ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼, ଗୁରୁତର ଅବସ୍ଥାରେ ଚିକିତ୍ସାଳୟ ଭର୍ତ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଫୁଟିଲା ଗୁଳି। ଗୁଳି ମାଡ଼ରେ ଯୁବକ ଗୁରୁତର। ଗୁରୁତର ଜଣଙ୍କ ହେଲେ ଅନୁଗୁଳ ବାଗଡିଆ ଥାନା ପାତ୍ରପଡା ଗାଁର ମିଲୁ ବେହେରା। ତାଙ୍କ ବାମ ଗୋଡରେ ଗୁଳି ବାଜିଛିଥିବା ସୂଚନା। ତାଙ୍କୁ ଛେଣ୍ଡିପଦା ମେଡିକାଲରେ ଭର୍ତ୍ତି କରାଯାଇଛି।…

Continue Readingପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼, ଗୁରୁତର ଅବସ୍ଥାରେ ଚିକିତ୍ସାଳୟ ଭର୍ତ୍ତି

୨୬ତମ କସିଡିହ କିଷାନ କପ୍ ୨୦୨୪ ଉଦଯାପିତ: ଫାଇନାଲ ମ୍ୟାଚରେ ଜିତି ଚାମ୍ପିୟନ ହେଲା ଡେରେଙ୍ଗ ଦଳ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ କସିଡିହ ଖେଳ ପଡ଼ିଆରେ ୨୬ତମ କସିଡିହ କିଷାନ କପ୍ ଉଦଯାପିତ ହୋଇଛି। ବାଜି ରାଉତ ବ୍ଲକ ଆନୁକୂଲ୍ୟରେ କିଷାନ କପ ବବୁଲ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କପ୍ ୩ଦିନ ବ୍ୟାପି ଅନୁଷ୍ଠିତ ହୋଇଥିବା…

Continue Reading୨୬ତମ କସିଡିହ କିଷାନ କପ୍ ୨୦୨୪ ଉଦଯାପିତ: ଫାଇନାଲ ମ୍ୟାଚରେ ଜିତି ଚାମ୍ପିୟନ ହେଲା ଡେରେଙ୍ଗ ଦଳ

ଦୁର୍ଘଟଣାଗ୍ରସ୍ତ ହୋଇ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଲା ଆଇରନ ବୋଝେଇ ଟ୍ରକ୍, ଚାଳକ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନିକଟ ନୂଆହତା ପଞ୍ଚାୟତ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇ ଠିଆ ହୋଇଥିବା ଟ୍ରକକୁ ପଛ ପାଖରେ ଧକ୍କା ଦେଲା ଆଇରନ ବୋଝେଇ ଟ୍ରକ୍। ଦୁର୍ଘଟଣାରେ ଚାଳକ ଗୁରୁତର ହୋଇ…

Continue Readingଦୁର୍ଘଟଣାଗ୍ରସ୍ତ ହୋଇ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଲା ଆଇରନ ବୋଝେଇ ଟ୍ରକ୍, ଚାଳକ ଗୁରୁତର

ପିତାବଳୀ ଓ କଳିଙ୍ଗାଙ୍କ ରତ୍ନମୁଦ ସହ ନୂତନ ବିଗ୍ରହ ସ୍ଥାପିତ

ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ଖଲାରୀ ପଞ୍ଚାୟତ ଖମାର ଗ୍ରାମରେ ଗ୍ରାମ ଦେବୀ ପିତାବଳୀ ଓ କଳିଙ୍ଗାଙ୍କ ରତ୍ନମୁଦ ସ୍ଥାପିତ ହୋଇଛି। ନଭେମ୍ବର ୨୬ରେ କଳସ ଯାତ୍ରା ଓ ନଭେମ୍ବର ୨୭ ରେ ଯଜ୍ଞ ଆରମ୍ଭ ହୋଇ ନଭେମ୍ବର ୨୮ ପୂର୍ଣ୍ଣାହୁତି…

Continue Readingପିତାବଳୀ ଓ କଳିଙ୍ଗାଙ୍କ ରତ୍ନମୁଦ ସହ ନୂତନ ବିଗ୍ରହ ସ୍ଥାପିତ

‘ଜିନ୍ଦଲ ଆଶା’ ପାଳିଲା ତୃତୀୟ ବାର୍ଷିକ କ୍ରୀଡା ଉତ୍ସବ

ଅନୁଗୁଳ: ଦିବ୍ୟାଙ୍ଗ ପିଲାମାନଙ୍କ ସଶକ୍ତିକରଣ ତଥା ଶିକ୍ଷା ପାଇଁ ଉତ୍ସର୍ଗୀକୃତ ଜିନ୍ଦଲ ଫାଉଣ୍ଡେସନର ଅଭିନ୍ନ ଅଙ୍ଗ ‘ଜିନ୍ଦଲ ଆଶା’, ଅନୁଗୁଳ ପକ୍ଷରୁ ତୃତୀୟ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୨୬ ଓ ୨୭ ନଭେମ୍ବର ଦୁଇ ଦିନ ଧରି…

Continue Reading‘ଜିନ୍ଦଲ ଆଶା’ ପାଳିଲା ତୃତୀୟ ବାର୍ଷିକ କ୍ରୀଡା ଉତ୍ସବ

ନିଆରା ଢଙ୍ଗରେ ଝିଅର ଜନ୍ମ ଦିନ ପାଳିଲେ ସାମ୍ବାଦିକ, ରକ୍ତଦାନ ଶିବିର ସହ ବାଣ୍ଟିଲେ ଔଷଧିୟ ବୃକ୍ଷ ଚାରା

