ଅନୁଗୁଳ ବନ ବିଭାଗକୁ ବଡ଼ ସଫଳତା: ବାଘ ଛାଲ ଜବତ, ୨ ବ୍ୟବସାୟୀ ଗିରଫ

  ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବନ ବିଭାଗକୁ ବଡ଼ ସଫଳତା। ସ୍ଥାନୀୟ ଛେଣ୍ଡିପଦା ବନାଞ୍ଚଳ ଫୁଲଝରୀ ନିକଟରେ ବାଘ ଛାଲ ବିକ୍ରି ସମୟରେ ବନ ବିଭାଗ ଚଢ଼ଉ କରି ବାଘ ଛାଲ ଜବତ ସହ ୨ ବ୍ୟବସାୟୀଙ୍କୁ ଗିରଫ କରିଛି। ଗିରଫ…

Continue Readingଅନୁଗୁଳ ବନ ବିଭାଗକୁ ବଡ଼ ସଫଳତା: ବାଘ ଛାଲ ଜବତ, ୨ ବ୍ୟବସାୟୀ ଗିରଫ

ଘରୋଇ କଳହ ନେଲା ଜୀବନ: ସାନ ଭାଇକୁ ବଡ଼ ଭାଇ ହାଣି ଦେଇଥିବା ଅଭିଯୋଗ

ଅନୁଗୁଳ: ବଡ଼ ଭାଇର ଟାଙ୍ଗିଆ ଚୋଟରେ ଗଲା ସାନ ଭାଇର ଜୀବନ। ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପୁରୁଣା ଜରାସିଂହା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ପୁରୁଣା ଜରାସିଂହାର ବଲେହି ନାଏକଙ୍କ ପୁଅ ଗଦା ନାଏକ…

Continue Readingଘରୋଇ କଳହ ନେଲା ଜୀବନ: ସାନ ଭାଇକୁ ବଡ଼ ଭାଇ ହାଣି ଦେଇଥିବା ଅଭିଯୋଗ

ବିଶ୍ଵ ସିକିଲସେଲ ଦିବସ ପାଳିତ, ରୋଗର ଲକ୍ଷଣ ଓ ପ୍ରତିକାର ନେଇ ସଚେତନ ହେଲେ ଲୋକେ

  ଅନୁଗୁଳ: ଅନୁଗୁଳ ଜିଲ୍ଲା ଚମ୍ପତିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ରଗଡିଆପଡା ପ୍ରାଥମିକ ବିଦ୍ୟାଳୟରେ ଆଜି ବିଶ୍ଵ ସିକିଲସେଲ ଦିବସ ପାଳିତ ହୋଇଛି। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଜୁନ ୧୯ରେ ବିଶ୍ଵ ସିକିଲସେଲ ଦିବସ ଏଠାରେ ବେଶ୍ ଧୁମଧାମରେ ପାଳିତ…

Continue Readingବିଶ୍ଵ ସିକିଲସେଲ ଦିବସ ପାଳିତ, ରୋଗର ଲକ୍ଷଣ ଓ ପ୍ରତିକାର ନେଇ ସଚେତନ ହେଲେ ଲୋକେ

ସିଦ୍ଧି ଲକ୍ଷ୍ମୀ ମୋଟର୍ସରେ ବଜାର ପ୍ରବେଶ କଲା XUV 700 AX5 ସିଲେକ୍ଟ, ଆଜି ହିଁ ସୁଲଭ ମୂଲ୍ୟରେ କିଣିଆଣନ୍ତୁ

ଅନୁଗୁଳ: ଅନୁଗୁଳସ୍ଥିତ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଅଧିକୃତ ବିକ୍ରେତା ସିଦ୍ଧି ଲକ୍ଷ୍ମୀ ମୋଟର୍ସ ଠାରେ ମଙ୍ଗଳବାର ବହୁ ପ୍ରତୀକ୍ଷିତ XUV 700 AX5 ସିଲେକ୍ଟର ବଜାର ପ୍ରବେଶ ହୋଇଛି। ଉଦଘାଟନ ଉତ୍ସବରେ ଜିଲ୍ଲାର ବ୍ୟାଙ୍କିଙ୍ଗ ଏବଂ ଫାଇନାନ୍ସ କମ୍ପାନୀ ଯଥା: ଏଚଡିଏଫସି,…

