ଅଷ୍ଟମ ମର୍ଣ୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍: ମୂଷାପାପୁଲିକୁ ହରାଇ ଟ୍ରଫି ହାତେଇଲା ହିନ୍ଦୋଳ

ଅନୁଗୁଳ: ସ୍ଥାନୀୟ କଦମ ପଡ଼ିଆ ଠାରେ ଅଷ୍ଟମ ମର୍ଣ୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଛି। ଏଥିରେ ତେଜ ୱାରିଅରସ ମୂଷାପାପୁଲି ଅନୁଗୁଳକୁ ହିନ୍ଦୋଳ ଭେଟିଥିଲା। ଟୁର୍ଣ୍ଣାମେଣ୍ଟରେ ୧୦,୫,୫ ଓଭର ବିଶିଷ୍ଟ ତିନୋଟି ଫର୍ମାଟରେ ଖେଳ ହୋଇଥିଲା। ଏହି ତିନୋଟି…

Continue Readingଅଷ୍ଟମ ମର୍ଣ୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍: ମୂଷାପାପୁଲିକୁ ହରାଇ ଟ୍ରଫି ହାତେଇଲା ହିନ୍ଦୋଳ

ସତ୍ୟସାଇଙ୍କ ୯୯ତମ ଜନ୍ମ ଦିବସ ପାଳନ

ଅନୁଗୁଳ: ଅନୁଗୁଳ ହକିମପଡା ସ୍ଥିତ ସତ୍ୟସାଇ ସେବା ସମିତି ଠାରେ ଭଗବାନ ଶ୍ରୀ ସତ୍ୟସାଇଙ୍କ ୯୯ତମ ଜନ୍ମ ଦିବସକୁ ମହାସମାରୋହରେ ପାଳିତ ହୋଇଯାଇଛି। ଏ ଅବସରରେ ଓଁ କାର ମ, ସୁପ୍ରଭାତ, ନଗର ସଂକୀର୍ତ୍ତନ, ଷୋଡ଼ଶ ଉପଚାର ପୂଜା ପ୍ରଶାନ୍ତି ଧ୍ବଜା…

Continue Readingସତ୍ୟସାଇଙ୍କ ୯୯ତମ ଜନ୍ମ ଦିବସ ପାଳନ

ଆସିୟୋର ହସ୍ପିଟାଲ ପକ୍ଷରୁ ମାଗଣ ସାସ୍ଥ୍ୟ ଶିବିର

  ଛେଣ୍ଡିପଦା: ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଯୁଧୁଷ୍ଠିର ପଣିଗ୍ରାହୀ ଓ ଶଶୀ ଦେବୀଙ୍କ ସ୍ମୃତିରେ ଆସିୟୋର ହସ୍ପିଟାଲ ଭୁବନେଶ୍ଵର ପକ୍ଷରୁ ବାଗେଡ଼ିଆ ହାଇସ୍କୁଲ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ହସ୍ପିଟାଲର ଅଧ୍ୟକ୍ଷ ଡ଼. ହାଡ଼ିବନ୍ଧୁ ପଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ…

Continue Readingଆସିୟୋର ହସ୍ପିଟାଲ ପକ୍ଷରୁ ମାଗଣ ସାସ୍ଥ୍ୟ ଶିବିର

ଅନୁଗୁଳ ଗସ୍ତରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଭୋଟର ତାଲିକା ସଂଶୋଧିତ ଅଭିଯାନର କଲେ ଯାଞ୍ଚ

ଅନୁଗୁଳ: ଆଜି ଦିନିକିଆ ଅନୁଗୁଳ ଗସ୍ତରେ ଆସିଛନ୍ତି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ସଚିବ ଶତ୍ରୁଘ୍ନ କର। ଭୋଟର ତାଲିକା ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧିତ ଅଭିଯାନର ପରିପ୍ରେକ୍ଷୀରେ ଶ୍ରୀ କର ଅନୁଗୁଳ ସହର ସମେତ ଜିଲ୍ଲାର ବିଭିନ୍ନ ବୁଥ…

Continue Readingଅନୁଗୁଳ ଗସ୍ତରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଭୋଟର ତାଲିକା ସଂଶୋଧିତ ଅଭିଯାନର କଲେ ଯାଞ୍ଚ

ଜେସିଆଇର ଷଷ୍ଠ ସ୍ଥାପନା ଦିବସ,ମହେଶ ଅଗ୍ରୱାଲ ହେଲେ ନୂତନ ସଭାପତି

ତାଳଚେର: ଜୁନିଅର ଚାମ୍ବର ଇଣ୍ଟର୍ନେସନାଲ (ଜେସିଆଇ) ତାଳଚେର ଶାଖାର ଷଷ୍ଠ ସ୍ଥାପନା ଦିବସ ଶନିବାର ସନ୍ଧ୍ୟାରେ ପାଳିତ ହୋଇ ଯାଇଅଛି। ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ଉତ୍ସବରେ ନୂତନ ସଭାପତି ମହେଶ ଅଗ୍ରୱାଲ ଶପଥ ଗ୍ରହଣ କରିଥିଲେ। ବିଦାୟୀ ସଭାପତି କୁଶଳ…

