ଆକ୍ସନ ମୋଡରେ ରାଜ୍ୟ ସରକାର: ଛୁଟିରେ ଥିବା ୧୯୬ ଡାକ୍ତରଙ୍କ ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଆକ୍ସନ ମୋଡରେ ରାଜ୍ୟ ସରକାର। ଏଣିକି ଛୁଟିରେ ଥିବା ଡାକ୍ତରଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ। ବିଧାନସଭାରେ ଏନେଇ ବଡ଼ ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ବର୍ତ୍ତମାନ ୧୯୬ ଡାକ୍ତରଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ।…

Continue Readingଆକ୍ସନ ମୋଡରେ ରାଜ୍ୟ ସରକାର: ଛୁଟିରେ ଥିବା ୧୯୬ ଡାକ୍ତରଙ୍କ ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ପୂର୍ବ ଶତ୍ରୁତାରୁ ମହିଳାଙ୍କୁ ଟାଙ୍ଗିଆରେ ଚୋଟେ ପକାଇଲା ଯୁବକ, ହସ୍ପିଟାଲରେ ଭର୍ତ୍ତି

  ଅନୁଗୁଳ: ଯୁବକଙ୍କ ଟାଙ୍ଗିଆ ଚୋଟରେ ମହିଳା ଗୁରୁତର। ଆଜି ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ରାଧାରମଣପଡ଼ାରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୁରୁତର ମହିଳା ହେଲେ ମୀନା ବେହେରା। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

Continue Readingପୂର୍ବ ଶତ୍ରୁତାରୁ ମହିଳାଙ୍କୁ ଟାଙ୍ଗିଆରେ ଚୋଟେ ପକାଇଲା ଯୁବକ, ହସ୍ପିଟାଲରେ ଭର୍ତ୍ତି

ମେଡ଼ିକ୍ସର ସାମ୍ବାଦିକ ସମ୍ମିଳନୀ ଶିଳ୍ପାୟନ ଯୋଗୁଁ ଏଚ୍ଆଇଭି ବଢ଼ୁଛି

ଅନୁଗୁଳ: ବିଶ୍ୱ ଏଡ଼ସ ଦିବସ ଅବସରରେ ରବିବାର ମେଡିକ୍ସ ଦ୍ଵାରା ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ମେଡିକ୍ସର ନିର୍ଦ୍ଦେଶକ ଡା ଦିଲୀପ ସାମଲଙ୍କ ଅଧ୍ୟକ୍ଷତାରେରେ ଆୟୋଜିତ ଏହି ସମ୍ମିଳନୀରେ ଅନୁଗୁଳ ଜିଲ୍ଲାରେ ଏଚ୍ଆଇଭି ପୋଜିଟିଭଙ୍କ ସଂଖ୍ୟା କିଭଳି ବଢ଼ୁଚି ତାହା…

Continue Readingମେଡ଼ିକ୍ସର ସାମ୍ବାଦିକ ସମ୍ମିଳନୀ ଶିଳ୍ପାୟନ ଯୋଗୁଁ ଏଚ୍ଆଇଭି ବଢ଼ୁଛି

ଡକାୟତି ଯୋଜନା ପଣ୍ଡ: ୭ ଡକାୟତ ଗିରଫ, ଶତାଧିକ ମୋବାଇଲ ଫୋନ ସହ ମାରଣାସ୍ତ୍ର ଜବତ

ଅନୁଗୁଳ: ଡକାୟତି ଯୋଜନା ପଣ୍ଡ। ୭ ଜଣ ଡକାୟତ ଗିରଫ। ରାସ୍ତା କଡ଼ରେ ଡକାୟତି କରିବା ପାଇଁ ପ୍ରସ୍ତୁତ ହେଉଥିବା ୭ ଜଣ ଡକାୟତଙ୍କୁ ଶନିବାର ରାତିରେ କଣ୍ଡାଳ ଠାରେ ତାଳଚେର ପୋଲିସ ଗିରଫ କରିଛି। ଏମାନଙ୍କ ନାମରେ ତାଳଚେର ଥାନାରେ…

Continue Readingଡକାୟତି ଯୋଜନା ପଣ୍ଡ: ୭ ଡକାୟତ ଗିରଫ, ଶତାଧିକ ମୋବାଇଲ ଫୋନ ସହ ମାରଣାସ୍ତ୍ର ଜବତ

ମାଗଣା ମଧୁମେହ ରୋଗ ନିବାରଣ ଶିବିର ଆୟୋଜିତ, ଯୋଗ ଦେଲେ ୬୦ରୁ ଅଧିକ ଲୋକ

ଅନୁଗୁଳ: ଅନୁଗୁଳ ଶିକ୍ଷକପଡ଼ା ସାଇ ମନ୍ଦିର ନିକଟରେ ଥିବା ଭାରତୀୟ ଯୋଗ ସଂସ୍ଥାନ ପକ୍ଷରୁ ମାଗଣା ମଧୁମେହ ରୋଗ ନିବାରଣ ଶିବିର ଆୟୋଜିତ ହୋଇଛି। ନୂଆଦିଲ୍ଲୀସ୍ଥିତ ଭାରତୀୟ ଯୋଗ ସଂସ୍ଥାନର ଅନୁଗୁଳ କ୍ଷେତ୍ର ତରଫରୁ ଦୁଇ ଦିନ ମାଗଣା ମଧୁମେହ ରୋଗ…

