ଅମାନବୀୟ! ବନ୍ଧୁକ ଦେଖାଇ ଦୁର୍ଘଟଣାରେ ମୃତକ ବ୍ୟକ୍ତିଙ୍କ ଘରେ ଡକାୟତି, ଟଙ୍କା – ସୁନା ଲୁଟ୍

ଅନୁଗୁଳ: ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ଘରେ କଳା କନା ବୁଲାଇଲେ ଚୋର। ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଲକ୍ଷ୍ମୀପ୍ରିୟାପୁର ଗ୍ରାମରେ ଏଭଳି ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ସଡ଼କ ଦୁର୍ଘଟଣାରେ ମୃତ ଜଣେ ବ୍ୟକ୍ତିଙ୍କ ଘର ଲୋକକୁ ଡରାଇ…

Continue Readingଅମାନବୀୟ! ବନ୍ଧୁକ ଦେଖାଇ ଦୁର୍ଘଟଣାରେ ମୃତକ ବ୍ୟକ୍ତିଙ୍କ ଘରେ ଡକାୟତି, ଟଙ୍କା – ସୁନା ଲୁଟ୍

ଜିଲ୍ଲାରେ ନକଲି ଶିକ୍ଷକ ରାକେଟ ଚେର ଲମ୍ବିଛି: ପୁଣି ଧରା ପଡ଼ିବେ

ଅନୁଗୁଳ: ଗତ ୨୧ ତାରିଖରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଲିଖିତ ଏତଲା ଉପରେ ଛେଣ୍ଡିପଦା ସନ୍ତରାବନ୍ଧ ଅଞ୍ଚଳର ଜଣେ ଶିକ୍ଷକଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇଜଣ ଖବର ପାଇ ଫେରାର ହୋଇଯାଇଛନ୍ତି। ଗତ ୮ ବର୍ଷ ଧରି ସେମାନେ ସରକାରୀ…

Continue Readingଜିଲ୍ଲାରେ ନକଲି ଶିକ୍ଷକ ରାକେଟ ଚେର ଲମ୍ବିଛି: ପୁଣି ଧରା ପଡ଼ିବେ

ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ରାମଡ଼ିହ ଗାଁ ନିକଟରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହକୁ ପୋଲିସ ଜବତ କରିଛି। ମୃତକ ଜଣଙ୍କ ହେଲେ ଝାରଖଣ୍ଡ ସିଙ୍ଗଭୁଙ୍ଗ ଅଞ୍ଚଳର ନଗେନ୍ଦ୍ର ସିଂହ। ପୋଲିସ ସୂତ୍ରରୁ ପ୍ରକାଶ ନଗେନ୍ଦ୍ର ସ୍ଥାନୀୟ…

Continue Readingଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ମନେପଡ଼ନ୍ତି ସମ୍ବିଧାନ ପ୍ରଣେତା: ଆମ୍ବେଦକର ଫାଉଣ୍ଡେସନ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

ଅନୁଗୁଳ: ବାବାସାହେବ ଆମ୍ବେଦକର ଫାଉଣ୍ଡେସନ ପକ୍ଷରୁ ଆଜି ୭୬ତମ ସମ୍ବିଧାନ ଦିବସ ପାଳିତ ହୋଇଛି। ସଂଗଠନର ଅଧ୍ୟକ୍ଷ ଶତ୍ରୁଘ୍ନ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆମ୍ବେଦକରଙ୍କ ଦ୍ୱାରା ରଚିତ ଭାରତ ସମ୍ବିଧାନ ପୃଥିବୀର ସର୍ବଶ୍ରେଷ୍ଠ ଓ ସର୍ବୋତ୍ତମ ସମ୍ବିଧାନ ୱେବ ସମ୍ବିଧାନର…

Continue Readingମନେପଡ଼ନ୍ତି ସମ୍ବିଧାନ ପ୍ରଣେତା: ଆମ୍ବେଦକର ଫାଉଣ୍ଡେସନ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

ଗଡ଼ିଲା ପୌଷ୍ୟ ସନ୍ତାନ ସଚେତନତା ରଥ: ୮ ଦିନ ଧରି ପରିକ୍ରମା କରିବ ଜିଲ୍ଲାର ସମସ୍ତ ବ୍ଲକ

ଅନୁଗୁଳ: ପୌଷ୍ୟ ସନ୍ତାନ ସଚେତନତା ମାସ ପାଳନ ଅବସରରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପୌଷ୍ୟ ସନ୍ତାନ ସଚେତନତା ରଥ ଗଡ଼ିଛି। ଅସହାୟ ଶିଶୁଙ୍କୁ ପୌଷ୍ୟ ସନ୍ତାନ ଭାବେ ଆପଣେଇବା ଏବଂ ଏପରି ମହତ କାର୍ଯ୍ୟରେ ଜନସାଧାରଣଙ୍କ ସହଯୋଗ କାମନା କରି ଜିଲ୍ଲା…

Continue Readingଗଡ଼ିଲା ପୌଷ୍ୟ ସନ୍ତାନ ସଚେତନତା ରଥ: ୮ ଦିନ ଧରି ପରିକ୍ରମା କରିବ ଜିଲ୍ଲାର ସମସ୍ତ ବ୍ଲକ

