Read more about the article ୨୦୨୨ରେ ନାବାଳିକାକୁ ସ୍କୁଲରୁ ଟାଣି ନେଇ କରିଥିଲା ଦୁଷ୍କର୍ମ, ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଲେ କୋର୍ଟ
Law Judge Gavel And Legality Symbol

୨୦୨୨ରେ ନାବାଳିକାକୁ ସ୍କୁଲରୁ ଟାଣି ନେଇ କରିଥିଲା ଦୁଷ୍କର୍ମ, ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଲେ କୋର୍ଟ

ଅନୁଗୁଳ: ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ଅନୁଗୁଳ କୋର୍ଟ। ମଙ୍ଗଳବାର ଦିନ ଅନୁଗୁଳ ଆଡ଼ ହକ,ଅତିରିକ୍ତ ଜିଲ୍ଲା ଓ ସେସନ୍ସ ଜଜ ଫାଷ୍ଟ ଟ୍ରାକ କୋର୍ଟ ଜଣେ ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।…

Continue Reading୨୦୨୨ରେ ନାବାଳିକାକୁ ସ୍କୁଲରୁ ଟାଣି ନେଇ କରିଥିଲା ଦୁଷ୍କର୍ମ, ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଲେ କୋର୍ଟ

ଅନୁଗୁଳରେ ବିଜୁ ସ୍ବାସ୍ଥ୍ୟ ନବୀନ କାର୍ଡ ବାଣ୍ଟିଲେ ବିଧାୟକ ରଜନୀକାନ୍ତ ସିଂହ

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବିଜୁ ସ୍ବାସ୍ଥ୍ୟ ନବୀନ କାର୍ଡ ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ ନବୀନ କାର୍ଡ ବଣ୍ଟନ…

Continue Readingଅନୁଗୁଳରେ ବିଜୁ ସ୍ବାସ୍ଥ୍ୟ ନବୀନ କାର୍ଡ ବାଣ୍ଟିଲେ ବିଧାୟକ ରଜନୀକାନ୍ତ ସିଂହ

ଦୋକାନ ବନ୍ଦ କରି ଫେରିବା ବେଳେ ଯୁବକଙ୍କୁ ଚାପି ଦେଲା ଟ୍ରକ, ନିଆଁ ଲଗାଇ ଦେଲେ ଉତ୍ତ୍ୟକ୍ତ ଲୋକ

ଅନୁଗୁଳ: ଅନୁଗୁଳ ସହର ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ରେ ଦୁର୍ଘଟଣା ଘଟି ପୁଣି ଏକ ଜୀବନ ଯାଇଛି। ଅନୁଗୁଳ ହାଇସ୍କୁଲ ସାମ୍ନାରେ ଟ୍ରକ ଧକ୍କାରେ ଜଣେ ମଟର ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଉତ୍ତ୍ୟକ୍ତ ଲୋକ ଟ୍ରକରେ…

Continue Readingଦୋକାନ ବନ୍ଦ କରି ଫେରିବା ବେଳେ ଯୁବକଙ୍କୁ ଚାପି ଦେଲା ଟ୍ରକ, ନିଆଁ ଲଗାଇ ଦେଲେ ଉତ୍ତ୍ୟକ୍ତ ଲୋକ

ଚକାଡୋଳା କପ୍ କ୍ରିକେଟ ଉଦଯାପିତ

ଅନୁଗୁଳ: ଗତ ତିନି ତାରିଖରୁ ଆରମ୍ଭ ହୋଇଥିବା ଚକାଡୋଳା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ବଣିଆବାହଲ ହାଇସ୍କୁଲ ପଡ଼ିଆରେ ଆୟୋଜିତ ଚିତ୍ତାକର୍ଷକ ଏହି ପ୍ରତିଯୋଗିତାର ଫାଇନାଲରେ ଏମ ମହାରାଜା,ଏସ ଲାୟନ୍ସକୁ ହରାଇ ଟ୍ରଫି ଜିତି ନେଇଥିଲା। ଫାଇନାଲରେ ବିଜେପି କାର୍ଯ୍ୟକାରିଣୀ…

Continue Readingଚକାଡୋଳା କପ୍ କ୍ରିକେଟ ଉଦଯାପିତ

ଅବସରପ୍ରାପ୍ତ ଡାକ କର୍ମଚାରୀଙ୍କ ବାର୍ଷିକ ସମାବେଶ

ଅନୁଗୁଳ: ସ୍ଥାନୀୟ ମା ବାସନ୍ତୀ ଦୁର୍ଗାପୂଜା ପଡିଆରେ ଢେ଼ଙ୍କାନାଳ ଡିଭିଜନ ଅନ୍ତର୍ଗତ ଅବସରପ୍ରାପ୍ତ ଡାକ କର୍ମଚାରୀଙ୍କ ବାର୍ଷିକ ସମାବେଶ ଅନୁଷ୍ଠିତ ହୋଇଯାଇଅଛି।ଅବସରପ୍ରାପ୍ତ ଡାକ ବିଭାଗ ନିର୍ଦ୍ଦେଶକ ଆଦିତ୍ୟ ପ୍ରସାଦ ନାୟକ ମୁଖ୍ୟ ଅତିଥି ରୁପେ ସମାବେଶକୁ ଉଦ୍ଘାଟନ କରିଥିଲେ।ସରୋଜ କୁମାର ମହାପାତ୍ରଙ୍କ…