Continue Readingମାଗଣା ମଧୁମେହ ରୋଗ ନିବାରଣ ଶିବିର ଆୟୋଜିତ, ଯୋଗ ଦେଲେ ୬୦ରୁ ଅଧିକ ଲୋକ

ବିଶ୍ବ ଏଡସ୍ ଦିବସ ପାଳିତ: ଆକ୍ରାନ୍ତଙ୍କୁ ଭେଦଭାବ ନ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପରାମର୍ଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ ଜିଲ୍ଲା ଏଡସ୍ ପ୍ରତିରୋଧ ଓ ନିୟନ୍ତ୍ରଣ କମିଟି ମିଳିତ ଆନୁକୂଲ୍ୟରେ ବିଶ୍ବ ଏଡସ୍ ଦିବସ ପାଳିତ ହୋଇଛି।ଏହି ଅବସରରେ ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀ ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ନେଇ ଏକ ସଚେତନତା ରାଲି…

Continue Readingବିଶ୍ବ ଏଡସ୍ ଦିବସ ପାଳିତ: ଆକ୍ରାନ୍ତଙ୍କୁ ଭେଦଭାବ ନ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପରାମର୍ଶ

ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ: ସୁବାସ ଗଲେ ଅଜିତ ସଭାପତି

ଅନୁଗୁଳ: ରବିବାର ଦିନ ପୂର୍ବାହ୍ନରେ ବାସନ୍ତୀ ଦୁର୍ଗାପୂଜା ପଡିଆ ପରିସରରେ ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ (ଏଡିୟୁଜେ) ଅନୁବନ୍ଧିତ ଓଡିଶା ସାମ୍ବାଦିକ ୟୁନିୟନ (ଓୟୁଜେ)ର ଜିଲ୍ଲା ସ୍ତରୀୟ ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି। ବିରେନ୍ଦ୍ର କୁମାର ପ୍ରଧାନ ନିର୍ବାଚନ ଅଧିକାରୀ ଭାବେ…

Continue Readingଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ: ସୁବାସ ଗଲେ ଅଜିତ ସଭାପତି

ଆଉ ଏକ ସପ୍ତାହ କୋହଲା ପାଗ,ପାଣିପାଗ ବିଭାଗର ସୂଚନା

ଭୁବନେଶ୍ୱର: ବାତ୍ୟା ଫେଙ୍ଗଲର ପ୍ରଭାବରେ ଏବେ ରାଜ୍ୟରେ କୋହଲା ପାଗ ଅନୁଭୂତ ହେଉଛି। ବାତ୍ୟା ଫେଙ୍ଗଲ ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଏହାର ପ୍ରଭାବରେ କୋହଲା ପାଗ ସାଙ୍ଗକୁ ଆହୁରି ଦୁଇ ଦିନ କାଭାଁ ବର୍ଷା ନେଇ ପୂର୍ବାନୁମାନ କରିଛି…

Continue Readingଆଉ ଏକ ସପ୍ତାହ କୋହଲା ପାଗ,ପାଣିପାଗ ବିଭାଗର ସୂଚନା

ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରେ ବିଜେପିର ବୁଥ୍ ସ୍ତରୀୟ ସଭାପତି ନିର୍ବାଚନ ଆୟୋଜିତ, ଏକାଦୁଶିଆ ପ୍ରଧାନଙ୍କୁ ମିଳିଲା ଦାୟିତ୍ୱ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରେ ଆଜି ଠାରୁ ବୁଥସ୍ତରୀୟ ବିଜେପି ସଭାପତି ନିର୍ବାଚନ ଆରମ୍ଭ ହୋଇଛି। ଏହି କ୍ରମରେ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ତଥା କୋଶଳା ମଣ୍ଡଳ ଅନ୍ତର୍ଗତ ତେଣ୍ଟୁଲୋଇ କୋଡାସାହି ପଞ୍ଚାୟତ ସ୍ଥିତ ହାଣ୍ଡିଗୋଡା ତଥା ୬୬…

Continue Readingଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରେ ବିଜେପିର ବୁଥ୍ ସ୍ତରୀୟ ସଭାପତି ନିର୍ବାଚନ ଆୟୋଜିତ, ଏକାଦୁଶିଆ ପ୍ରଧାନଙ୍କୁ ମିଳିଲା ଦାୟିତ୍ୱ

ରାଜ୍ୟରେ ବଢ଼ିଲା ସ୍କୁଲ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଲେ ରାଜ୍ୟ ସରକାର। ପ୍ରଥମରୁ ପଞ୍ଚମ ପିଲାଙ୍କ ପାଇଁ ମଧ୍ୟାହ୍ନ ଖର୍ଚ୍ଚ ୭ଟଙ୍କା ୬୪ ପଇସା କରାଗଲା। ପୂର୍ବରୁ ପ୍ରଥମରୁ ପଞ୍ଚମ ପିଲାଙ୍କ ପାଇଁ ଏହି ଖର୍ଚ୍ଚ ୫ ଟଙ୍କା ୯୦ ପଇସା ଥିଲା।…

Continue Readingରାଜ୍ୟରେ ବଢ଼ିଲା ସ୍କୁଲ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