ତେଲ ଟାଙ୍କିରେ ଶୁଖୁଆ ଚୋରି !!
ଅନୁଗୁଳ: ଚୋରି କରିବା ପାଇଁ ନିଛାଟିଆ ଜାଗା କି ଅନ୍ଧାର ରାତି ଆବଶ୍ୟକ ନାହିଁ।ଚୋରି ଯେକୌଣସି ସମୟରେ ଯେକୌଣସି ସ୍ଥାନରେ ହୋଇ ପାରେ। ଚୋରି ମନବୃତ୍ତି ଥିଲେ ଚୋରି ସମ୍ଭବ ହୋଇଥାଏ। ଆଜି ସନ୍ଧ୍ୟାରେ ରାଜ ହୋଟେଲ ପାଖ ଏକ ତେଲ…
ଅନୁଗୁଳ: ଚୋରି କରିବା ପାଇଁ ନିଛାଟିଆ ଜାଗା କି ଅନ୍ଧାର ରାତି ଆବଶ୍ୟକ ନାହିଁ।ଚୋରି ଯେକୌଣସି ସମୟରେ ଯେକୌଣସି ସ୍ଥାନରେ ହୋଇ ପାରେ। ଚୋରି ମନବୃତ୍ତି ଥିଲେ ଚୋରି ସମ୍ଭବ ହୋଇଥାଏ। ଆଜି ସନ୍ଧ୍ୟାରେ ରାଜ ହୋଟେଲ ପାଖ ଏକ ତେଲ…
ଅନୁଗୁଳ: ଜାଲ୍ ପ୍ରମାଣପତ୍ର ଦେଇ ଶିକ୍ଷକ ଚାକିରି। ପୁଣି ବର୍ଷେ କି ଦୁଇ ବର୍ଷ ନୁହେଁ, ପ୍ରାୟ ୧୦ ବର୍ଷ ହେଲା ଏହି ଜାଲି ଶିକ୍ଷକ ପିଲାଙ୍କୁ ପାଠ ପଢ଼ାଉଥିଲେ। ଆଉ ଏବେ ଧରାପଡ଼ିବା ପରେ ଜେଲ୍ ଯାଇଛନ୍ତି। ଗିରଫ ହୋଇଥିବା…
ଅନୁଗୁଳ: ସ୍ଥାନୀୟ କଦମ ପଡ଼ିଆ ଠାରେ ଅଷ୍ଟମ ମର୍ଣ୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ସେମିଫାଇନାଲ ମ୍ୟାଚ୍ ଆଜି ତେଜ ୱାରିଅରସ ମୂଷାପାପୁଲି ଅନୁଗୁଳ ଓ ମର୍ଣ୍ଣିଂଷ୍ଟାର କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଛି। ତେଜ ୱାରିଅରସ ମୂଷାପାପୁଲି ଟସ୍ ଜିତି ପ୍ରଥମେ…
ଅନୁଗୁଳ: ଆଜି ବଡି ଭୋର ସମୟରେ ଗଡତରାସ୍ ଗାଁର ସୁଧାକର ରାଉତଙ୍କ ଘରେ ଏକ ୬ ଫୁଟ ଲମ୍ବର ଅହିରାଜ ସାପ ପଶି ଯାଇଥିଲା। ଖବର ପାଇ ସର୍ପମିତ୍ର ଆଦିତ୍ୟ ବେହେରା ଏବଂ ସବର୍ଣି ରାଉତ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ…
ତାଳଚେର: ଅନୁଗୁଳ ଜିଲ୍ଲା ତାକଚେର ଶିଳ୍ପାଞ୍ଚଳରେ ବଢି ଚାଲିଛି ବିସ୍ଥାପିତଙ୍କ ସମସ୍ୟା। ଜଳବାୟୁ ପ୍ରଦ୍ୟୁଷଣ, ଶିକ୍ଷା,ଗମନାଗମନ ପରି ମୌଳିକ ଅଧିକାରକୁ ଛଡଇ ନେଇଛନ୍ତି କୋଇଲା ଖଣି ଓ ଏଠାରେ ଥିବା ରାଷ୍ଟ୍ରାୟତ ଉଦ୍ୟୋଗ କମ୍ପାନୀ।ସେଥିପାଇଁ ଏଠାକାର ଅଞ୍ଚଳ ବାସୀ ବଞ୍ଚିବା କଷ୍ଟକର…
ଅନୁଗୁଳ: ନବ ଗଠିତ ନବ ମାଳତୀ ସ୍ମୃତି କମିଟି ପକ୍ଷରୁ ଆଜି ସଭଘର ପରିସରରେ ଥିବା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସନ୍ଥ ରାଜନୀତିଜ୍ଞ ନବକୃଷ୍ଣ ଚୌଧୁରୀଙ୍କ ୧୨୩ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ସମାରୋହରେ ସ୍ଵେଚ୍ଛାସେବୀ ଆଦ୍ୟଶ୍ଲୋକ ମିଶ୍ର,…
ଅନୁଗୁଳ: ସ୍ଥାନୀୟ ସର୍କିଟ ହାଉସ ଠାରେ ବନବିଭାଗ ଓ ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ନେଇ ହାତୀ ମଣିଷ ଲଢ଼େଇର ଅବସାନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏ ଅବସରରେ ଦୀର୍ଘ ବର୍ଷ ଧରି ଅନୁଗୁଳ ବନଖଣ୍ଡ ଅଧୀନରେ ଥିବା ବନାଞ୍ଚଳ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଓସିପି ପକ୍ଷରୁ ବିଜିଗୋଳ କଳ୍ପତରୁ ମା’ ଭୈରବୀ ଆଶ୍ରମରେ ଗୁରୁବାର ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ କଣିହାଁ କ୍ଷେତ୍ର ମହାପ୍ରବନ୍ଧକ ନରେଶ ସିଂ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ।…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅବକାରୀ ବିଭାଗକୁ ବଡ଼ ସଫଳତା। ଆଠମଲ୍ଲିକ ଅଞ୍ଚଳରୁ ପାଖାପାଖି ୮୪.୮ କେଜି ଗଞ୍ଜେଇ ଜବତ କରିବା ସହ ଚାଲାଣରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୯ ଲକ୍ଷ ଟଙ୍କା ହେବ।…
ଅନୁଗୁଳ: ଅନୁଗୁଳ ନୂଆଁସାହି ଗ୍ରାମର ପୂର୍ବତନ ସେନା କର୍ମଚାରୀ ବିଜୟ କୁମାର ତ୍ରିପାଠୀ(୭୨)ଙ୍କର ଶୁକ୍ରବାର ହୃଦଘାତରେ ପରଲୋକ ଘଟିଛି। ସେ ସକାଳ ନିତ୍ୟକର୍ମ ସାରି ଘରେ ବସିଥିବା ବେଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଅଚେତ ହୋଇ ପଡ଼ିଥିଲେ।…