୭୦ ତମ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ବନାଞ୍ଚଳ ଅନ୍ତର୍ଗତ ଜେରେଙ୍ଗ ଲକ୍ଷ୍ମୀଧରପୁର ବନ ସୁରକ୍ଷା ସମିତିର ସଭାଗୃହରେ ୭୦ ତମ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ସମାରୋହ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ସମାଜସେବୀ ଚିନ୍ମୟୀ ଦାସ ଓ ଜରପଡ଼ା ବନାଞ୍ଚଳ ଅଧିକାରୀ ମାଧବ ଚନ୍ଦ୍ର…

Continue Reading୭୦ ତମ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ

ମହାତ୍ମା ଗାନ୍ଧିଜୀଙ୍କ ୧୫୫ ତମ ଓ ଶାସ୍ତ୍ରୀଙ୍କର ୧୧୦ ତମ ଜୟନ୍ତୀ ପାଳିତ

ଅନୁଗୁଳ: ଗାନ୍ଧି ଶାନ୍ତି ପ୍ରତିଷ୍ଠାନ, ବାଜିରାଉତ ଛାତ୍ରବାସ, ଜିଲ୍ଲା ସର୍ବୋଦୟ ମଣ୍ଡଳ ର ମିଳିତ ଆନୁକୂଲ୍ୟରେ ଆୟୋଜିତ,ଗାନ୍ଧୀ ଜୟନ୍ତୀ ଅବସରରେ ଶୀମିଳିପଡ଼ା ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଗାନ୍ଧିଜୀଙ୍କ ବିଚାରକୁ ଛାତଛାତ୍ରୀ ମାନଙ୍କ ମଧ୍ୟ୍ୟରେ ପହଁଚେଇବା ପାଇଁ ଅନଗୁଳର…

Continue Readingମହାତ୍ମା ଗାନ୍ଧିଜୀଙ୍କ ୧୫୫ ତମ ଓ ଶାସ୍ତ୍ରୀଙ୍କର ୧୧୦ ତମ ଜୟନ୍ତୀ ପାଳିତ

୨ ଦିନିଆ ରାଜ୍ୟସ୍ତରାୟ ବନ ବିଭାଗ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ

ଅନୁଗୁଳ:ସ୍ଥାନୀୟ ଫରେଷ୍ଟ ରେଞ୍ଜର୍ସ ଟ୍ରେନିଂ କଲେଜ ଠାରେ ଆଜି ପୂର୍ବାହ୍ନରେ ୨ ଦିନିଆ ରାଜ୍ୟସ୍ତରାୟ ବନ ବିଭାଗ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ ହୋଇଛି। ଉଦଘାଟନୀ ଉତ୍ସବରେ ଓଡ଼ିଶା ବନଖଣ୍ଡ ଉନ୍ନୟନ ନିଗମ( ଓ ଏଫ୍ ଡି ସି) ପରିଚାଳନା ନିର୍ଦ୍ଦେଶକ ସୁରେଶ…

Continue Reading୨ ଦିନିଆ ରାଜ୍ୟସ୍ତରାୟ ବନ ବିଭାଗ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ

ସମର୍ପଣ ଏକାଡେ଼ମୀରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

  ଅନୁଗୁଳ : ସମର୍ପଣ ଏକାଡେ଼ମୀର ପ୍ରଗତିନଗର ଶାଖାରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ସ୍ୱାଧୀନତା ସଂଗ୍ରାମୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି। ଅନୁଷ୍ଠାନର ଅଧକ୍ଷା ବୈଷ୍ଣବୀ ଦେଓଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଜିଲ୍ଲା ଶିଶୁ…

Continue Readingସମର୍ପଣ ଏକାଡେ଼ମୀରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ଗାନ୍ଧୀ ଜୟନ୍ତୀରେ ସଫେଇ କଲେ ଅନୁଗୁଳ ଜିଲ୍ଲା ପୂର୍ବ ସୈନିକ ସଂଘର କର୍ମକର୍ତ୍ତା, ଦେଲେ ସ୍ୱଚ୍ଛତାର ବାର୍ତ୍ତା

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୂର୍ବ ସୈନିକ ସଂଘ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଛି। ଏ ଅବସରରେ ସଂଘ ସଭାପତି ଅନିଲ କୁମାର ମହାନ୍ତିଙ୍କ ନେତୃତ୍ଵରେ ସମସ୍ତ ସଦସ୍ୟ ବାସନ୍ତୀ ଦୁର୍ଗା ମଣ୍ଡପ ପରିସରକୁ ପରିଷ୍କାର କରି ସ୍ୱଚ୍ଛତାର ବାର୍ତ୍ତା ଦେଇଥିଲେ।…

Continue Readingଗାନ୍ଧୀ ଜୟନ୍ତୀରେ ସଫେଇ କଲେ ଅନୁଗୁଳ ଜିଲ୍ଲା ପୂର୍ବ ସୈନିକ ସଂଘର କର୍ମକର୍ତ୍ତା, ଦେଲେ ସ୍ୱଚ୍ଛତାର ବାର୍ତ୍ତା

