ଚକବନ୍ଦୀ ରେକର୍ଡ ଉଚ୍ଛେଦ ଦାବି: ଆସନ୍ତା ୨୫ରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଚାଷୀ ସୁରକ୍ଷା କମିଟିର ସାଧାରଣ ସଭା ଶିକ୍ଷକପଡ଼ା ନବକୃଷ୍ଣ ଚୌଧୁରୀ ସ୍ମୃତିପାଠାଗାର ଠାରେ ଅନୁଷ୍ଠିତ ହୋଇଛି। ଅନୁଗୁଳ ଜିଲ୍ଲାରେ ଥିବା ଚକବନ୍ଦୀ ଅଧ୍ୟୁଷିତ ଗ୍ରାମ ଗୁଡିକରୁ ଏ ପର୍ଯ୍ୟନ୍ତ ସରକାର ଚକବନ୍ଦୀ ଉଚ୍ଛେଦ ନିମନ୍ତେ କୌଣସି ପଦକ୍ଷେପ…

Continue Readingଚକବନ୍ଦୀ ରେକର୍ଡ ଉଚ୍ଛେଦ ଦାବି: ଆସନ୍ତା ୨୫ରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ତାଳଚେର ନୂଆ ନିର୍ବାହୀ ଅଧିକାରୀଙ୍କୁ ସ୍ୱାଗତ ଓ ବିଦାୟୀ ଅଧିକାରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ପୌର ପରିଷଦରେ ନୂତନ ନିର୍ବାହୀ ଅଧିକାରୀ ଭାବେ ଡଃ ପ୍ରଦୀପ କୁମାର ସାହା ଯୋଗ ଦାନ କରିଛନ୍ତି। ଏଥିସହ ଏହି ପଦରେ ଥିବା ପୂର୍ବତନ ନିର୍ବାହୀ ଅଧିକାରୀ ବଲୟ ଦେହୁରୀ ବିଦାୟ ନେଇଛନ୍ତି।  ପରିଷଦ ପକ୍ଷରୁ…

Continue Readingତାଳଚେର ନୂଆ ନିର୍ବାହୀ ଅଧିକାରୀଙ୍କୁ ସ୍ୱାଗତ ଓ ବିଦାୟୀ ଅଧିକାରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ଅଜଣା ଟ୍ରକ ଧକ୍କାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ଅନୁଗୁଳ: ଅନୁଗୁଳ ବଅଁରପାଳ ଜାତୀୟ ୫୫ ନମ୍ଵର ରାଜପଥ କଲେଜ ଛକ ନିକଟରେ ଆଜି ସନ୍ଧ୍ୟାରେ ଏକ ଅଜଣା ଟ୍ରକ ଧକ୍କାରେ ଜଣେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବଅଁରପାଳ ଥାନା ବନ୍ଦା ଗ୍ରାମର ସୁଜିତ କୁମାର ନାହାକ…

Continue Readingଅଜଣା ଟ୍ରକ ଧକ୍କାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ଭଡ଼ା ଘରୁ ବିଧବା ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଅମଲାପଡ଼ା ୬ଷ୍ଠ ଲାଇନର ଏକ ଭଡ଼ା ଘରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତ ଦେହ ଠାବ ହୋଇଛି। ମୃତକ ଜଣକ ହେଲେ ଠାକୁରଗଡ଼ ଥାନା ସତ୍ୟବାଦୀପୁର ଗ୍ରାମର ପ୍ରସନ୍ନ ସାହୁଙ୍କ ଝିଅ ସ୍ୱର୍ଣ୍ଣଲକ୍ଷ୍ମୀ ସାହୁ…

Continue Readingଭଡ଼ା ଘରୁ ବିଧବା ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର: ଭଙ୍ଗା ହୁଇଲ ଚେୟାର ରେ ରୋଗୀ ଯାଉଛନ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ ଯେତେ ଲେଖିଲେ ବି ତାହା କମ ହେଉଛି। ବୁଧବାର ଅପରାହ୍ନ ପାଞ୍ଚଟା ସମୟରେ ଜଣେ ରୋଗୀ ଭଙ୍ଗା ହୁଇଲ ଚେୟାରରେ କାଜୁଆଲିଟିରୁ ଆଇପିଡି ୱାର୍ଡ ଯାଉଥିବା ଦେଖିବାକୁ ମିଳିଥିଲା। ରୋଗୀଙ୍କ ସହ…

Continue Readingସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର: ଭଙ୍ଗା ହୁଇଲ ଚେୟାର ରେ ରୋଗୀ ଯାଉଛନ୍ତି

ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା: ପ୍ରେମିକା ଅଟକ, ହତ୍ୟାକାରୀ ଫେରାର

ଅନୁଗୁଳ: ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା। ଅନୁଗୁଳ ଜିଲ୍ଲା କିଶୋରନଗର ହଣ୍ଡପା ଥାନା ସାନଗୋବିନ୍ଦପୁର ଗ୍ରାମରେ ମଙ୍ଗଳବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ହେଲେ ହଣ୍ଡପା ଥାନା ମଧପୁର ଅଞ୍ଚଳର ରାହୁଲ ସାମଲ…

