ମୁକବଧିର ବିଦ୍ୟାଳୟର ଅଭିଭାବକ

ଅନୁଗୁଳ: ବିଦ୍ୟାଳୟ ସ୍ଥାନାନ୍ତରଣକୁ ବିରୋଧ କରି ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଛନ୍ତି ଅନୁଗୁଳ ଜିଲ୍ଲା ଗୀତାଗ୍ରାମସ୍ଥିତ ରେଡକ୍ରସ୍ ସ୍ଵତନ୍ତ୍ର ଦୃଷ୍ଟିହୀନ ଓ ମୁକବଧିର ବିଦ୍ୟାଳୟର ଅଭିଭାବକ। ସେମାନଙ୍କ ଅଭିଯୋଗ ମୁତାବକ, ପୂର୍ବରୁ ବଳରାମ ପ୍ରସାଦ ଅଞ୍ଚଳରେ ନକୁଳ ଚନ୍ଦ୍ର ଦୃଷ୍ଟିହୀନ…

Continue Readingସ୍କୁଲ ସ୍ଥାନାନ୍ତରଣକୁ ବିରୋଧ: ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ରେଡକ୍ରସ୍ ସ୍ଵତନ୍ତ୍ର ଦୃଷ୍ଟିହୀନ ଓ ମୁକବଧିର ବିଦ୍ୟାଳୟର ଅଭିଭାବକ

ଅଳିଆ ଆବର୍ଜନାର ସହର ପାଲଟିଛି ଅନୁଗୁଳ, ପ୍ରଶାସନ ନିଦାବିଷ୍ଣୁ

ଅନୁଗୁଳ: ଶିଳ୍ପର ସହର ଭାବେ ପରିଚୟ ପାଇଥିବା ଅନୁଗୁଳ ଏବେ ଅଳିଆ ଆବର୍ଜନାର ସହର ପାଲଟିଛି। ସହର ସାରା କୁଢ଼ କୁଢ଼ ଅଳିଆ ଆବର୍ଜନା ପଡିଥିବା ଦେଖିବାକୁ ମିଳୁଛି। ଘରୋଇ ଅଳିଆଠୁ ବଢ଼ିଗଲାଣି କଳକାରଖାନାର ଆବର୍ଜନା। ଦୁଇ ବର୍ଷ ତଳର ରିପୋର୍ଟ…

Continue Readingଅଳିଆ ଆବର୍ଜନାର ସହର ପାଲଟିଛି ଅନୁଗୁଳ, ପ୍ରଶାସନ ନିଦାବିଷ୍ଣୁ

ଭରତପୁର କୋଇଲା ଖଣିରେ ପୁଣି ଦୁର୍ଘଟଣା: ସାଇଲୋରେ ନିଆଁ ଲାଗି ଜଳିଗଲା ମୂଲ୍ୟବାନ ଯନ୍ତ୍ରାଂଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଭରତପୁର କୋଇଲା ଖଣିରେ ଯେମିତି କାହା ନଜର ଲାଗିଯାଇଛି। ଖଣିରେ ବାରମ୍ବାର ବିଭିନ୍ନ ଦୁର୍ଘଟଣା ଘଟୁଛି।ଆଜି ପୁଣି ଭରତପୁର କୋଇଲା ଖଣି ସାଇଲୋରେ ନିଆଁ ଲାଗି ବହୁ ମୂଲ୍ୟବାନ ଯନ୍ତ୍ରାଂଶ ପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା…

Continue Readingଭରତପୁର କୋଇଲା ଖଣିରେ ପୁଣି ଦୁର୍ଘଟଣା: ସାଇଲୋରେ ନିଆଁ ଲାଗି ଜଳିଗଲା ମୂଲ୍ୟବାନ ଯନ୍ତ୍ରାଂଶ

ଅସୁରକ୍ଷିତ ଅନୁଗୁଳ! ମାଉଜର ଦେଖାଇ ଟାଟା ଏସିରୁ ନେଇଗଲେ ୬୦ ହଜାର ଟଙ୍କା

ଅନୁଗୁଳ: ଟାଟା ଏସି ଗାଡ଼ି ଅଟକାଇ ମାଉଜର ଓ ମାରଣାସ୍ତ୍ର ଦେଖାଇ ୬୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଦୋହଲି- ବାରିଣୀ ରାସ୍ତାର ରହଣୀ ସାହି ଠାରେ ତେଜରାତି ସାମଗ୍ରୀ ବିକ୍ରି କରି ଫେରୁଥିବା…

Continue Readingଅସୁରକ୍ଷିତ ଅନୁଗୁଳ! ମାଉଜର ଦେଖାଇ ଟାଟା ଏସିରୁ ନେଇଗଲେ ୬୦ ହଜାର ଟଙ୍କା

ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଜାତୀୟ କନ୍ୟା ସନ୍ତାନ ସପ୍ତାହ ପାଳିତ

ଅନୁଗୁଳ : ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଜାତୀୟ କନ୍ୟା ସନ୍ତାନ ଦିବସ ପାଳନà ଅବସରରେ ଗୋଟିଏ ସପ୍ତାହ ଧରି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ଆଇସିଡିଏସର ମିଳିତ…

Continue Readingଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଜାତୀୟ କନ୍ୟା ସନ୍ତାନ ସପ୍ତାହ ପାଳିତ

ବନାଗ୍ନୀ ନିରାକରଣ ପାଇଁ ସମନ୍ୱୟ ବୈଠକ

ଅନୁଗୁଳ: ସ୍ଥାନୀୟ ସର୍କିଟ ହାଉସ ସଭା କକ୍ଷରେ ଜିଲ୍ଲା ବନ ବିଭଗ ପକ୍ଷରୁ ମଣ୍ଡଳ ସ୍ତରୀୟ ବନାଗ୍ନୀ ନିରାକରଣ ନେଇ ଏକ ସମନ୍ୱୟ ବୈଠକ ଆୟୋଜିତ ହୋଇଥିଲା। ଆରସିସିଏଫ ସୁଧାଂଶୁ ଶେଖର ଖେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଢେଙ୍କାନାଳ ଦିଏଫଓ…

Continue Readingବନାଗ୍ନୀ ନିରାକରଣ ପାଇଁ ସମନ୍ୱୟ ବୈଠକ