ପୂର୍ବ ଶତ୍ରୁତାରୁ ମହିଳାଙ୍କୁ ମାଡ଼ ମାରିବା ସହ ହତ୍ୟା ଧମକ ଦେଲେ ମା’- ପୁଅ

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ପାଇକସାହି ନିକଟସ୍ଥ ତାଳ ବାହାଳୀ ଗ୍ରାମରେ ଜଣେ ମହିଳାଙ୍କୁ ମାଡ଼ ମାରିବା ସହ ହତ୍ୟା ଧମକ ଦିଆଯାଇଥିବା ନେଇ ସେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ତାଳ ବାହାଳୀ ଗ୍ରାମର ପ୍ରଭାଞ୍ଜଳି ସାହୁଙ୍କୁ ସେହି…

Continue Readingପୂର୍ବ ଶତ୍ରୁତାରୁ ମହିଳାଙ୍କୁ ମାଡ଼ ମାରିବା ସହ ହତ୍ୟା ଧମକ ଦେଲେ ମା’- ପୁଅ

ଜୁନ୍ ୪ରେ ଭୋଟ୍ ଗଣତି: ରାଜ୍ୟରେ ମୁତୟନ ହେବେ ୭୦ କମ୍ପାନୀ ସିଏପିଏଫ

ଭୁବନେଶ୍ଵର: ସାରା ଦେଶରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ଶେଷ ହୋଇଛି। ଜୁନ୍ ୪ରେ ଭୋଟ ଗଣତି ହେବ। ଏଣୁ ଫଳାଫଳ ଅପେକ୍ଷାରେ ସମସ୍ତ ରାଜନୈତିକ ଦଳ ଅଛନ୍ତି। ଜୁନ ୪ରେ ଭୋଟ ଗଣତି ବେଳେ ଆଇନଶୃଙ୍ଖଳା ପାଇଁ ରାଜ୍ୟରେ…

Continue Readingଜୁନ୍ ୪ରେ ଭୋଟ୍ ଗଣତି: ରାଜ୍ୟରେ ମୁତୟନ ହେବେ ୭୦ କମ୍ପାନୀ ସିଏପିଏଫ

ବର୍ଦ୍ଧିତ ଦରରେ ମଦ ବିକ୍ରିକୁ ବିରୋଧ, ଦୋକାନ ସାମ୍ନାରେ ଗଣ୍ଡଗୋଳ

ବଇଣ୍ଡା: ଅଧିକ ଦରରେ ମଦ ବିକ୍ରିକୁ ନେଇ ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ବଇଣ୍ଡାରେ ଥିବା ବିଦେଶୀ ମଦ ଦୋକାନରେ ଶନିବାର ରାତିରେ ଉତ୍ତେଜନା ପ୍ରକାଶ ପାଇଛି। କିଛି ଗ୍ରାହକ ସେଠାରେ ବୋତଲ ମଧ୍ୟ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। ସୂଚନା ମୁତାବକ,…

Continue Readingବର୍ଦ୍ଧିତ ଦରରେ ମଦ ବିକ୍ରିକୁ ବିରୋଧ, ଦୋକାନ ସାମ୍ନାରେ ଗଣ୍ଡଗୋଳ

ଅନୁଗୁଳ ଜିଲ୍ଲାରେ ରକ୍ତ ଅଭାବକୁ ନେଇ ”ଉତ୍କର୍ଷ ପରିବାର”ର ଆଲୋଚନା ଚକ୍ର

ଅନୁଗୁଳ: ଆଜି ଅନୁଗୁଳର ସ୍ଵେଚ୍ଛାସେବୀ ରକ୍ତଦାତାଙ୍କୁ ନେଇ ଅମଲାପଡା ସ୍ଥିତ ବାଣୀରୂପା ଷ୍ଟଡି ସେଣ୍ଟର ପ୍ରାଙ୍ଗଣରେ ସାମାଜିକ ଅନୁଷ୍ଠାନ "ଉତ୍କର୍ଷ ପରିବାର" ଆନୁକୂଲ୍ୟରେ ରକ୍ତ ସମ୍ବନ୍ଧୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି l ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାରରେ କିଭଳି…

Continue Readingଅନୁଗୁଳ ଜିଲ୍ଲାରେ ରକ୍ତ ଅଭାବକୁ ନେଇ ”ଉତ୍କର୍ଷ ପରିବାର”ର ଆଲୋଚନା ଚକ୍ର

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଅନୁଗୁଳ ସାଇନ୍ସ ଷ୍ଟଡି ସେଣ୍ଟରର ବିପୁଳ ସଫଳତା

ଅନୁଗୁଳ: ନିକଟରେ ପ୍ରକାଶ ପାଇଥିବା ସିଏଚଏସଇ ୨୦୨୪ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଅନୁଗୁଳ ସାଇନ୍ସ ଷ୍ଟଡି ସେଣ୍ଟରର ଛାତ୍ର ଛାତ୍ରୀ ମାନେ ବିପୁଳ ସଫଳତା ହାସଲ କରିଛନ୍ତି। ଅନୁଗୁଳ କଲେଜର ୩୦୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏହି ଅନୁଷ୍ଠାନର ୫୪…

Continue Readingଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଅନୁଗୁଳ ସାଇନ୍ସ ଷ୍ଟଡି ସେଣ୍ଟରର ବିପୁଳ ସଫଳତା