Continue Readingପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା: ପ୍ରେମିକା ଅଟକ, ହତ୍ୟାକାରୀ ଫେରାର

ବିଏସଏନଏଲ ୧୫୦ ଦିନର ରିଚାର୍ଜ ପ୍ଲାନ୍, ମୂଲ୍ୟ ୩୯୭ ଟଙ୍କା

ଅନୁଗୁଳ: ବିଏସଏନଏଲ ୧୫୦ ଦିନ ପାଇଁ ଏକ ଶସ୍ତା ପ୍ଲାନ କମ୍ପାନୀର ୱେବସାଇଟରେ ତାଲିକାଭୁକ୍ତ ହୋଇଛି । ବିଏସଏନଏଲର ଏହି ଶସ୍ତା ରିଚାର୍ଜ ପ୍ଲାନ ୩୯୭ ଟଙ୍କା ମୂଲ୍ୟରେ ଆସିଛି। ଏହି ଯୋଜନାରେ ୟୁଜରଙ୍କ ସିମ୍ ୧୫୦ ଦିନ ପାଇଁ ସକ୍ରିୟ…

Continue Readingବିଏସଏନଏଲ ୧୫୦ ଦିନର ରିଚାର୍ଜ ପ୍ଲାନ୍, ମୂଲ୍ୟ ୩୯୭ ଟଙ୍କା

ଓଏଚପିସିରେ ଅଗ୍ରପୂଜ୍ୟ ଗଜାନନଙ୍କ ତିନି ଫୁଟିଆ ଉଚ୍ଚାର ମୂର୍ତ୍ତି ସ୍ଥାପନ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ପ୍ରକଳ୍ପ ସ୍ଥିତ ଓଏଚପିସି ପ୍ରଶାସନିକ ଭବନର ପ୍ରବେଶ ଦ୍ୱାରରେ ଆଜି ଅଗ୍ରପୂଜ୍ୟ ଗଜାନନଙ୍କ ଏକ ତିନିଫୁଟ ଉଚ୍ଚାର ମୂର୍ତ୍ତି ସ୍ଥାପନ କରାଯାଇଛି। ପୂଜକ ଅନନ୍ତ ନାରାୟଣ ମିଶ୍ର ଜୀବନ୍ୟାସ ମନ୍ତ୍ର ପଢ଼ି ପୂଜାର୍ଚ୍ଚନା…

Continue Readingଓଏଚପିସିରେ ଅଗ୍ରପୂଜ୍ୟ ଗଜାନନଙ୍କ ତିନି ଫୁଟିଆ ଉଚ୍ଚାର ମୂର୍ତ୍ତି ସ୍ଥାପନ

ସରକାରୀ ଜାଗାରେ ଗଢ଼ି ଉଠିଛି ମାଳମାଳ ମାଟି ଇଟା ଭାଟି, ସବୁ ଜାଣି ବି ପ୍ରଶାସନ ନିଦାବିଷ୍ଣୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ସରକାରୀ ଜାଗାରେ ମାଳମାଳ ଇଟା ଭାଟି ଗଢ଼ି ଉଠିଛି। ଫଳରେ ବେପାରୀମାନେ ଅବାଧରେ ମାଟିଇଟା ବିକ୍ରି କରି ମାଲାମାଲ୍ ହେଉଛନ୍ତି। ଏନେଇ ଅଞ୍ଚଳବାସୀ ପ୍ରଶାସନକୁ ଅବଗତ କରିବା ସତ୍ତ୍ବେ ଏଥିରେ ରୋକ୍ ଲାଗୁନାହିଁ। ରାଜସ୍ବ ବିଭାଗ…

Continue Readingସରକାରୀ ଜାଗାରେ ଗଢ଼ି ଉଠିଛି ମାଳମାଳ ମାଟି ଇଟା ଭାଟି, ସବୁ ଜାଣି ବି ପ୍ରଶାସନ ନିଦାବିଷ୍ଣୁ

୨୨ ଦିନରେ ପହଞ୍ଚିଲା ନାଲକୋ କ୍ଷତିଗ୍ରସ୍ତ ପ୍ରଜା ଆନ୍ଦୋଳନ, ଏବେ ଯାଏଁ ଆଲୋଚନା କରୁନି ପ୍ରଶାସନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ସ୍ପୋନ୍ସୋରଡ ଏଲ.ଏ.ପି ଆଇ.ଟି.ଆଇ (୧୯୮) ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅହୋରାତ୍ର ଧାରଣା ୨୨ ଦିନରେ ପହଞ୍ଚିଛି। କିନ୍ତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏବେ ଯାଏଁ ଆଲୋଚନା ପାଇଁ ଡକାଯାଇ ନଥିବା ଜଣାଯାଇଛି। ଆନ୍ଦୋଳନକାରୀଙ୍କ କହିବାନୁଯାୟୀ, ନାଲକୋରେ…

Continue Reading୨୨ ଦିନରେ ପହଞ୍ଚିଲା ନାଲକୋ କ୍ଷତିଗ୍ରସ୍ତ ପ୍ରଜା ଆନ୍ଦୋଳନ, ଏବେ ଯାଏଁ ଆଲୋଚନା କରୁନି ପ୍ରଶାସନ