ବାଇକ ରିଲିଜ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିବା ମାମଲା: ଅବସରପ୍ରାପ୍ତ ଏଏସଆଇଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ
ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନାର ଅବସରପ୍ରାପ୍ତ ଏଏସଆଇ ରବୀନ୍ଦ୍ର କୁମାର ତ୍ରିପାଠୀଙ୍କୁ ଗୁରୁବାର ଅନୁଗୁଳ ଭିଜିଲାନ୍ସ କୋର୍ଟ ୨ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି।ସୂଚନା ମୁତାବକ, ରବୀନ୍ଦ୍ର ଠାକୁରଗଡ ଥାନାରେ ଏଏସଆଇ ଥିବା…



