ଆଦିବାସୀ ମାରଣ ନୀତିକୁ ବିରୋଧ, ତହସିଲ ଘେରିଲେ ଆଦିବାସୀ ସହର ସମାଜ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଆଦିବାସୀ ସହର ସମ୍ପ୍ରଦାୟ ପକ୍ଷରୁ ଆଦିବାସୀ ମାରଣ ନୀତି ବିରୋଧରେ ୭ ଦଫା ଦାବି ନେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଦିବାସୀ ସମ୍ପ୍ରଦାୟ ସହର ସମାଜର ସଭାପତି କାର୍ତ୍ତିକା ବୋଇତା…

Continue Readingଆଦିବାସୀ ମାରଣ ନୀତିକୁ ବିରୋଧ, ତହସିଲ ଘେରିଲେ ଆଦିବାସୀ ସହର ସମାଜ

ଅନୁଗୁଳରେ ନୂଆ ‘ଓ’ ଜିଲ୍ଲା ଉତ୍ସବ ଆୟୋଜିତ, ଯୋଗ ଦେଲେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା

ଅନୁଗୁଳ: ଆଜି ନୂଆ 'ଓ' ଜିଲ୍ଲା ଉତ୍ସବ ଅନୁଗୁଳ ବିଜୁ ମଇଦାନରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ, ମୁଖ୍ୟମନ୍ତ୍ରୀ ଓଡିଶାର ଉନ୍ନତି…

Continue Readingଅନୁଗୁଳରେ ନୂଆ ‘ଓ’ ଜିଲ୍ଲା ଉତ୍ସବ ଆୟୋଜିତ, ଯୋଗ ଦେଲେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା

ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ: ଶକ୍ତିର ସଠିକ୍ ବ୍ଯବହାରକୁ ଗୁରୁତ୍ୱ

ଅନୁଗୁଳ: ଅନୁଗୁଳ ଟାଉନ୍ ଉଚ୍ଚ ବିଦ୍ଯାଳୟରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଅବସରରେ ଏକ ସଚେତନତା କାର୍ଯ୍ଯକ୍ରମ ଆୟୋଜିତ ହୋଇଛି। ପ୍ରକୃତି ପରିବେଶ ଓ ବନ୍ଯଜୀବନ ସମିତି ପକ୍ଷରୁ ଆୟୋଜିତ କାର୍ଯ୍ଯକ୍ରମରେ ଶକ୍ତିର ବିଭିନ୍ନ ଉତ୍ସ ଶକ୍ତିର ଆବଶ୍ଯକତା ଓ ଉପାଦେୟତା,…

Continue Readingଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ: ଶକ୍ତିର ସଠିକ୍ ବ୍ଯବହାରକୁ ଗୁରୁତ୍ୱ

ବକେୟା ଦରମା ସହ ସୁରକ୍ଷା ଉପକରଣ ଦାବି: ଟାଟା କାର୍ଯ୍ୟାଳୟରେ ତାଲା ପକାଇ ବିଦ୍ୟୁତ ଠିକା କର୍ମଚାରୀଙ୍କ ଧାରଣା

ପାଳଲହଡା: ପାଳଲହଡା ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଠିକା କର୍ମଚାରୀମାନେ ତିନି ମାସ ହେବ ଦରମା ପାଇନଥିବାରୁ ଟାଟା କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଏ ଅବସରରେ ସେମାନେ ତିନି ମାସର ବକେୟା ଦରମା, ସୁରକ୍ଷା ଉପକରଣ ଓ ନିଯୁକ୍ତି ପତ୍ର, ଇପିଏଫ,…

Continue Readingବକେୟା ଦରମା ସହ ସୁରକ୍ଷା ଉପକରଣ ଦାବି: ଟାଟା କାର୍ଯ୍ୟାଳୟରେ ତାଲା ପକାଇ ବିଦ୍ୟୁତ ଠିକା କର୍ମଚାରୀଙ୍କ ଧାରଣା