ଅନୁଗୁଳ: ନିଆରା ଢଙ୍ଗରେ ଝିଅର ଜନ୍ମଦିନ ପାଳିଲେ ସାମ୍ୱାଦିକ। ଝିଅର ଜନ୍ମଦିନ ଉପଲକ୍ଷେ ରକ୍ତ ଦାନ ଶିବିରର ଆୟୋଜନ କଲେ ବାପା-ମା'। ଅନୁଗୁଳ କଳିଙ୍ଗ ଟିଭିର ସାମ୍ବାଦିକ ମାନସ ମିଶ୍ର ଓ ତାଙ୍କ ପତ୍ନୀ ସ୍ମୃତିଲିପି ମିଶ୍ର ମିଶି ଝିଅ ସିଦ୍ଧି…

Continue Readingନିଆରା ଢଙ୍ଗରେ ଝିଅର ଜନ୍ମ ଦିନ ପାଳିଲେ ସାମ୍ବାଦିକ, ରକ୍ତଦାନ ଶିବିର ସହ ବାଣ୍ଟିଲେ ଔଷଧିୟ ବୃକ୍ଷ ଚାରା

୨୯ ରୁ ଆୟୋଜିତ ହେଉଛି ଜାତୀୟ ଜନଜାତି ମହୋତ୍ସବ, ବସୁଛି ୧୪୦ ଟି ଷ୍ଟଲ

ଅନୁଗୁଳ: ଅନୁଗୁଳ ନାଳକୋ ନଗର ଠାରେ ୨୯ ତାରିଖ ଠାରୁ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି ଜାତୀୟ ଜନଜାତି ମହୋତ୍ସବ। ପରିଚୟ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଏହି ମହୋତ୍ସବ ହେବାକୁ ଯାଉଛି ବୋଲି ପରିଚୟର ମ୍ୟାନେଜିଙ୍ଗ ଟ୍ରଷ୍ଟି…

Continue Reading୨୯ ରୁ ଆୟୋଜିତ ହେଉଛି ଜାତୀୟ ଜନଜାତି ମହୋତ୍ସବ, ବସୁଛି ୧୪୦ ଟି ଷ୍ଟଲ

ଆମୁର ବାଜ ପକ୍ଷୀର ଉଡାଣ: ମଣିପୁରରୁ କେନିୟା ଭାୟା ଓଡ଼ିଶା

ଅନୁଗୁଳ:ସାଇବେରିଆର ପ୍ରଚଣ୍ଡ ଶୀତରୁ ରକ୍ଷା ପାଇବା ପାଇଁ ସେଠାକାର ଆମୁର ବାଜ ପକ୍ଷୀ ଗତ ଅକ୍ଟୋବର ମାସରେ ମଣିପୁରର ତମେଂଲଙ୍ଗ ଅଞ୍ଚଳରେ ପହଞ୍ଚି ଥିଲେ। ସେଠାକାର ଜଙ୍ଗଲ ବିଭାଗର ଅଧିକାରୀ ମାନେ ୱାଲ୍ଡ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମିଳିତ ସହାୟତାରେ ଗବେଷଣା…

Continue Readingଆମୁର ବାଜ ପକ୍ଷୀର ଉଡାଣ: ମଣିପୁରରୁ କେନିୟା ଭାୟା ଓଡ଼ିଶା

ନୂଆବର୍ଷରୁ ଭୁବନେଶ୍ବରରୁ ୫ ନୂଆ ସହରକୁ ଉଡ଼ିବ ବିମାନ, ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା

ଭୁବନେଶ୍ବର: ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। କାରଣ ନୂଆ ବର୍ଷରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡାଣ ଭରିବ ଆଉ ୫ଟି ନୂଆ ବିମାନ। ନୂଆ ସ୍ଥାନକୁ ଭୁବନେଶ୍ୱରରୁ ଏହି ବିମାନ ଯିବ। ଇନ୍ଦୋର, ଡେରାଡୁନ, ଲକ୍ଷ୍‌ନୌ, ଜୟପୁର…

Continue Readingନୂଆବର୍ଷରୁ ଭୁବନେଶ୍ବରରୁ ୫ ନୂଆ ସହରକୁ ଉଡ଼ିବ ବିମାନ, ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା

ଟାଙ୍ଗିଆରେ ଯୁବକଙ୍କ ଅତର୍କିତ ଆକ୍ରମଣ, ଦାଦା ଓ ପୁତୁରା ଗୁରୁତର

ଅନୁଗୁଳ: ଯୁବକଙ୍କ ଟାଙ୍ଗିଆ ଚୋଟରେ ଦାଦା ଓ ପୁତୁରା ଗୁରୁତର। ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗ୍ରାମର ସୁନିଲ ଦେହୁରୀଙ୍କ ପୁଅ ଓମ୍ ପ୍ରକାଶ ଦେହୁରୀ (୧୮) ନିଜ ପାନ ଦୋକାନରେ ବସିଥିବା ସମୟରେ ସେହି ଗାଁର ସୁନିଆ…

Continue Readingଟାଙ୍ଗିଆରେ ଯୁବକଙ୍କ ଅତର୍କିତ ଆକ୍ରମଣ, ଦାଦା ଓ ପୁତୁରା ଗୁରୁତର