ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ, ଅଭିଯୋଗ ଜଣାଇଲେ ଅନୁଗୁଳ ଜିଲ୍ଲାବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ସୋମବାର ବଅଁରପାଳ ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶିବିରରେ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ଯୋଗ ଦେଇଥିବା ବେଳେ ସମୁଦାୟ ୧୨୧ଟି ଅଭିଯୋଗ ଗ୍ରହଣ…

Continue Readingଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ, ଅଭିଯୋଗ ଜଣାଇଲେ ଅନୁଗୁଳ ଜିଲ୍ଲାବାସୀ

ପରକୀୟା ପ୍ରୀତି ହେଲା କାଳ! ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ, ପ୍ରେମୀ ଯୁଗଳଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା କଣିହାଁ ପୋଲିସ

ଅନୁଗୁଳ: ପରକୀୟା ପ୍ରୀତି ପାଇଁ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିଥିବା ସ୍ତ୍ରୀକୁ ବାନ୍ଧିଲା ପୋଲିସ। ଏଥିସହ ଅଭିଯୁକ୍ତ ପ୍ରେମିକକୁ ମଧ୍ୟ କଣିହାଁ ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗିରଫ ଦ୍ବୟ ହେଲେ ଅନୁଗୁଳ ସଦର…

Continue Readingପରକୀୟା ପ୍ରୀତି ହେଲା କାଳ! ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ, ପ୍ରେମୀ ଯୁଗଳଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା କଣିହାଁ ପୋଲିସ

ଦିବ୍ୟ ଦର୍ଶନ ଜ୍ଞାନ ମନ୍ଦିରର ୧୨ ତମ ପ୍ରତିଷ୍ଠା ଦିବସ ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢ଼ାପଙ୍କ ଗ୍ରାମ ନୂଆସାହି ଦିବ୍ୟଦର୍ଶନ ଜ୍ଞାନ ମନ୍ଦିରର ୧୨ ତମ ପ୍ରତିଷ୍ଠା ଦିବସ ତଥା ଦୀକ୍ଷା ବାର୍ଷିକ ଅବସରରେ ନଗର ସଂକୀର୍ତ୍ତନ ମହାସମାରୋହରେ ପାଳିତ ହୋଇଛି। ଏହି ଅବସରରେ ଦୀକ୍ଷିତ ଗୁରୁ ଭାଇ…

Continue Readingଦିବ୍ୟ ଦର୍ଶନ ଜ୍ଞାନ ମନ୍ଦିରର ୧୨ ତମ ପ୍ରତିଷ୍ଠା ଦିବସ ଆୟୋଜିତ

ଜାତୀୟ ଆୟୁର୍ବେଦ ଦିବସ: ବୈଦ୍ୟ ଜ୍ୟୋତି ଶ୍ରୀ ବଳରାମ ପ୍ରସାଦ ସିଂହଦେଓ ସମ୍ବର୍ଦ୍ଧିତ

ଅନୁଗୁଳ: ଜାତୀୟ ଆୟୁର୍ବେଦ ଦିବସ ଅବସରରେ ଓଡ଼ିଶା ପ୍ରାଦେଶିକ ଆୟୁର୍ବେଦ ସମ୍ମିଳନୀ, ଭୁବନେଶ୍ୱର ଓ ଅଖିଳ ଭାରତୀୟ ଆୟୁର୍ବେଦ ମହାସମ୍ମିଳନୀ, ନୂଆଦିଲ୍ଲୀ ପକ୍ଷରୁ ଭୁବନେଶ୍ୱର ରେଡ଼କ୍ରସ ଭବନ ଠାରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲା ଘଣ୍ଟପଡ଼ା ଗ୍ରାମର ବୈଦ୍ୟ ଜ୍ୟୋତି…

Continue Readingଜାତୀୟ ଆୟୁର୍ବେଦ ଦିବସ: ବୈଦ୍ୟ ଜ୍ୟୋତି ଶ୍ରୀ ବଳରାମ ପ୍ରସାଦ ସିଂହଦେଓ ସମ୍ବର୍ଦ୍ଧିତ

ଆଉ ଉଡ଼ିବନି ଭିସ୍ତାରା, କାଲିଠୁ ଏୟାର ଇଣ୍ଡିଆ ଗ୍ରୁପ ସହ ମିଶିଯିବ

ନୂଆଦିଲ୍ଲୀ: ଆଜି ଶେଷ ଉଡ଼ାଣ ଭରିବ ଭିସ୍ତାରା ଏୟାରଲାଇନ୍ସ। ମଙ୍ଗଳବାର ଠାରୁ ଏୟାର ଇଣ୍ଡିଆ ଗ୍ରୁପ ସହ ଏହାର ମିଶ୍ରଣ ହୋଇଯିବ। ଟାଟା ଗ୍ରୁପ୍ ଏବଂ ସିଙ୍ଗାପୁର ଏୟାରଲାଇନ୍ସର ମିଳିତ ଉଦ୍ୟମରେ ଭିସ୍ତାରା ପରିଚାଳିତ ହେଉଥିଲା। ବର୍ତ୍ତମାନ ଏୟାର ଇଣ୍ଡିଆ ସହିତ…