Continue Readingଅବସରପ୍ରାପ୍ତ ଡାକ କର୍ମଚାରୀଙ୍କ ବାର୍ଷିକ ସମାବେଶ

ବଇଣ୍ଡା ମଣ୍ଡଳରେ ବିଜେପିର ନାରୀଶକ୍ତି ବନ୍ଦନ ପଦଯାତ୍ରା ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ବଇଣ୍ଡା ମଣ୍ଡଳରେ ବିଜେପି ପକ୍ଷରୁ ନାରୀଶକ୍ତି ବନ୍ଦନ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ଦିଲେଶ୍ଵର ପ୍ରଧାନ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ମହିଳାଙ୍କ…

Continue Readingବଇଣ୍ଡା ମଣ୍ଡଳରେ ବିଜେପିର ନାରୀଶକ୍ତି ବନ୍ଦନ ପଦଯାତ୍ରା ଆୟୋଜିତ

ମେଗା କ୍ଳବ୍ ପକ୍ଷରୁ ରକ୍ତଦାନ ଶିବିର

ଅନୁଗୁଳ: ମେଗା କ୍ଳବ୍ ସିମିଳିପଡ଼ା ଓ ମୋ ପରିବାର ଜୀବନବିନ୍ଦୁ ଆନୁକୁଲ୍ୟରେ କ୍ଳବ୍ ପରିସରରେ ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି। ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଏହି ଶିବିରରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି…

Continue Readingମେଗା କ୍ଳବ୍ ପକ୍ଷରୁ ରକ୍ତଦାନ ଶିବିର

ଭେଟରାନ ଫୁଟବଲ କପ୍ ୨୦୨୪: ଚାନ୍ଦ କ୍ଳବ୍, ନାଲକୋକୁ ହରାଇ ଚମ୍ପିୟାନ

ଅନୁଗୁଳ: ଅନୁଗୁଳର ସୁନାମଧନ୍ୟ କ୍ରୀଡା ଶିକ୍ଷକ ସ୍ଵର୍ଗତ ପଦ୍ମଚରଣ ସିହ୍ନା ଓ ବ୍ୟବସାୟୀ ସ୍ବର୍ଗତ ଶିବାନନ୍ଦ ରାଉତଙ୍କ ସ୍ମୃତିରେ ଦୁଇ ଦିନିଆ ଭେଟରାନ କପ୍ ଫୁଟବଲ୍ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି।ଏଥିରେ ଜିଲ୍ଲାର ଆଠଗୋଟି ଦଳ ଭାଗ ନେଇଥିଲେ। ଫାଇନାଲରେ ଚାନ୍ଦ କ୍ଳବ୍…

Continue Readingଭେଟରାନ ଫୁଟବଲ କପ୍ ୨୦୨୪: ଚାନ୍ଦ କ୍ଳବ୍, ନାଲକୋକୁ ହରାଇ ଚମ୍ପିୟାନ

ପ୍ରେମ କରିବା ବାହାନାରେ ରାଜ୍ଯ ବାହାରକୁ ନାବାଳିକା ଚାଲାଣ ଅଭିଯୋଗ, ୬ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଟାଉନ ଥାନା ଅଞ୍ଚଳରୁ ଜଣେ ନାବାଳିକାକୁ ଅପହରଣ କରି ବାହାର ରାଜ୍ଯକୁ ଚାଲାଣ ଅଭିଯୋଗରେ ପୋଲିସ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ଜଣେ ନାବାଳିକାକୁ ତାଙ୍କ ଗାଁର ଜଣେ ଯୁବକ…

Continue Readingପ୍ରେମ କରିବା ବାହାନାରେ ରାଜ୍ଯ ବାହାରକୁ ନାବାଳିକା ଚାଲାଣ ଅଭିଯୋଗ, ୬ ଗିରଫ

ଅନୁଗୁଳରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ:୧୫୦ଟି ପ୍ରାକ ମକଦ୍ଦମାଜନିତ ମାମଲା ଓ ୫୧୨ ଟି ବିଚାରାଧୀନ ମାମଲାର ହେଲା ଫଇସଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧ‌ିକରଣ ପକ୍ଷରୁ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ, ୨୦୨୪ ଅନୁଷ୍ଠିତ ହୋଇଛି। ଏହି ଲୋକ ଅଦାଲତରେ ୧୫୦ଟି ପ୍ରାକ ମକଦ୍ଦମାଜନିତ ମାମଲାର ଫଇସଲା କରାଯାଇ ୨୩ ଲକ୍ଷ ୭୮ ହଜାର ୯୩୫ ଟଙ୍କାର ସମାଧାନ କରାଯାଇଛି।…

Continue Readingଅନୁଗୁଳରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ:୧୫୦ଟି ପ୍ରାକ ମକଦ୍ଦମାଜନିତ ମାମଲା ଓ ୫୧୨ ଟି ବିଚାରାଧୀନ ମାମଲାର ହେଲା ଫଇସଲା