Continue Readingସିଦ୍ଧି ଲକ୍ଷ୍ମୀ ମୋଟର୍ସରେ ବଜାର ପ୍ରବେଶ କଲା XUV 700 AX5 ସିଲେକ୍ଟ, ଆଜି ହିଁ ସୁଲଭ ମୂଲ୍ୟରେ କିଣିଆଣନ୍ତୁ

ସଂଘ ଗୃହ ନ ଭାଙ୍ଗିବାକୁ ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ଘଣ୍ଟପଡ଼ା ଯୁବକସଂଘ

  ତାଳଚେର : ରାଜନୈତିକ ଉଦ୍ଦେଶ୍ୟ ରଖି ସଂଘର ଘରକୁ ଭାଙ୍ଗିବାକୁ ବିରୋଧ କରି ଘଣ୍ଟପଡ଼ା ପଞ୍ଚାୟତର ଯୁବକସଂଘ ପକ୍ଷରୁ ପ୍ରାୟ ୫୦ ଜଣ ଯୁବକ ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ସୂଚନା ଅନୁଯାୟୀ ଏହି ସଂଘ ବହୁ ପୁରୁଣା। ଏଥିରେ…

Continue Readingସଂଘ ଗୃହ ନ ଭାଙ୍ଗିବାକୁ ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ଘଣ୍ଟପଡ଼ା ଯୁବକସଂଘ

ସରକାରୀ ଜମିରୁ ଜବରଦଖଲ ହଟାଇ ସେଥିରେ ରେଳ ଲାଇନ କରିବାକୁ ତହସିଲଦାରଙ୍କୁ ଫେରାଦ ହେଲେ ବାଘମରାବାସୀ

ତାଳଚେର : ତାଳଚେର ଅଞ୍ଚଳରେ ଏବେ ସରକାରୀ ଜମି କିଛି ଜମି ମାଫିଆ ଓ ଜବରଦଖଲକାରୀଙ୍କ ଅଧୀନରେ ରହିଛି। ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଉନଥିବା ଘଣ୍ଟପଡ଼ାବାସୀ ଅଭିଯୋଗ କରିଛନ୍ତି। ଅଭିଯୋଗ ମୂତାବକ, ନୂତନ ରେଳଲାଇନ ପାଇଁ ଟିଏଫଏଲ କମ୍ପାନୀ ବାଘମରା…

Continue Readingସରକାରୀ ଜମିରୁ ଜବରଦଖଲ ହଟାଇ ସେଥିରେ ରେଳ ଲାଇନ କରିବାକୁ ତହସିଲଦାରଙ୍କୁ ଫେରାଦ ହେଲେ ବାଘମରାବାସୀ

ପରକ୍ରିୟା ପ୍ରୀତି ସନ୍ଦେହ! ସାଙ୍ଗକୁ ଟ୍ରକ ଚପାଇ ମାରିଲା ସାଙ୍ଗ

ପାଳଲହଡ଼ା: ପାଳଲହଡ଼ା ଥାନା ଅନ୍ତର୍ଗତ କରଡ଼ାପାଳ ପଞ୍ଚାୟତ ଧାରିପଥର ଗ୍ରାମରେ ସାଙ୍ଗକୁ ଟ୍ରକ ମଡ଼ାଇ ହତ୍ୟା କରିଛି ସାଙ୍ଗ। ପରକୀୟା ପ୍ରୀତି ସନ୍ଦେହରେ ଏପରି କାଣ୍ଡ ଘଟାଇଥିବା ଜଣାଯାଇଛି। ସୂଚନା ମୁତାବକ, କରଡ଼ାପାଳ ପଞ୍ଚାୟତ ବାଂଖୁଲ ଗ୍ରାମର ଟ୍ରକ ଡ୍ରାଇଭର ସନ୍ତୋଷ…