ଦାଣ୍ଡି ଯାତ୍ରା ସ୍ମାରକୀ ପ୍ରତିକୃତି ଖୁବ୍ ଶୀଘ୍ର ଉନ୍ମୋଚିତ ହେବ

ଅନୁଗୁଳ: ଅନୁଗୁଳ ଗାନ୍ଧୀ ଉଦ୍ୟାନ ନିକଟରେ ନିର୍ମାଣାଧୀନ ଦାଣ୍ଡି ଯାତ୍ରା ସ୍ମାରକୀ ପ୍ରତିକୃତି ଖୁବ୍ ଶୀଘ୍ର ଉନ୍ମୋଚିତ ହେବ ବୋଲି ପ୍ରକାଶ କରିଛନ୍ତି ଅନୁଗୁଳ ନଗରପାଳ ଅକ୍ଷୟ କୁମାର ସାମନ୍ତ। ଏଟିଭିକୁ ଏକ ସାକ୍ଷାତକାରରେ ଶ୍ରୀ ସାମନ୍ତ ପ୍ରକାଶ କରିଛନ୍ତି କି…

Continue Readingଦାଣ୍ଡି ଯାତ୍ରା ସ୍ମାରକୀ ପ୍ରତିକୃତି ଖୁବ୍ ଶୀଘ୍ର ଉନ୍ମୋଚିତ ହେବ

କର୍ମଚାରୀଙ୍କୁ ବକେୟା ପ୍ରାପ୍ୟ ଦେବାକୁ ଦାବି: ନେସ ତରଫରୁ ଗଣଧାରଣା

ଅନୁଗୁଳ: ଅନୁଗୁଳ ଜିଲ୍ଲା ନବରତ୍ନ କମ୍ପାନୀ ନାଲକୋ ପକ୍ଷରୁ କର୍ମଚାରୀଙ୍କୁ ବକେୟା ପ୍ରାପ୍ୟ ଦେବାରେ ବିଳମ୍ବ କରୁଥିବା ହେତୁ ଆଜି ନେସ ତରଫରୁ ନାଲକୋ ପ୍ରଶାସନିକ କାର୍ଯ୍ୟାଳୟ ଠାରେ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯାଇଛି। ଗତ କିଛି ଦିନ ପୂର୍ବରୁ ତୁରନ୍ତ ସମସ୍ତ…

Continue Readingକର୍ମଚାରୀଙ୍କୁ ବକେୟା ପ୍ରାପ୍ୟ ଦେବାକୁ ଦାବି: ନେସ ତରଫରୁ ଗଣଧାରଣା

ନିଖୋଜ ଯୁବକର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ପଞ୍ଚାୟତର ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ତେବେ ପରିବାର ପକ୍ଷରୁ ଏହାକୁ ହତ୍ୟା ଦର୍ଶାଇ ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ, ୨୯ ସେପ୍ଟେମ୍ବର ସନ୍ଧ୍ୟା ସମୟରେ ସୂର୍ଯ୍ୟକାନ୍ତ…

Continue Readingନିଖୋଜ ଯୁବକର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଭିନୁ ମଙ୍କଡ ଟ୍ରଫି ପାଇଁ ଅନୁଗୁଳର ୪ ଖେଳାଳୀ ସ୍ଥାନ ପାଇଲେ

ଅନୁଗୁଳ: ଜୟପୁର ଠାରେ ଆସନ୍ତା ଅକ୍ଟୋବର ୪ ତାରିଖରୁ ଆରମ୍ଭ ହେବାକୁ ଥିବା ୧୯ ବର୍ଷରୁ କମ ଭୀନୁ ମଙ୍କଡ ଟ୍ରଫି ପାଇଁ ଓଡ଼ିଶା ପକ୍ଷରୁ ଟିମ୍ ଚୟନ ସରି ଯାଇଛି। ଏହି ଟିମ୍ ରେ ଅନୁଗୁଳ ଜିଲ୍ଲାର ୪ ଜଣ…

Continue Readingଭିନୁ ମଙ୍କଡ ଟ୍ରଫି ପାଇଁ ଅନୁଗୁଳର ୪ ଖେଳାଳୀ ସ୍ଥାନ ପାଇଲେ

ପର୍ଯ୍ୟଟକଙ୍କୁ ଲୁଟ ମାମଲାକୁ ଗମ୍ଭୀରତାର ସହ ନେଲା ଅନୁଗୁଳ ପୋଲିସ, ୩ ଅଭିଯୁକ୍ତଙ୍କୁ କଲା ଗିରଫ

ଅନୁଗୁଳ: ପର୍ଯ୍ୟଟକଙ୍କୁ ଅନୁଗୁଳରେ ଲୁଟ। ଏନେଇ ଅଭିଯୋଗ ପରେ ପୋଲିସ ମାମଲାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ବଅଁରପାଳ ଥାନା ଅନ୍ତର୍ଗତ ଟେଣ୍ଟୁଲୋଇ ଗ୍ରାମର ସୁନିଲ୍ ଓରଫ୍ ଗୋବିନ୍ଦ ନାଏକ(୨୬),…

Continue Readingପର୍ଯ୍ୟଟକଙ୍କୁ ଲୁଟ ମାମଲାକୁ ଗମ୍ଭୀରତାର ସହ ନେଲା ଅନୁଗୁଳ ପୋଲିସ, ୩ ଅଭିଯୁକ୍ତଙ୍କୁ କଲା ଗିରଫ