ନୂତନ ପାଇଖାନା ଟାଙ୍କିର ସେଣ୍ଟରିଂ ଖୋଲିବା ବେଳେ ଅଘଟଣ: ଶ୍ଵାସରୁଦ୍ଧ ହୋଇ ୨ ଶ୍ରମିକ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଧାଉରପାଲ୍ଲୀ ଗାଁରେ ଶ୍ଵାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବଜା ଗାଁର ଆର୍ତ୍ତତ୍ରାଣ ମିର୍ଦ୍ଧା (୪୬) ଓ ବାମୁର ପଞ୍ଚାୟତ ରେଙ୍ଗାଲ ବେଡ଼ା ଗ୍ରାମର ରୀନା ମହାର (୩୧)। ସୂଚନା…

Continue Readingନୂତନ ପାଇଖାନା ଟାଙ୍କିର ସେଣ୍ଟରିଂ ଖୋଲିବା ବେଳେ ଅଘଟଣ: ଶ୍ଵାସରୁଦ୍ଧ ହୋଇ ୨ ଶ୍ରମିକ ମୃତ

ଶୌଚ ପାଇଁ ଯିବା ବେଳେ ଆକ୍ରମଣ କଲା ଗୟଳ, ବୃଦ୍ଧ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ନୂଆସାହି ମୌଜା ଟିକରପଡ଼ା ଗ୍ରାମରେ ଗୟଳ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ଗୁରୁତର ବୃଦ୍ଧ ହେଲେ କୈଳାସ କହଁର ( ୮୦)। ସୂଚନା ମୁତାବକ, ବୁଧବାର ସକାଳେ କୈଳାସ ଶୌଚ କରିବାକୁ…

Continue Readingଶୌଚ ପାଇଁ ଯିବା ବେଳେ ଆକ୍ରମଣ କଲା ଗୟଳ, ବୃଦ୍ଧ ଗୁରୁତର

ଛେଣ୍ଡିପଦା ବ୍ଲକ ପାଲଟିବ ପାତାଳପୁରୀ, କୋଇଲାଖଣି ନେଇ ପ୍ରଭାବିତ ହେବେ ଲୋକେ, ବିଗିଡ଼ିଵ ପରିବେଶ

ଅନୁଗୁଳ: ବର୍ଷ ବର୍ଷ ଧରି ତାଳଚେର ଅଞ୍ଚଳରୁ କୋଇଲା ରାଜ୍ୟ କାହିଁକି ଦେଶର ବିଭିନ୍ନ ଶିଳ୍ପ କାରଖାନାକୁ ଯୋଗାଇ ଦିଆଯାଉଛି। ଏବେ ଆଖି ପଡ଼ିଛି ଛେଣ୍ଡିପଦା ବ୍ଲକ ଉପରେ।ଛେଣ୍ଡିପଦା ବ୍ଲକର ୩୪ ଟି ପଞ୍ଚାୟତ କୋଇଲାଖଣି ଅଞ୍ଚଳ। ଏସବୁ ପଞ୍ଚାୟତର ଏକ…

Continue Readingଛେଣ୍ଡିପଦା ବ୍ଲକ ପାଲଟିବ ପାତାଳପୁରୀ, କୋଇଲାଖଣି ନେଇ ପ୍ରଭାବିତ ହେବେ ଲୋକେ, ବିଗିଡ଼ିଵ ପରିବେଶ

ଅନୁଗୁଳରେ ନାହିଁ ବାର୍ଡ ଫ୍ଲୁର ଭୟ: ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବାର୍ଡ ଫ୍ଲୁ କୁ ନେଇ ବର୍ତ୍ତମାନ କୌଣସି ପ୍ରକାରର ଭୟ ନାହିଁ। ଜିଲ୍ଲାରେ ବାର୍ଡ ଫ୍ଲୁ କିପରି ନିୟନ୍ତ୍ରଣ କରିହେବ ଏହାକୁ ନେଇ ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ ଦ୍ୱାରା ବିଭିନ୍ନ ପଦକ୍ଷେପ ନିଆଯାଉଛି। ଜିଲ୍ଲା ମୁଖ୍ୟ…

Continue Readingଅନୁଗୁଳରେ ନାହିଁ ବାର୍ଡ ଫ୍ଲୁର ଭୟ: ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ

ଲୋକଙ୍କ ଅଭିଯୋଗ ଶୁଣିଲେ ଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ

ଅନୁଗୁଳ: ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ପାଳଲହଡ଼ା ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶିବିରରେ ସମୁଦାୟ ୪୨ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ସେଥିମଧ୍ୟରୁ ୩୬ଟି ବ୍ୟକ୍ତିଗତ ଓ ୬ଟି ଗ୍ରାମ୍ୟ ଭିତ୍ତିକ ଅଭିଯୋଗର…

