ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ( ଏଡିୟୁଜେ ) ପକ୍ଷରୁ ଗରିବ ଅସହାୟଙ୍କୁ କମ୍ବଳ ବଣ୍ଟନ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ସର୍ବ ପୁରାତନ ସାମ୍ବାଦିକ ସଂଘ ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ (ଏଡିୟୁଜେ) ପକ୍ଷରୁ ଗରିବ ଅସହାୟଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ସଭାପତି ଅଜିତ କୁମାର ଧରଙ୍କ ସହଯୋଗରେ ସମସ୍ତ କର୍ମକର୍ତ୍ତା ମିଶି ଆଜି ମା' ବୁଢ଼ୀ ଠାକୁରାଣୀ…

Continue Readingଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ( ଏଡିୟୁଜେ ) ପକ୍ଷରୁ ଗରିବ ଅସହାୟଙ୍କୁ କମ୍ବଳ ବଣ୍ଟନ

ଜରପଡାରେ ହେବ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଖୁବ ଶୀଘ୍ର ଜରପଡା ଠାରେ ଏକ ବହୁମୁଖି ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ଖୋଲିବାକୁ ଯାଉଛି। ଓରମାସ ଅନୁଗୁଳର ସହାୟତାରେ ଏହି ୟୁନିଟ ଟି ତିଆରି କରାଯାଉଛି। ଗତ ଜୁଲାଇ ମାସରେ ଜରପଡା ଓ ଛେଣ୍ଡିପଦା ଅଞ୍ଚଳର ମହିଳା…

Continue Readingଜରପଡାରେ ହେବ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ

ବାଇକକୁ ଧକ୍କା ଦେଲା ଟ୍ରକ: ଘଟଣାସ୍ଥଳରେ ମା’-ପୁଅଙ୍କ ମୃତ୍ୟୁ, ବାପା ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ନୂଆହତା ଓଭର ବ୍ରିଜ ଅଣ୍ଡର ପାସରେ ଟ୍ରକ ଧକ୍କାରେ ବାଇକ ଆରୋହୀ ମା'- ପୁଅଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବାପା ଗୁରୁତର ଆହତ ହୋଇଛନ୍ତି। ମୃତ…

Continue Readingବାଇକକୁ ଧକ୍କା ଦେଲା ଟ୍ରକ: ଘଟଣାସ୍ଥଳରେ ମା’-ପୁଅଙ୍କ ମୃତ୍ୟୁ, ବାପା ଗୁରୁତର

୨୦ ଗୁଣ ଅଧିକ ଭଡ଼ାରେ ଲାଗିଛି ପୌର ଦୋକାନ ଗୃହ: ରହିଛି ବହୁ ପ୍ରଭାବଶାଳୀଙ୍କ ଘର

ଅନୁଗୁଳ: ଅନୁଗୁଳ ପୌରପାଳିକାର ଆୟର ବିଭିନ୍ନ ଉତ୍ସ ମଧ୍ୟରେ ଦୋକାନ ଘର ଭଡ଼ା ଅନ୍ୟତମ। ଅନୁଗୁଳ ପୌରପାଳିକା ଅଧୀନରେ ଥିବା ହଜାରରୁ ଅଧିକ ଦୋକାନ ଘର ମଧ୍ୟରୁ ପ୍ରାୟ ପଚାଶ ପ୍ରତିଶତ ଘର ଭଡ଼ାରେ ଲାଗିଛି। କିଛି ବର୍ଷ ତଳେ ଦୋକାନ…

Continue Reading୨୦ ଗୁଣ ଅଧିକ ଭଡ଼ାରେ ଲାଗିଛି ପୌର ଦୋକାନ ଗୃହ: ରହିଛି ବହୁ ପ୍ରଭାବଶାଳୀଙ୍କ ଘର

୨୦୨୯ରେ ପ୍ରଧାନମନ୍ତ୍ରୀ ଚେହେରା ବଦଳାଇପାରେ ବିଜେପି, ମୋଦିଙ୍କୁ ରିପ୍ଲେସ କରିପାରନ୍ତି ଫଡନାବିସ୍

ଭୁବନେଶ୍ୱର: ନୂଆ ମୁହଁ ଖୋଜୁଛି ବିଜେପି। ଦଳରେ ନେତୃତ୍ବ ନେବା ଭଳି ଜଣେ ନେତାଙ୍କୁ ଏବେ ଭାରତୀୟ ଜନତା ପାର୍ଟ ସନ୍ଧାନ କରୁଛି। ୨୦୨୯ରେ ବିଜେପିର ପ୍ରଧାନମନ୍ତ୍ରୀ ଚେହେରା ନରେନ୍ଦ୍ର ମୋଦି ନା ଆଉ କିଏ ହେବେ, ସେ ନେଇ ଏବେଠୁ…

