ବାରମ୍ବାର ସରକାରୀ କର୍ମଚାରୀଙ୍କୁ ଆକ୍ରମଣକୁ କୋଲ ମାଇନ୍ସ ଅଫିସର ଆସୋସିଏସନର ନିନ୍ଦା, କଠୋର କାର୍ଯ୍ୟାନୁଷ୍ଠାନ ଦାବି

ଅନୁଗୁଳ: ଏମସିଲ, ଲଖନପୁର ଏରିଆର ବରିଷ୍ଠ ମହା ପ୍ରବନ୍ଧକ ସଞ୍ଜୟ ଝାଙ୍କୁ ଗତ ଜୁଲାଇ ୨୫ ତାରିଖରେ ନିଜ ଅଫିସ ଭିତରେ ପାର୍ବତୀ ବେହେରା ନାମଧାରୀ ମହିଳା ବ୍ୟକ୍ତିଗତ ଆକ୍ରମଣ ତଥା ଅସଭ୍ୟ ବ୍ୟବହାରକୁ କୋଲ ମାଇନ୍ସ ଅଫିସର ଆସୋସିଏସନ,ଏମସିଲ ଶାଖା…

Continue Readingବାରମ୍ବାର ସରକାରୀ କର୍ମଚାରୀଙ୍କୁ ଆକ୍ରମଣକୁ କୋଲ ମାଇନ୍ସ ଅଫିସର ଆସୋସିଏସନର ନିନ୍ଦା, କଠୋର କାର୍ଯ୍ୟାନୁଷ୍ଠାନ ଦାବି

ଜେଏସପି ପକ୍ଷରୁ ୨୫ ତମ କାର୍ଗିଲ ବିଜୟ ଦିବସ ପାଳିତ, ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଅନୁଗୁଳ: ଅନୁଗୁଳ ଜିନ୍ଦଲ ଷ୍ଟିଲ ଏବଂ ପାୱାର(ଜେଏସପି)ରେ ୨୫ ତମ କାର୍ଗିଲ ବିଜୟ ଦିବସ ପାଳିତ ହୋଇଛି। ଏ ଅବସରରେ କାର୍ଗିଲ ଯୁଦ୍ଧର ହିରୋମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦାମୋଦର ମିତ୍ତଲଙ୍କ ନେତୃତ୍ୱରେ ପତାକା ଉତ୍ତୋଳନ ସମାରୋହରୁ କାର୍ଯ୍ୟକ୍ରମ…

Continue Readingଜେଏସପି ପକ୍ଷରୁ ୨୫ ତମ କାର୍ଗିଲ ବିଜୟ ଦିବସ ପାଳିତ, ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଚାଲାଣ ବେଳେ ୧୦ କେଜିରୁ ଊର୍ଦ୍ଧ୍ବ ଚୋରା ଗଞ୍ଜେଇ ଜବତ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ପୋଲିସକୁ ବଡ଼ ସଫଳତା। ଚୋରାଚାଲାଣ ହେଉଥିବା ୧୦. ୧୩୦କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଯୁବକ ଗିରଫ। ସୂଚନା ମୁତାବକ, ଶୁକ୍ରବାର ଦିନ ୧୧. ୩୦ରେ ଏକ ଅଟୋ ( ଓଡି ୧୯ଆର ୪୬୮୭) ରେ ଚୋରା…

Continue Readingଚାଲାଣ ବେଳେ ୧୦ କେଜିରୁ ଊର୍ଦ୍ଧ୍ବ ଚୋରା ଗଞ୍ଜେଇ ଜବତ, ଜଣେ ଗିରଫ

ସେବା କାର୍ଯ୍ୟ ନିମନ୍ତେ ଛାତ୍ର ବିଶ୍ୱଜିତ ମହାନ୍ତି ସମ୍ବର୍ଦ୍ଧିତ, ରଥ ଚକ ପାଖରୁ ଜଣେ ମହିଳାଙ୍କୁ କରିଥିଲେ ଉଦ୍ଧାର