Continue Readingଲୋକଙ୍କ ଅଭିଯୋଗ ଶୁଣିଲେ ଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ

କଲେଜରେ ଆରମ୍ଭ ହେଉ ନିର୍ବାଚନ: ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଦସ୍ତଖତ ଅଭିଯାନ ଆୟୋଜିତ

ଅନୁଗୁଳ: ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେବା ଲାଗି ଆଜି ଦସ୍ତଖତ ଅଭିଯାନ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ କଲେଜର ସମସ୍ତ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ଦୀର୍ଘ ବର୍ଷରୁ ହେଉ ନଥିବା ଛାତ୍ର ସଂସଦ ନିର୍ବାଚନ ଚଳିତ ବର୍ଷ ହେବା…

Continue Readingକଲେଜରେ ଆରମ୍ଭ ହେଉ ନିର୍ବାଚନ: ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଦସ୍ତଖତ ଅଭିଯାନ ଆୟୋଜିତ

ପ୍ରାଣୀ କଲ୍ୟାଣ ଏବଂ ଅଧିକାର ପାଇଁ ପ୍ରତିବାଦ: ପିପୁଲ ଫର ଆନିମଲସ ସଂଗଠନ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଅନଶନ

ଅନୁଗୁଳ: ପ୍ରାଣୀ କଲ୍ୟାଣ ଏବଂ ଅଧିକାର ପାଇଁ ବୈମାତୃକ ମନୋଭାବପୋଷଣ କରାଯାଉଥିବା ପ୍ରତିବାଦରେ ବିଭିନ୍ନ ଦାବି ନେଇ ତାଳଚେରର ପିପୁଲ ଫର ଆନିମଲସ ସଂଗଠନ ପକ୍ଷରୁ ମଙ୍ଗଳବାର ଠାରୁ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନ ଆରମ୍ଭ…

Continue Readingପ୍ରାଣୀ କଲ୍ୟାଣ ଏବଂ ଅଧିକାର ପାଇଁ ପ୍ରତିବାଦ: ପିପୁଲ ଫର ଆନିମଲସ ସଂଗଠନ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଅନଶନ

ସରକାରଙ୍କ ସ୍କାନରରେ ରାଜ୍ୟର ୯୧ ବିଡିଓ, ବିଧାନସଭାରେ ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ବର: ସରକାରଙ୍କ ସ୍କାନରରେ ରାଜ୍ୟର ୯୧ ଦୁର୍ନୀତିଗ୍ରସ୍ତ ବିଡିଓ। ରାଜ୍ୟର ୯୧ ଜଣ ବ୍ଲକ ଉନ୍ନୟନ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବିଚାରାଧୀନ ରହିଛି ବୋଲି ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ। ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ…

Continue Readingସରକାରଙ୍କ ସ୍କାନରରେ ରାଜ୍ୟର ୯୧ ବିଡିଓ, ବିଧାନସଭାରେ ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ ନାଲକୋ ଏଲ.ଏ.ପି/ଆଇ.ଟି.ଆଇ.୧୯୮ ସଦସ୍ୟ

ଅନୁଗୁଳ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନାଲକୋ ଏଲ.ଏ.ପି./ଆଇ.ଟି.ଆଇ ୧୯୮ପକ୍ଷରୁ ସୌଜନ୍ୟ ମୂଳକ ସାକ୍ଷାତ ସହିତ ପୁଷ୍ପ ଗୁଚ୍ଛ ଓ ଉତ୍ତରୀ ଦେଇ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରେ ନାଲକୋ ସ୍ପୋନସର୍ଡ ଆଇ.ଟି.ଆଇ (ଏଲ.ଏ.ପି) କ୍ଷତିଗ୍ରସ୍ତ ପ୍ରଜାସଙ୍ଘର ଏକ ୧୨ଜଣିଆ…

Continue Readingକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ ନାଲକୋ ଏଲ.ଏ.ପି/ଆଇ.ଟି.ଆଇ.୧୯୮ ସଦସ୍ୟ

ବଇଣ୍ଡା ଓ ନାକଚି ସେକ୍ସନ ପ୍ରକଳ୍ପର ଅଗ୍ରଗତି କାର୍ଯ୍ୟ ଦେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଅନୁଗୁଳ ଜିଲ୍ଲା ବଇଣ୍ଡା ସେକ୍ସନ ଓ ନାକଚି ଠାରେ ଜାତୀୟ ରାଜପଥ କାର୍ଯ୍ୟର ଅଗ୍ରଗତି ନେଇ ଏନଏଚ୍ଏଆଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନୁଗୁଳ-ସମ୍ବଲପୁର…

Continue Readingବଇଣ୍ଡା ଓ ନାକଚି ସେକ୍ସନ ପ୍ରକଳ୍ପର ଅଗ୍ରଗତି କାର୍ଯ୍ୟ ଦେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