ହୋଣ୍ଡା ଆକ୍ଟିଭାର ଇଲେକ୍ଟ୍ରିକ ଉପରୁ ଉଠିଲା ପରଦା, ଥରେ ଚାର୍ଜ ହେଲେ ଚାଲିବ ୧୦୨ରୁ ୧୦୪ କି.ମି
ଅନୁଗୁଳ: ହୋଣ୍ଡା ମୋଟର ସାଇକେଲ ଓ ସ୍କୁଟର ଇଣ୍ଡିଆ ପକ୍ଷରୁ ୨ଟି ଇଲେକ୍ଟ୍ରିକ୍ ସ୍କୁଟରର ଲଞ୍ଚ କରାଯାଇଛି। ଆକ୍ଟିଭା ଇଲେକ୍ଟ୍ରିକ ସ୍କୁଟର ସହିତ କମ୍ପାନୀ ଆଉ ଏକ ଇଲେକ୍ଟ୍ରିକ୍ ସ୍କୁଟର QC1 ବିଷୟରେ ମଧ୍ୟ ସୂଚନା ଦେଇଛି। ଏହି ଦୁଇ ଇଲେକ୍ଟ୍ରିକ…