Continue Readingଆଉ ଉଡ଼ିବନି ଭିସ୍ତାରା, କାଲିଠୁ ଏୟାର ଇଣ୍ଡିଆ ଗ୍ରୁପ ସହ ମିଶିଯିବ

ଓଡ଼ିଆ ଅସ୍ମିତା ଗଲା ଚୁଲିକୁ ! ଇଂରାଜୀରେ ଲେଖା ହୋଇଛି ଓରମାସର ଏଗ୍ରି ମଲ୍ ର ସାଇନ୍ ବୋର୍ଡ

ଅନୁଗୁଳ: ଓଡ଼ିଆ ଅସ୍ମିତାର ନାରା ଦେଇ ବିଜେପି ରାଜ୍ୟ ଶାସନ ଭାର ହାତେଇଛି। ଶାସନକୁ ଆସିବା ପରେ ସବୁ ସରକାରୀ ଓ ବେସରକାରୀ କାଗଜପତ୍ର ଠୁ ଆରମ୍ଭ କରି ସମସ୍ତ ଦୋକାନ ବଜାର, ଅଫିସ କଚେରୀର ହୋର୍ଡ଼ିଂ ମଧ୍ୟ ବଦଳାଇଛି। ଆଉ…

Continue Readingଓଡ଼ିଆ ଅସ୍ମିତା ଗଲା ଚୁଲିକୁ ! ଇଂରାଜୀରେ ଲେଖା ହୋଇଛି ଓରମାସର ଏଗ୍ରି ମଲ୍ ର ସାଇନ୍ ବୋର୍ଡ

ବଦଳିଲା ରାଜ୍ୟ ନର୍ସଙ୍କ ଡ୍ରେସ କୋଡ୍‌

ଭୁବନେଶ୍ୱର: ବଦଳିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧୀନ ନର୍ସଙ୍କ ଡ୍ରେସ କୋଡ୍। ଏଣିକି ନୂଆ ରଙ୍ଗ ଓ ନୂଆ ଡିଜାଇନର ଡ୍ରେସ୍ ପିନ୍ଧିବେ ନର୍ସ। ଆଉ ସେଥିରେ ରହିବ ସମ୍ବଲପୁରୀ ଛିଟ। ଲାଭେଣ୍ଡର୍ ବା ହାଲୁକା ଗୋଲାପୀ ରଙ୍ଗର ଡ୍ରେସ୍ ପିନ୍ଧିବେ…

Continue Readingବଦଳିଲା ରାଜ୍ୟ ନର୍ସଙ୍କ ଡ୍ରେସ କୋଡ୍‌

ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ: କ୍ଷୁଦ୍ର ଶସ୍ୟକୁ ନେଇ ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ୟର ପ୍ରଦର୍ଶନୀ ଆୟୋଜିତ

ଅନୁଗୁଳ : ରବିବାର ପୂର୍ବାହ୍ନରେ ସ୍ଥାନୀୟ ବ୍ଲାକ ଡାଇମଣ୍ଡ ସମ୍ମିଳନୀ କକ୍ଷଠାରେ ଜିଲ୍ଲା କୃଷି ବିଭାଗର ଆନୁକୂଲ୍ୟରେ ଶ୍ରୀ ଅନ୍ନ ଅଭିଯାନ ଅର୍ନ୍ତଗତ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ ହୋଇଛି। ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…

Continue Readingଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ: କ୍ଷୁଦ୍ର ଶସ୍ୟକୁ ନେଇ ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ୟର ପ୍ରଦର୍ଶନୀ ଆୟୋଜିତ

ମହୀଧରପୁର ମହୋତ୍ସବ ମୟୂରୀ ଉଦ୍‌ଘାଟିତ: ମେଳାରେ କିଣାକିଣି କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଉଛନ୍ତି ଲୋକେ

ଅନୁଗୁଳ: ରବିବାର ଉଦଘାଟିତ ହୋଇଛି ମହୀଧରପୁର ମହୋତ୍ସବ ମୟୂରୀ-୨୦୨୪। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ କହିଥିଲେ, ସାଂସ୍କୃତିକ ମହୋତ୍ସବ ଅଞ୍ଚଳ ମଧ୍ୟରେ ଭାଇଚାରା ସୃଷ୍ଟି କରେ ବୋଲି କହିଥିଲେ। ତେଣୁ ସମସ୍ତେ ଏହିଭଳି…

Continue Readingମହୀଧରପୁର ମହୋତ୍ସବ ମୟୂରୀ ଉଦ୍‌ଘାଟିତ: ମେଳାରେ କିଣାକିଣି କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଉଛନ୍ତି ଲୋକେ

ଧରମପୁରରେ ହାତୀ ଉପଦ୍ରବ: ଯାଯାବରଙ୍କ ଝୁମ୍ପୁଡ଼ି ଘର ଭାଙ୍ଗିବା ସହ ଦୋକାନକୁ କଲେ ନଷ୍ଟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ ଧରମପୁର ଗ୍ରାମର କେନାଲ୍ ଛକ ନିକଟରେ ଆଜି ସନ୍ଧ୍ୟାରେ ଏକ ଗୋଟିକିଆ ଗୋଠ ଛଡ଼ା ଦନ୍ତା ହାତୀ ଆସି ଉପଦ୍ରବ କରିଛି। ହାତୀଟି କେନାଲ ପାର୍ଶ୍ୱରେ ଥିବା ଏକ ଦୋକାନ ଭାଙ୍ଗିବା ସହ…

Continue Readingଧରମପୁରରେ ହାତୀ ଉପଦ୍ରବ: ଯାଯାବରଙ୍କ ଝୁମ୍ପୁଡ଼ି ଘର ଭାଙ୍ଗିବା ସହ ଦୋକାନକୁ କଲେ ନଷ୍ଟ