ଅନୁଗୁଳ ହାଇସ୍କୁଲରେ ଖୋଖୋ ତାଲିମ କେନ୍ଦ୍ର

You are currently viewing ଅନୁଗୁଳ ହାଇସ୍କୁଲରେ ଖୋଖୋ ତାଲିମ କେନ୍ଦ୍ର

ଅନୁଗୁଳ: ଅନୁଗୁଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଖେଲୋ ଇଣ୍ଡିଆ ଆନୁକୁଲ୍ୟରେ ଏକ ଖୋଖୋ ତାଲିମ କେନ୍ଦ୍ର ଆଭାସି ମୋଡରେ ରାଜ୍ୟ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା କାର୍ଯ୍ୟାଳୟରେ ଆୟୋଜିତ ଏହି ସମାରୋହରେ ଉପଜିଲ୍ଲାପାଳ ମାୟାଧର ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରତିଭା ବାରିକ,ପ୍ରଧାନ ଶିକ୍ଷକ ପ୍ରିୟବ୍ରତ ମାଝୀ ,ଖେଳା ଶିକ୍ଷକ ବିନୋଦ ଚନ୍ଦ୍ର ଦେହୁରୀ,ଶିକ୍ଷୟିତ୍ରୀ ସ୍ଥିତପ୍ରଜ୍ଞା ଗଡ଼ନାୟକ, ଖୋଖୋ କୋଚ ସବ୍ୟସାଚି ସାହୁ ଓ ଖୋଖୋ ଖେଳାଳି ମାନେ ଉପସ୍ଥିତ ଥିଲେ ।

Share

Leave a Reply