ମିଶ୍ରପଡ଼ା ଓ ସୌଭାଗ୍ୟନଗରରୁ ଲୁଟ୍ ମାମଲାରେ ପୋଲିସକୁ ବଡ଼ ସଫଳତା: ମୁଖ୍ୟ ଅଭିଯୁକ୍ତ ସୁବାସ ବେହେରା ଗିରଫ

ଅନୁଗୁଳ: ସ୍ଥାନୀୟ ମିଶ୍ରପଡ଼ା ଓ ସୌଭାଗ୍ୟନଗରରୁ ଗତ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ହୋଇଥିବା ଚୋରି ମାମଲାରେ ପୋଲିସ ହୁଲୁରିସିଂହା ଘାସିସାହିର ସୁବାସ ବେହେରା(୨୬)ଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ଅନୁଗୁଳ ଟାଉନ ଥାନା ସୌଭାଗ୍ୟନଗର ୪ର୍ଥ ଲାଇନରେ ରହୁଥିବା ସରୋଜ…

Continue Readingମିଶ୍ରପଡ଼ା ଓ ସୌଭାଗ୍ୟନଗରରୁ ଲୁଟ୍ ମାମଲାରେ ପୋଲିସକୁ ବଡ଼ ସଫଳତା: ମୁଖ୍ୟ ଅଭିଯୁକ୍ତ ସୁବାସ ବେହେରା ଗିରଫ

ରାଜନୀତି ହଟଚମଟ: ବିଜେପିରେ ଯୋଗ ଦେଲେ ବନ୍ତଳାର ଏକାଧିକ ବିଜେଡି ନେତା

ଅନୁଗୁଳ: ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ୪ ନମ୍ବର ଜୋନ୍ ବନ୍ତଳା ମଣ୍ଡଳ ବଡ଼କନ୍ତକୂଳ ପଞ୍ଚାୟତ ଜାମୁଗାଡିଆର ଏକାଧିକ ବିଜେଡି ନେତା ଆଜି ବିଜେପିରେ ଯୋଗ ଦେଇଛନ୍ତି। ବିଜେଡି ନେତା ସୁଧାକର ପ୍ରଧାନ, ଅମରନାଥ ମହାକୁଡ, ସୁରଥ ଦେହୁରୀ, ବାପି ସାମଲ, ସୁମନ୍ତ…

Continue Readingରାଜନୀତି ହଟଚମଟ: ବିଜେପିରେ ଯୋଗ ଦେଲେ ବନ୍ତଳାର ଏକାଧିକ ବିଜେଡି ନେତା

ବାଇକ ଡିକି ଭାଙ୍ଗି ୪ ଲକ୍ଷ ଟଙ୍କା ଚୋରି ମାମଲା, ଅଭିଯୁକ୍ତକୁ ବାନ୍ଧିଲା ଅନୁଗୁଳ ପୋଲିସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହେମସୁରପଡ଼ା ଛକରୁ ଗତ ୨୮ତାରିଖରେ ବାଇକ ଡିକି ଭାଙ୍ଗି ୪ ଲକ୍ଷ ଟଙ୍କା ଚୋରି ମାମଲାରେ ଅନୁଗୁଳ ଟାଉନ ଥାନା ପୋଲିସ ଆଜି ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଗଞ୍ଜାମ ଆସ୍କା ଅଞ୍ଚଳର ଧୀରୁ ଦାସ(୨୪)।…

Continue Readingବାଇକ ଡିକି ଭାଙ୍ଗି ୪ ଲକ୍ଷ ଟଙ୍କା ଚୋରି ମାମଲା, ଅଭିଯୁକ୍ତକୁ ବାନ୍ଧିଲା ଅନୁଗୁଳ ପୋଲିସ