Continue Readingପରକ୍ରିୟା ପ୍ରୀତି ସନ୍ଦେହ! ସାଙ୍ଗକୁ ଟ୍ରକ ଚପାଇ ମାରିଲା ସାଙ୍ଗ

ପାଣି ଅଭାବରୁ କିଡନୀ ରୋଗୀ ଥରିଲେ, ଚିକିତ୍ସାଳୟରେ ଉତ୍ତେଜନା,ସନ୍ଧ୍ୟା ସୁଦ୍ଧା ପରିସ୍ଥିତି ସୁଧୁରିଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ମାଗଣା ଡ଼ାଇଲେଶିସ ସେଣ୍ଟରରେ ଆର୍‌ଓ ପାଣିର ଅଭାବ କାରଣରୁ ଆଜି ରୋଗୀଙ୍କ ସଂପର୍କୀୟ ମାନେ ହସ୍ପିଟାଲ ମ୍ୟାନେଜରଙ୍କ କାର୍ଯ୍ୟାଳୟ ଆଗରେ ହୋ ହାଲ୍ଲା କରିଥିଲେ। ମିଳିଥିବା ଅଭିଯୋଗ ଅନୁସାରେ ଅନୁଗୁଳର ଏହି…

Continue Readingପାଣି ଅଭାବରୁ କିଡନୀ ରୋଗୀ ଥରିଲେ, ଚିକିତ୍ସାଳୟରେ ଉତ୍ତେଜନା,ସନ୍ଧ୍ୟା ସୁଦ୍ଧା ପରିସ୍ଥିତି ସୁଧୁରିଲା

ପୌରପାଳିକାକୁ ଆସିଲା ଡ୍ରେନ ଡିସିଲ୍ଟିଙ୍ଗ ମେସିନ

ଅନୁଗୁଳ: ଏଣିକି ଡ୍ରେନରେ ଆବର୍ଜନା ଭର୍ତ୍ତି ହେଲେ କି ପଙ୍କ କାଢ଼ିବାକୁ ହେଲେ ଝାଡୁଦାରଙ୍କୁ କୋଡ଼ି ଫାଉଡ଼ା ଧରି ଆଉ ଝାଳ ନାଳ ହେବାକୁ ପଡିବ ନାହିଁ। ରାଜ୍ୟ ସରକାର ଅନୁଗୁଳ ପୌରପାଳିକାକୁ ଯୋଗାଇ ଦେଇଛନ୍ତି ଦୁଇ ଦୁଇଟି ଡ୍ରେନ ଡିସିଲିଟିଂ…

Continue Readingପୌରପାଳିକାକୁ ଆସିଲା ଡ୍ରେନ ଡିସିଲ୍ଟିଙ୍ଗ ମେସିନ

ଜଳିଗଲା ଦୁଇଟି ଟ୍ରାନ୍ସଫର୍ମର, ଓଭରଲୋଡ୍ ପାଇଁ ନିଆଁ ଲାଗିଥିବା ସନ୍ଦେହ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କାଣ୍ଡସର ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ ଥିବା ଦୁଇଟି ଟ୍ରାନ୍ସଫର୍ମର ଜଳିଯାଇଛି। ଓଭର୍ ଲୋଡ ପାଇଁ ଏହି ଦୁଇଟି ଜଳି ଯାଇଥିବା ଜଣାଯାଇଛି। ସୂଚନା ମୁତାବକ, ଆଜି ଦିନ ପ୍ରାୟ ଦୁଇଟାରେ ଟ୍ରାନ୍ସଫର୍ମର ୨ଟି…

Continue Readingଜଳିଗଲା ଦୁଇଟି ଟ୍ରାନ୍ସଫର୍ମର, ଓଭରଲୋଡ୍ ପାଇଁ ନିଆଁ ଲାଗିଥିବା ସନ୍ଦେହ