ଅନୁଗୁଳରେ ପ୍ରତିଷ୍ଠା ହେବ ଆଇଆଇଏମର ସେଣ୍ଟର ଅଫ୍ ଏକ୍ସଲାନ୍ସ, ଜିଲ୍ଲା ପରିଦର୍ଶନ କଲେ କେନ୍ଦ୍ରୀୟ ଟିମ୍

ଅନୁଗୁଳ: ଅନୁଗୁଳରେ ପ୍ରତିଷ୍ଠା ହେବ ଆଇଆଇଏମର ସେଣ୍ଟର ଅଫ୍ ଏକ୍ସଲାନ୍ସ। ଏ ନେଇ ଏକ କେନ୍ଦ୍ରୀୟ ଦଳ ଶୁକ୍ରବାର ଅନୁଗୁଳ ଜିଲ୍ଲା ପରିଦର୍ଶନ କରିଛନ୍ତି। କେନ୍ଦ୍ର ଉଚ୍ଚ ଶିକ୍ଷା ବିଭାଗର ଯୁଗ୍ମ ସଚିବଙ୍କ ଅଧ୍ୟକ୍ଷତାରେ ଆସିଥିବା ଏହି କେନ୍ଦ୍ରୀୟ ଦଳର ସଦସ୍ୟମାନେ…

Continue Readingଅନୁଗୁଳରେ ପ୍ରତିଷ୍ଠା ହେବ ଆଇଆଇଏମର ସେଣ୍ଟର ଅଫ୍ ଏକ୍ସଲାନ୍ସ, ଜିଲ୍ଲା ପରିଦର୍ଶନ କଲେ କେନ୍ଦ୍ରୀୟ ଟିମ୍

ସୁଧ ଟଙ୍କା ଫେରାଇ ନ ପାରିବାରୁ ଯୁବକଙ୍କୁ ଘରେ ବାନ୍ଧି ମରଣାନ୍ତକ ଆକ୍ରମଣ, ୨ ଜଣଙ୍କୁ କୋର୍ଟଚାଲାଣ କଲା ବଅଁରପାଳ ପୋଲିସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତଳମୂଳ ପଞ୍ଚାୟତର ଜଣେ ଯୁବକଙ୍କୁ ଘର ଭିତରେ ବାନ୍ଧି ଆକ୍ରମଣ କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ବଅଁରପାଳ ପୋଲିସ। ଆକ୍ରମଣ ଶିକାର ହୋଇଥିବା ଯୁବକ ହେଲେ ବାବୁଲି ବେହେରାଙ୍କ ପୁଅ ରାହୁଲ…

Continue Readingସୁଧ ଟଙ୍କା ଫେରାଇ ନ ପାରିବାରୁ ଯୁବକଙ୍କୁ ଘରେ ବାନ୍ଧି ମରଣାନ୍ତକ ଆକ୍ରମଣ, ୨ ଜଣଙ୍କୁ କୋର୍ଟଚାଲାଣ କଲା ବଅଁରପାଳ ପୋଲିସ

ଭରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟିହେଲା ଅଟୋ, ଜଣେ ଗୁରୁତର

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡା ଥାନା ପୁଟଗାଡ଼ିଆ ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ଏକ ଅଟୋ ବିଦ୍ୟୁତ ଖୁଣ୍ଟରେ ବାଡେଇ ହୋଇ ଚାଳକ ଗୁରରୁତର ଆହତ ହୋଇଛନ୍ତି। ସୂଚନା ଯେ, କୋରଡ଼ା ଗାଁର ଭୋଲେଶ୍ଵର ସାହୁ ନିଜ ଯାତ୍ରୀବାହି ଅଟୋରେ…

Continue Readingଭରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟିହେଲା ଅଟୋ, ଜଣେ ଗୁରୁତର

ବିଶାଳ ୧୦୮ ହନୁମାନ ଚାଳିଶା ଯଜ୍ଞ, ଶନିବାର ହେବ ସାମୂହିକ ୧୦୮ ହନୁମାନ ଚାଳିଶା ପାଠ

ଅନୁଗୁଳ : ଶ୍ରୀ ହନୁମାନ ଭକ୍ତ ମଣ୍ଡଳୀ ପକ୍ଷରୁ ବିଶାଳ ୧୦୮ ହନୁମାନ ଚାଳିଶା ପାଠ ଓ ଶକ୍ତି ଆବାହକ ଘୃତ ଯଜ୍ଞ ସ୍ଥାନୀୟ ବାସନ୍ତୀ ଦୁର୍ଗାପୂଜା ପଡ଼ିଆରେ ଚାଲିଛି। ଆଜି ପୂର୍ବାହ୍ନରେ ସହସ୍ର କୁମ୍ଭ ସ୍ଥାପନ ସହିତ ଘୃତ ଯଜ୍ଞରେ…

Continue Readingବିଶାଳ ୧୦୮ ହନୁମାନ ଚାଳିଶା ଯଜ୍ଞ, ଶନିବାର ହେବ ସାମୂହିକ ୧୦୮ ହନୁମାନ ଚାଳିଶା ପାଠ

ଟିପିସିଓଡିଏଲର ବୈମାତୃକ ବ୍ୟବହାରକୁ ବିରୋଧ: ଆନ୍ଦୋଳନରେ ପୂର୍ବତନ ସେସୁ କର୍ମଚାରୀ

ଅନୁଗୁଳ: ନିୟମକୁ ଅଣଦେଖା କରି ପୂର୍ବତନ ସେସୁ କର୍ମଚାରୀଙ୍କ ପ୍ରତି ବୈମାତୃକ ବ୍ୟବହାର ଏବଂ ବଳପୂର୍ବକ କଣ୍ଠରୋଧ ବିରୋଧରେ ଆଜି ଅନୁଗୁଳ ସମେତ ଟିପିସିଓଡିଏଲର ସମସ୍ତ ପାଞ୍ଚଟି ଇଲେକ୍ଟ୍ରିକାଲ ସର୍କଲ ଠାରେ ପୂର୍ବ ସେସ୍କୋ ଇଂଜିନିୟର ସର୍ଭିସ ଆସୋସିଏସନ, ଓଡ଼ିଶା ଇଲେକ୍ଟ୍ରିକାଲ…