ତାଳଚେର: ଆଜି କାରଗିଲ ବିଜୟ ଦିବସ ପାଳନ ଅବସରରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀ ତାଳଚେର ଥର୍ମାଲ ଡିଏଭି ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ର ବିଶ୍ୱଜିତ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସୂଚନା ମୁତାବକ, ବିଶ୍ୱଜିତ ତାଳଚେରସ୍ଥିତ ଶାରୀରିକ…

Continue Readingସେବା କାର୍ଯ୍ୟ ନିମନ୍ତେ ଛାତ୍ର ବିଶ୍ୱଜିତ ମହାନ୍ତି ସମ୍ବର୍ଦ୍ଧିତ, ରଥ ଚକ ପାଖରୁ ଜଣେ ମହିଳାଙ୍କୁ କରିଥିଲେ ଉଦ୍ଧାର

କାରଗିଲ ବିଜୟ ଦିବସର ୨୫ ବର୍ଷ ପୂର୍ତ୍ତି: ଅନୁଗୁଳ ଡିଫେନ୍ସ ଭେଟେରାନସ୍‌ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

ଅନୁଗୁଳ: ଆଜି କାରଗିଲ ବିଜୟ ଦିବସର ୨୫ ବର୍ଷ ପୂର୍ତ୍ତି ଅବସରରେ ଅନୁଗୁଳରେ ଡିଫେନ୍ସ ଭେଟେରାନସ୍‌ ଏବଂ ସହିଦ ମାନସ ରଞ୍ଜନ ସ୍ମୃତି ପରିଷଦ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସକାଳବେଳା ସେବାନିବୃତ‌ ସୈନିକ ଏବଂ ସ୍ମୃତି ପରିଷଦର ସଦସ୍ୟ…

Continue Readingକାରଗିଲ ବିଜୟ ଦିବସର ୨୫ ବର୍ଷ ପୂର୍ତ୍ତି: ଅନୁଗୁଳ ଡିଫେନ୍ସ ଭେଟେରାନସ୍‌ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

ଡାକ ବିଭାଗର ମହିଳା କର୍ମଚାରୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଅନୁଗୁଳ: ସ୍ଥାନୀୟ ନାଲକୋ କଲୋନୀରେ ଡାକ ବିଭାଗରେ କାମ କରୁଥିବା ଜଣେ ମହିଳା କର୍ମଚାରୀ ଆତ୍ମହତ୍ୟା କରିଛନ୍ତି। ମହିଳା କର୍ମଚାରୀ ହେଲେ ପାର୍ବତୀ ଟୁଡ଼ୁ (୩୦)। ସୂଚନା ମୁତାବକ, ନାଲକୋ ନଗର କଲୋନୀ ପରିସରସ୍ଥିତ ଟିଏ କ୍ୱାର୍ଟର ନମ୍ୱର ୫ରେ ନାଲକୋ…

Continue Readingଡାକ ବିଭାଗର ମହିଳା କର୍ମଚାରୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଜିଲ୍ଲାପାଳଙ୍କୁ ଦୁଃଖ ବଖାଣିଲେ ଛେଣ୍ଡିପଦା ଟ୍ରକ ମାଲିକ ସଙ୍ଘ, ଦାବି ପୂରଣ ନ ହେଲେ କରିବେ ଅର୍ଥନୈତିକ ଅବରୋଧ

ଛେଣ୍ଡିପଦା: ଛେଣ୍ଡିପଦା ଟ୍ରକ ମାଲିକମାନେ ଦୀର୍ଘ ୬ ମାସ ହେବ ଟ୍ରକ୍ ଗୁଡ଼ିକୁ ବ୍ଲକରେ ଚାଲୁଥିବା ଦୁଇଟି ଖଣିରେ ଲୋଡିଙ୍ଗ ଦେବାକୁ ଦାବି କରି ଆସୁଥିଲେ ମଧ୍ୟ କେହି ତାଙ୍କ କଥା ଶୁଣୁ ନାହାନ୍ତି। ଏଣୁ ଟ୍ରକ୍ ମାଲିକ ମାନେ ଜିଲ୍ଲା…

