ଶକ୍ତିଙ୍କ ଫେସ୍ବୁକ୍ ପୋଷ୍ଟ ବିଜେଡିକୁ ଅଡ଼ୁଆ
ଅନୁଗୁଳ: ଚଳିତ ବିଧାନ ସଭା ଓ ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡିର ବରିଷ୍ଠ ନେତା ଶକ୍ତି ପଟ୍ଟନାୟକଙ୍କ ଏକ ଫେସ୍ବୁକ୍ ପୋଷ୍ଟ ପୁଣି ଚର୍ଚ୍ଚାର ଖୋରାକ ଯୋଗାଇଛି। ଖାଲି ଚର୍ଚ୍ଚା ନୁହଁ ବିଜେଡିକୁ ଏକପ୍ରକାର ଅଡ଼ୁଆରେ ପକାଇଦେଇଛନ୍ତି। ଶକ୍ତି…