Continue Readingଟିପିସିଓଡିଏଲର ବୈମାତୃକ ବ୍ୟବହାରକୁ ବିରୋଧ: ଆନ୍ଦୋଳନରେ ପୂର୍ବତନ ସେସୁ କର୍ମଚାରୀ

ବଦଳିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଡିଜାଇନ୍‌ : ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ପୁରୀ: ବଦଳିବ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପରିକ୍ରମା ପ୍ରକଳ୍ପ ଡିଜାଇନ୍। ପୁରୁଣା ସହ କିଛି ନୂଆ ଡିଜାଇନ ପ୍ରସ୍ତୁତ କରାଯାଇ ତାହାର ରୂପରେଖ ପ୍ରସ୍ତୁତ ହେବ। ଏହା ଲୋକଙ୍କ ଧର୍ମୀୟ ଭାବନା ସହ ଜଡିତ ଥିବାରୁ ବିଚାରବିମର୍ଶ ଚାଲିଛି। ଖୁବଶୀଘ୍ର କୃତ…

Continue Readingବଦଳିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଡିଜାଇନ୍‌ : ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ଜିନ୍ଦଲ ଫାଉଣ୍ଡେସନ ଦ୍ୱାରା ପାଲଲହଡ଼ାରେ ‘କିଶୋରୀ ଏକ୍ସପ୍ରେସ’ ଲୋକାର୍ପିତ

ଅନୁଗୁଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଭିନ୍ନ ଅଙ୍ଗ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ୧୮ ତାରିଖରେ ଅନୁଗୁଳ ଜିଲ୍ଳା ପାଲଲହଡ଼ାରେ ଏହାର ଲୋକାଭିମୂଖୀ ପ୍ରକଳ୍ପ ‘କିଶୋରୀ ଏକ୍ସପ୍ରେସ’ର ଶୁଭାରମ୍ଭ କରାଯାଇଛି । କିଶୋରୀମାନଙ୍କ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ସମ୍ବଦ୍ଧୀୟ ସମସ୍ୟାର ସମାଧାନ…

Continue Readingଜିନ୍ଦଲ ଫାଉଣ୍ଡେସନ ଦ୍ୱାରା ପାଲଲହଡ଼ାରେ ‘କିଶୋରୀ ଏକ୍ସପ୍ରେସ’ ଲୋକାର୍ପିତ

ଗୋପୀନାଥପୁର ସ୍କୁଲର ବାର୍ଷିକ କ୍ରୀଡା

ଅନୁଗୁଳ: ଅନୁଗୁଳ ବ୍ଲକ୍ ଗୋପିନାଥପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ତିନି ଦିବସୀୟ ଏହି ପ୍ରତିଯୋଗିତାର ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ ଭେଟେରାନ…

Continue Readingଗୋପୀନାଥପୁର ସ୍କୁଲର ବାର୍ଷିକ କ୍ରୀଡା

ମରଣଯନ୍ତା ପାଲଟିଛି ୫୫ ନମ୍ବର ଜାତୀୟ ରାଜପଥ, ଦୁଇ ଦିନରେ ଦୁଇଟି ଦୁର୍ଘଟଣାରେ ଗଡ଼ିଲା ୩ ମୁଣ୍ଡ

ଅନୁଗୁଳ: ମରଣଯନ୍ତା ପାଲଟିଛି ୫୫ ନମ୍ବର ଜାତୀୟ ରାଜପଥ। ଦୁଇ ଦିନରେ ଦୁଇଟି ଦୁର୍ଘଟଣାରେ ଗଡ଼ିଛି ୩ଟି ମୁଣ୍ଡ। ଗୁରୁବାର ଅନୁଗୁଳ ଜିଲ୍ଲା ନୂଆହତା ଠାରେ ବାଇକ ଉପରେ ଏକ ଟ୍ରକ ଚଢ଼ିଯିବା ଫଳରେ ମା' ଓ ପୁଅଙ୍କ ମୃତ୍ୟୁ ଘଟିଥିବା…

Continue Readingମରଣଯନ୍ତା ପାଲଟିଛି ୫୫ ନମ୍ବର ଜାତୀୟ ରାଜପଥ, ଦୁଇ ଦିନରେ ଦୁଇଟି ଦୁର୍ଘଟଣାରେ ଗଡ଼ିଲା ୩ ମୁଣ୍ଡ

ସୁନା ଚେନ ଲୁଟେରା ଗ୍ୟାଙ୍ଗ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅଞ୍ଚାଳରୁ ସୁନା ଚେନ ଲୁଟ କରୁଥିବା ଲୁଟେରା ଗ୍ୟାଙ୍ଗ ଓ ଜଣେ କ୍ରେତା ସମେତ ୫ ଜଣଙ୍କୁ ଗିରଫ କରିଛି ପୋଲିସ। ସମାନଙ୍କ ନିକଟରୁ ସୁନା ଚେନ, ଗୋଟିଏ ମୋଟର ସାଇକେଲ ଜବତ କରିଛି ।…

Continue Readingସୁନା ଚେନ ଲୁଟେରା ଗ୍ୟାଙ୍ଗ ଗିରଫ