ଶ୍ରୀ ଗୋପାଳ ଗୋଶାଳାରେ ଗୋପାଷ୍ଟମୀ ପାଳିତ, ଗୋହତ୍ୟା ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଆହ୍ୱାନ
ଅନୁଗୁଳ: ଅନୁଗୁଳ ରନ୍ତଳେଇ ସ୍ଥିତ ଶ୍ରୀ ଗୋପାଳ ଗୋଶାଳାଠାରେ ଗୋପାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଛି। ଏ ଅବସରରେ ପ୍ରଥମେ ଗୋମାତା ପୂଜନ, ହନୁମାନ ଚାଳିଶା ପାଠ ଓ ସୁରଭି ଯଜ୍ଞ କରାଯାଇଥିଲା। ଗୋପାଷ୍ଟମୀ ଉପଲକ୍ଷେ ସଭା ମଞ୍ଚରେ ଢେଙ୍କାନାଳ ସାଂସଦ…