Continue Readingଜେସିଆଇର ଷଷ୍ଠ ସ୍ଥାପନା ଦିବସ,ମହେଶ ଅଗ୍ରୱାଲ ହେଲେ ନୂତନ ସଭାପତି

ପୃଥକ ଦୁର୍ଘଟଣାରେ ୨ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ଅନୁଗୁଳ ବ୍ଲକ ଶାବଳ ଭଙ୍ଗା ମନ୍ଦିର ସାହି ଛକ ନିକଟରେ ଏକ କାର ସହ ବାଇକର ଦୁର୍ଘଟଣା ହୋଇଛି। ଫଳରେ ବାଇକ୍ ଆରୋହୀ ଜଣକ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୂଚନା ମୁତାବକ, କ୍ରେଟା କାର…

Continue Readingପୃଥକ ଦୁର୍ଘଟଣାରେ ୨ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଏମସିଏଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ଅନୁଗୁଳ: ଆଜି ତାଳଚେର ଧରମପୁର ପଞ୍ଚାୟତର ଧରମପୁର ପ୍ରାଇମେରୀ ସ୍କୁଲ ପରିସରରେ ଲିଙ୍ଗରାଜ ଏମସିଏଲ ସିଏସଆର ପାଣ୍ଠିରୁ ସ୍ଥାନୀୟ ଲୋକଙ୍କ ପାଇଁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେଉଅଛି। ସକାଳ ୯ ଘଟିକା ରୁ ଅପରାହ୍ନ ୪ ଘଟିକା ଚାଲୁ…

Continue Readingଏମସିଏଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ବ୍ରାହ୍ମଣ ସମାଜର ବୈଠକ

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଷୋଳପଦା ଆଞ୍ଚଳିକ ବୈଦିକ ବ୍ରାହ୍ମଣ ସମାଜର ଏକ ବୈଠକ ଠାକୁର ଗଡ଼ ହନୁମାନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ବିଶ୍ୱେଶ୍ୱର ଗଡ଼ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ଅନୁଗୁଳ ବ୍ରାହ୍ମଣ ମହାସଂଘର ସଭାପତି ମୁଖ୍ୟ ଅତିଥି…

Continue Readingବ୍ରାହ୍ମଣ ସମାଜର ବୈଠକ

ସାମାନ୍ୟ ପାଟି ତୁଣ୍ଡରୁ ହତ୍ୟା: ଜନ୍ମ କଲା ମା’କୁ ପିଟି ପିଟି ମାରିଲା ପୁଅ

ଅନୁଗୁଳ: ସାମାନ୍ୟ ପାଟି ତୁଣ୍ଡରୁ ମା'କୁ ହତ୍ୟା। ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ସୁସୁଡା ଗ୍ରାମରେ ଏଭଳି ଛାତିଥରା ଘଟଣା ସାମ୍ନାକୁ ଆସିଛି। ଘଟଣାରେ ଅଭିଯୁକ୍ତ ମାତୃହନ୍ତା ସରୋଜ ନାଏକକୁ ପୋଲିସ ଅଟକ ରଖିଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ କୌଣସି…

Continue Readingସାମାନ୍ୟ ପାଟି ତୁଣ୍ଡରୁ ହତ୍ୟା: ଜନ୍ମ କଲା ମା’କୁ ପିଟି ପିଟି ମାରିଲା ପୁଅ

ସାତକୋଶିଆ ଗଣ୍ଡକୁ ଫେରିଲେ ୧୨ ଘଡ଼ିଆଳ ଶାବକ, ବନ୍ୟା ପାଇଁ ୫ ମାସ ଥିଲେ କୃତ୍ରିମ ପୋଖରୀରେ

ଅନୁଗୁଳ : ଦୀର୍ଘଦିନର ଅପେକ୍ଷାର ଆଜି ଅନ୍ତ ଘଟିଛି। ସାତକୋଶିଆ ଗଣ୍ଡକୁ ବାହୁଡ଼ିଛନ୍ତି ୧୨ ଘଡ଼ିଆଳ ଶାବକ। ଶନିବାର ସକାଳେ ସାତକୋଶିଆ ବନଖଣ୍ଡ ପକ୍ଷରୁ ମହାନଦୀର ସୁନାଖଣିଆ ଘାଟ ଠାରେ ଏହି ଛୁଆଙ୍କୁ ପୁଣି ଥରେ ନଦୀ ଜଳରେ ମୁକ୍ତ କରାଯାଇଛି।…

Continue Readingସାତକୋଶିଆ ଗଣ୍ଡକୁ ଫେରିଲେ ୧୨ ଘଡ଼ିଆଳ ଶାବକ, ବନ୍ୟା ପାଇଁ ୫ ମାସ ଥିଲେ କୃତ୍ରିମ ପୋଖରୀରେ