ତାଳଚେର ମହୋତ୍ସବ ନିମନ୍ତେ ପ୍ରାକ ପ୍ରସ୍ତୁତି ବୈଠକ: ତିନିଦିନ ଯାକ ଶାନ୍ତି ଶୃଙ୍ଖଳାର ସହ କାର୍ଯ୍ୟ ସମ୍ପାଦନା କରିବା ଉପରେ ଗୁରୁତ୍ୱାରୋପ

ତାଳଚେର: ତାଳଚେର ମହୋତ୍ସବ ନିମନ୍ତେ ଆଜି ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳଙ୍କ ସମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଆସନ୍ତା ୨୨ରୁ ୨୪ ତାରିଖ ଯାଏଁ ତିନିଦିନ ଧରି ତାଳଚେର କଲେଜ ପଡିଆଠାରେ ହେବାକୁ ଥିବା…

Continue Readingତାଳଚେର ମହୋତ୍ସବ ନିମନ୍ତେ ପ୍ରାକ ପ୍ରସ୍ତୁତି ବୈଠକ: ତିନିଦିନ ଯାକ ଶାନ୍ତି ଶୃଙ୍ଖଳାର ସହ କାର୍ଯ୍ୟ ସମ୍ପାଦନା କରିବା ଉପରେ ଗୁରୁତ୍ୱାରୋପ

ସୋସିଆଲ ମିଡିଆରେ ଜାତି ଆଣ ମନ୍ତବ୍ୟକୁ ବିରୋଧ: ଆମ୍ବେଦକର ଫାଉଣ୍ଡେସନ ତରଫରୁ ଥାନାରେ ଏତଲା

ଅନୁଗୁଳ: ସୋସିଆଲ ମିଡିଆରେ ଜାତି ଆଣ ମନ୍ତବ୍ୟ ଦେଉଥିବା ଜଣେ ବ୍ୟକ୍ତିଙ୍କ ବିରୋଧରେ ବାବା ସାହେବ ଆମ୍ବେଦକର ଫାଉଣ୍ଡେସନ ତରଫରୁ ଅନୁଗୁଳ ଥାନାରେ ଏତଲା ଦିଆଯାଇଛି। ସେମାନଙ୍କ ଅଭିଯୋଗ ମୁତାବକ, କିଛିଦିନ ହେଲା ଜଣେ ବ୍ୟକ୍ତି ଫେସବୁକ ସୋସିଆଲ ମିଡ଼ିଆ ମାଧ୍ୟମରେ…

Continue Readingସୋସିଆଲ ମିଡିଆରେ ଜାତି ଆଣ ମନ୍ତବ୍ୟକୁ ବିରୋଧ: ଆମ୍ବେଦକର ଫାଉଣ୍ଡେସନ ତରଫରୁ ଥାନାରେ ଏତଲା

ସାମ୍ବାଦିକ ଉପେନ୍ଦ୍ର କୁମାର ରାଉତଙ୍କୁ ଏଡିୟୁଜେ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଅନୁଗୁଳ: ସାମ୍ବାଦିକ ଉପେନ୍ଦ୍ର କୁମାର ରାଉତଙ୍କ ପରଲୋକରେ ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ଶୋକ ପ୍ରକାଶ କରିଛି। ଏ ଅବସରରେ ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଶୈଳ ଶ୍ରୀକ୍ଷେତ୍ର ମନ୍ଦିର ପ୍ରାଙ୍ଗଣରେ ସଂଘ କାର୍ଯ୍ୟକାରୀ ସଭାପତି ଜୟନ୍ତ କୁମାର କରଙ୍କ ଅଧ୍ୟକ୍ଷତାରେ ଏକ…

Continue Readingସାମ୍ବାଦିକ ଉପେନ୍ଦ୍ର କୁମାର ରାଉତଙ୍କୁ ଏଡିୟୁଜେ ପକ୍ଷରୁ ଶ୍ରଦ୍ଧାଞ୍ଜଳି