ବିନା କାରଣରେ ବିଜୁଳି କାଟିଦେଲେ ପଡ଼ୋଶୀ, ପ୍ରତିବାଦ କରିବାକୁ ମାଡ଼ ମାରି କଲେ ଲହୁଲୁହାଣ: ୨ ଗୁରୁତର

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନୂଆହତା ଓ ବୁଢ଼ାପଙ୍କ ସୀମାନ୍ତ ଅଞ୍ଚଳରେ ଥିବା ଇଲେକ୍ଟ୍ରି ଖୁଣ୍ଟରୁ ବିଜୁଳି କାଟି ପଡୋଶୀକୁ ଆକ୍ରମଣ। ଏହି ଆକ୍ରମଣରେ ଦୁଇ ଜଣ ଲହୁଲୁହାଣ ହୋଇଛନ୍ତି। ଏ ନେଇ ବଅଁରପାଳ ଥାନାରେ ଅଭିଯୋଗ ହୋଇଛି।…

Continue Readingବିନା କାରଣରେ ବିଜୁଳି କାଟିଦେଲେ ପଡ଼ୋଶୀ, ପ୍ରତିବାଦ କରିବାକୁ ମାଡ଼ ମାରି କଲେ ଲହୁଲୁହାଣ: ୨ ଗୁରୁତର

ଘର ସାମ୍ନାରୁ ରାତି ଅଧିଆ ପିକଅପ୍ ଭ୍ୟାନ୍ ଚୋରି, ଥାନାରେ ଅଭିଯୋଗ କଲେ ମାଲିକ

ବଇଣ୍ଡା: ସ୍ଥାନୀୟ କିଶୋରନଗର ବ୍ଲକ ହଣ୍ଡପା ଥାନା ଗତିକୃଷ୍ଣପୁର ଗ୍ରାମର ତୁଷାରକାନ୍ତ ପ୍ରଧାନଙ୍କ ପିକଅପ୍ ଭ୍ୟାନ (ଓଡି ୦୨ କେ ୭୪୮୭ ) ରବିବାର ଚୋରି ହୋଇଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ଚୋରି ନେଇ ତୁଷାରକାନ୍ତ ସୋମବାର ଦିନ…

Continue Readingଘର ସାମ୍ନାରୁ ରାତି ଅଧିଆ ପିକଅପ୍ ଭ୍ୟାନ୍ ଚୋରି, ଥାନାରେ ଅଭିଯୋଗ କଲେ ମାଲିକ

ପରିବେଶ ସୁରକ୍ଷା ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କଲା ରାଜ୍ଯ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

ଅନୁଗୁଳ: ପରିବେଶ ସୁରକ୍ଷା ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ଉଦ୍ଦେଶ୍ଯରେ କଂକରାଇ ସରକାରୀ ଉଚ୍ଚ ବିଦ୍ଯାଳୟରେ ଏକ ସ୍ବତନ୍ତ୍ର କାର୍ଯ୍ଯକ୍ରମ ଆୟୋଜିତ ହୋଇଛି। ଏ ଅବସରରେ ରାଜ୍ଯ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁଗୁଳ ଆଞ୍ଚଳିକ ଶାଖା ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା, ସଚେତନତା…

Continue Readingପରିବେଶ ସୁରକ୍ଷା ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କଲା ରାଜ୍ଯ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

ଶିକାର ପାଇଁ ଯାଉଥିବା ବେଳେ ଦୁଇ ଶିକାରୀଙ୍କୁ ମାଡ଼ି ବସିଲା ପୋଲିସ, ଚୋରା ବନ୍ଧୁକ ଜବତ

ବଇଣ୍ଡା: ଅନୁଗୁଳ ଜିଲ୍ଲା ହଣ୍ଡପା ପୋଲିସ ଶନିବାର ଫୁଲାମ୍ବା ନିକଟସ୍ଥ ଜଙ୍ଗଲ ନିକଟରୁ ବନ୍ୟଜନ୍ତୁ ଶିକାର ପାଇଁ ଯାଉଥିବା ଦୁଇ ଶିକାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ହଣ୍ଡପା ଥାନା ଠେଲକନାଳୀ ଗ୍ରାମର ଅଶୋକ ସାହୁ ଓ କପିଳ ଦେହୁରୀ। ପୋଲିସ…

Continue Readingଶିକାର ପାଇଁ ଯାଉଥିବା ବେଳେ ଦୁଇ ଶିକାରୀଙ୍କୁ ମାଡ଼ି ବସିଲା ପୋଲିସ, ଚୋରା ବନ୍ଧୁକ ଜବତ

ମିଲନ ସାମଲ ଅବଶିଷ୍ଟ ଓଡ଼ିଶା ପକ୍ଷରୁ ଖେଳିବେ

  ଅନୁଗୁଳ: ଅନୁଗୁଳ ଜିଲ୍ଲା କ୍ରିକେଟ ଟିମ୍ ର ଅଧିନାୟକ ତଥା ବରିଷ୍ଠ ବ୍ୟାଟର ମିଲନ ସାମଲଙ୍କୁ କଳାହାଣ୍ଡି କପ୍ କ୍ରିକେଟର ସୁପର ଲିଗ୍ ରେ ଅବଶିଷ୍ଟ ଓଡ଼ିଶା ତରଫରୁ ଖେଳିବାକୁ ଅନୁମତି ମିଳିଛି। ଏଥିନେଇ ଓସିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ଚିଠି…

Continue Readingମିଲନ ସାମଲ ଅବଶିଷ୍ଟ ଓଡ଼ିଶା ପକ୍ଷରୁ ଖେଳିବେ