Continue Reading୨୦୨୯ରେ ପ୍ରଧାନମନ୍ତ୍ରୀ ଚେହେରା ବଦଳାଇପାରେ ବିଜେପି, ମୋଦିଙ୍କୁ ରିପ୍ଲେସ କରିପାରନ୍ତି ଫଡନାବିସ୍

ଆହତ ମାଙ୍କଡର ଚିକିତ୍ସା କରାଇଲେ ଜଙ୍ଗଲ କର୍ମଚାରୀ

ଅନୁଗୁଳ: ଗତ କାଲି ଅପରାହ୍ନ ପ୍ରାୟ ଅଢେ଼ଇଟା ସମୟରେ ତାଳଚେର ଜଙ୍ଗଲ ବିଭାଗର କର୍ମଚାରୀ ମାନଙ୍କୁ ଖବର ମିଳିଲା କି ରାଣୀ ପାର୍କ ଆଦର୍ଶ ସ୍କୁଲ ନିକଟରେ ଡିଆଁ ଡିଇଁ କରୁଥିବାବେଳେ ଗୋଟିଏ ମାଙ୍କଡ ବିଦ୍ୟୁତ୍ ତାର ସସ୍ପର୍ଶରେ ଆସି ଆହତ…

Continue Readingଆହତ ମାଙ୍କଡର ଚିକିତ୍ସା କରାଇଲେ ଜଙ୍ଗଲ କର୍ମଚାରୀ

ମିକ୍ସଚର କମ୍ପାନୀରେ ଅନୁଗୁଳ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢ଼ଉ, ୪ ହଜାର ୫ ଶହ ଟଙ୍କା ଜରିମାନା ଆଦାୟ

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ମାଳତି ବିହାର ଠାରେ ଥିବା ମିକ୍ସଚର କମ୍ପାନୀରେ ବୁଧବାର ଦିନ ଦ୍ବିପ୍ରହରରେ ଅନୁଗୁଳ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ବ୍ୟବସାୟୀଙ୍କ ଠାରୁ ୪ ହଜାର ୫ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି।…

Continue Readingମିକ୍ସଚର କମ୍ପାନୀରେ ଅନୁଗୁଳ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢ଼ଉ, ୪ ହଜାର ୫ ଶହ ଟଙ୍କା ଜରିମାନା ଆଦାୟ

ଗହଣା କିଣିବା ବାହାନାରେ ସୁନା ଦୋକାନରୁ ଲୁଟ୍, ଡ୍ର’ରେ ହାତ ପୂରାଇ ନେଇଗଲେ ୯୯ ଗ୍ରାମ ସୁନା ଅଳଙ୍କାର

ଅନୁଗୁଳ: ଗହଣା କିଣିବା ବାହାନାରେ ସୁନା ଦୋକାନରୁ ଲୁଟ। ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ରେଙ୍ଗାଳି ପ୍ରୋଜେକ୍ଟ ଲକ୍ଷ୍ମୀବଜାରରେ ଥିବା ଶୁଭଲକ୍ଷ୍ମୀ ଜୁଏଲର୍ସରୁ ଆଜି ମଧ୍ୟାହ୍ନ ସମୟରେ ୯୯ ଗ୍ରାମର ସୁନା ଗହଣା ଲୁଟ ହୋଇଥିବା ନେଇ ଥାନାରେ ଅଭିଯୋଗ…

Continue Readingଗହଣା କିଣିବା ବାହାନାରେ ସୁନା ଦୋକାନରୁ ଲୁଟ୍, ଡ୍ର’ରେ ହାତ ପୂରାଇ ନେଇଗଲେ ୯୯ ଗ୍ରାମ ସୁନା ଅଳଙ୍କାର

ଦ୍ବାଦଶ ସାତକୋଶିଆ ମହୋତ୍ସବ ଉଦଯାପିତ

ଅନୁଗୁଳ: ସ୍ଥାନୀୟ ସଭାଘରେ ଆୟୋଜିତ ଦୁଇ ଦିନିଆ ସାତକୋଶିଆ ମହୋତ୍ସବ ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ। ନିଜ ଅଭିଭାଷଣରେ ସେ ଓଡ଼ିଶାର କଳା ସଂସ୍କୃତି କାଳଜୟୀ…

Continue Readingଦ୍ବାଦଶ ସାତକୋଶିଆ ମହୋତ୍ସବ ଉଦଯାପିତ

ଭାଲୁ ଆକ୍ରମଣରେ ମହିଳା ଗୁରୁତର

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଡ଼ଙ୍ଗାପାଳ ଗାଁରେ ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ମହିଳା ଜଣଙ୍କ ହେଲେ ଡ଼ଙ୍ଗାପାଳ ଗାଁର ବାନା ସେଠୀଙ୍କ ସ୍ତ୍ରୀ କାଞ୍ଚନ ସେଠୀ। ସୂଚନା ଯୋଗ୍ୟ ଯେ, କାଞ୍ଚନ ସେଠୀ ଆଜି…

Continue Readingଭାଲୁ ଆକ୍ରମଣରେ ମହିଳା ଗୁରୁତର