Continue Readingଜିଲ୍ଲାପାଳଙ୍କୁ ଦୁଃଖ ବଖାଣିଲେ ଛେଣ୍ଡିପଦା ଟ୍ରକ ମାଲିକ ସଙ୍ଘ, ଦାବି ପୂରଣ ନ ହେଲେ କରିବେ ଅର୍ଥନୈତିକ ଅବରୋଧ

ପଇଁଚକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୫ ତମ ପ୍ରତିଷ୍ଠା ଉତ୍ସବ ପାଳିତ, ଜମି ଦାନ କରିଥିବା ବ୍ୟକ୍ତିତ୍ୱଙ୍କୁ କରାଗଲା ସମ୍ମାନିତ

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଅଏଡ଼ା ପଞ୍ଚାୟତ ବିନିକେୟୀ ବିହାର ସ୍ଥିତ ପଇଁଚକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୫ ତମ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି। ପରିଚାଳନା କମିଟି ସଭାପତି ଚିତ୍ତରଞ୍ଜନ କର୍ଣ୍ଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ…

Continue Readingପଇଁଚକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୫ ତମ ପ୍ରତିଷ୍ଠା ଉତ୍ସବ ପାଳିତ, ଜମି ଦାନ କରିଥିବା ବ୍ୟକ୍ତିତ୍ୱଙ୍କୁ କରାଗଲା ସମ୍ମାନିତ

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଙ୍କ ଦାଦାଗିରି, ଡେଲିଭରି ଦେବାକୁ ଯାଇଥିବା ଯୁବକଙ୍କୁ କଲେ ମରଣାନ୍ତକ ଆକ୍ରମଣ

ଅନୁଗୁଳ: ଡେଲିଭରି ବୟଙ୍କୁ ଆକ୍ରମଣ। ଅନୁଗୁଳ ସହର ଗାନ୍ଧୀ ମାର୍ଗ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଗୁରୁବାର ସନ୍ଧ୍ୟାରେ ଏଭଳି ଘଟଣା ଘଟିଛି। ଏଠାରେ ଡେଲିଭରି କରିବା ପାଇଁ ଯାଉଥିବା ଜଣେ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ନେଇ ସେ…

Continue Readingସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଙ୍କ ଦାଦାଗିରି, ଡେଲିଭରି ଦେବାକୁ ଯାଇଥିବା ଯୁବକଙ୍କୁ କଲେ ମରଣାନ୍ତକ ଆକ୍ରମଣ
Read more about the article ଜମି ପଟ୍ଟା କରାଇ ଦେବା ପାଇଁ ଲାଞ୍ଚ କାରବାର ଘଟଣା: ଛେଣ୍ଡିପଦା ତହସିଲର ୨ ପୂର୍ବତନ କିରାଣୀଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ
Law Judge Gavel And Legality Symbol

ଜମି ପଟ୍ଟା କରାଇ ଦେବା ପାଇଁ ଲାଞ୍ଚ କାରବାର ଘଟଣା: ଛେଣ୍ଡିପଦା ତହସିଲର ୨ ପୂର୍ବତନ କିରାଣୀଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ

ଅନୁଗୁଳ: ମ୍ୟୁଟେସନ କେସରେ ଜମି ବାଡ଼ି ପଟ୍ଟା କରାଇଦେବା ପାଇଁ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଅନୁଗୁଳ ଛେଣ୍ଡିପଦା ତହସିଲର ଦୁଇ ଜଣ ପୂର୍ବତନ କିରାଣୀଙ୍କୁ ଆଜି ଦୁଇ ବର୍ଷ ଦଣ୍ଡାଦେଶ ହୋଇଛି। ଭିଜିଲାନ୍ସ କୋର୍ଟ ଆଜି…

Continue Readingଜମି ପଟ୍ଟା କରାଇ ଦେବା ପାଇଁ ଲାଞ୍ଚ କାରବାର ଘଟଣା: ଛେଣ୍ଡିପଦା ତହସିଲର ୨ ପୂର୍ବତନ କିରାଣୀଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