ନିଜ ଘରେ ହିଁ ସବୁଠୁ ଅସୁରକ୍ଷିତ ମହିଳା: ଜାତିସଂଘ ରିପୋର୍ଟ କଲା ସାଂଘାତିକ ଖୁଲାସା

ନୂଆଦିଲ୍ଲୀ: ସବୁଠୁ ସୁରକ୍ଷିତ ଜାଗା କୁହାଯାଉଥିବା ନିଜ ଘର ହେଉଛି ମହିଳାଙ୍କ ପାଇଁ ସବୁଠୁ ବିପଜ୍ଜନକ ସ୍ଥାନ। ଅନ୍ତର୍ଜାତୀୟ ମହିଳା ହିଂସା ନିରୋଧ ଦିବସ ଅବସରରେ ଜାତିସଂଘ ମହିଳା ଏବଂ ଜାତିସଂଘ ଡ୍ରଗ୍ସ ଆଣ୍ଡ୍ କ୍ରାଇମ୍ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହି…

Continue Readingନିଜ ଘରେ ହିଁ ସବୁଠୁ ଅସୁରକ୍ଷିତ ମହିଳା: ଜାତିସଂଘ ରିପୋର୍ଟ କଲା ସାଂଘାତିକ ଖୁଲାସା

୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାକୁ ପୂରିଲା ୧୬ ବର୍ଷ, ଆଜିର ଦିନରେ ମୁମ୍ବାଇ ଛାତିରେ ରକ୍ତର ନଦୀ ବୁହାଇଥିଲେ ପାକ୍ ଆତଙ୍କୀ

ମୁମ୍ବାଇ: ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାକୁ ଆଜି ୧୬ ବର୍ଷ ପୂରିଲା l ୨୦୦୮ ମସିହା ଆଜିର ଦିନରେ ମୁମ୍ବାଇର ଛାତି ଉପରେ ରକ୍ତର ନଦୀ ବୁହାଇଥିଲେ ପାକ୍ ଆତଙ୍କୀ। ଛାତିଥରା ବୋମା ବିସ୍ଫୋରଣ ଆଉ ଆଖି ବୁଜା ଗୁଳି ଚାଳନା…

Continue Reading୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାକୁ ପୂରିଲା ୧୬ ବର୍ଷ, ଆଜିର ଦିନରେ ମୁମ୍ବାଇ ଛାତିରେ ରକ୍ତର ନଦୀ ବୁହାଇଥିଲେ ପାକ୍ ଆତଙ୍କୀ

ନିରାଶ୍ରୟଙ୍କୁ କମ୍ବଳ ଓ ଶୁଖିଲା ଖାଦ୍ୟ ବାଣ୍ଟିଲା ରାଷ୍ଟ୍ରୀୟ ବଜରଙ୍ଗ ଦଳ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନତଡ଼ା ପଞ୍ଚାୟତର ରାଷ୍ଟ୍ରୀୟ ବଜରଙ୍ଗ ଦଳ ଦ୍ଵାରା ନିରାଶ୍ରୟ ଲୋକ ମାନେ ଶୀତରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଜାଗାରେ କମ୍ବଳ ବଣ୍ଟନ କରାଯାଇଥିଲା। ପ୍ରଥମେ ମା ହିଙ୍ଗୁଳା ମନ୍ଦିର ପ୍ରାଙ୍ଗଣରେ ବସିଥିବା ନିରାଶ୍ରୟ ମାନଙ୍କୁ କମ୍ବଳ,…

Continue Readingନିରାଶ୍ରୟଙ୍କୁ କମ୍ବଳ ଓ ଶୁଖିଲା ଖାଦ୍ୟ ବାଣ୍ଟିଲା ରାଷ୍ଟ୍ରୀୟ ବଜରଙ୍ଗ ଦଳ

ଜିଲ୍ଲାପାଳଙ୍କ ଜନଶୁଣାଣିରେ ଜନ ବିକାଶ କଲ୍ୟାଣ ସଂଘ ପକ୍ଷରୁ ଦାବି: ତାଳଚେର ଅଞ୍ଚଳରେ ନିଯୁକ୍ତି, ରାସ୍ତା କାମ କରିବା ଉପରେ ଗୁରୁତ୍ୱ

ଅନୁଗୁଳ: ଜନ ବିକାଶ କଲ୍ୟାଣ ସଂଘ ପକ୍ଷରୁ ଅନୁଗୁଳ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣିରେ ତିନି ଦଫା ସମ୍ମଳିତ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ତାଳଚେର ଉପଖଣ୍ଡର ଯୁବକ ଯୁବତୀଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ଖଣି ଖାଦାନ କଳକାରଖାନା ଭିତରେ କାର୍ଯ୍ୟରତ…

Continue Readingଜିଲ୍ଲାପାଳଙ୍କ ଜନଶୁଣାଣିରେ ଜନ ବିକାଶ କଲ୍ୟାଣ ସଂଘ ପକ୍ଷରୁ ଦାବି: ତାଳଚେର ଅଞ୍ଚଳରେ ନିଯୁକ୍ତି, ରାସ୍ତା କାମ କରିବା ଉପରେ ଗୁରୁତ୍ୱ

ଭୋଜି ବେଳେ ଉଚ୍ଚବାଚ! ସାଙ୍ଗର ଛୁରାମାଡ଼ରେ ଯୁବକ ଗୁରୁତର, ଅଭିଯୁକ୍ତକୁ କୋର୍ଟଚାଲାଣ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସହରରେ ସାଙ୍ଗର ଛୁରାମାଡ଼ରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ୨ ନମ୍ବର ୱାର୍ଡର ତାରିକ ଖାନ୍ (୨୧) ସାଙ୍ଗମାନଙ୍କ ସହ ଗତ ରବିବାର ସନ୍ଧ୍ୟାରେ…

Continue Readingଭୋଜି ବେଳେ ଉଚ୍ଚବାଚ! ସାଙ୍ଗର ଛୁରାମାଡ଼ରେ ଯୁବକ ଗୁରୁତର, ଅଭିଯୁକ୍ତକୁ କୋର୍ଟଚାଲାଣ