ବିଜୟଲକ୍ଷ୍ମୀଙ୍କ ଘରେ ବ୍ରହ୍ମ କମଳ ଫୁଟିଲା
ଅନୁଗୁଳ: ଖଲାରି ସ୍ଥିତ ବାସିନ୍ଦା ବିଜୟ ଲକ୍ଷ୍ମୀ ଭଞ୍ଜଙ୍କ ଘର ବାଲକୋନିରେ ଏକ ବ୍ରହ୍ମ କମଳ ଫୁଲ ଫୁଟିଥିଲା। ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଶ୍ରାବଣ ମାସରେ ଏହି ଫୁଲ ଫୁଟିବାକୁ ଖୁବ୍ ଶୁଭ ବୋଲି ଧରା ଯାଏ। ଫୁଲ ଫୁଟିଥିବା…
ଅନୁଗୁଳ: ଖଲାରି ସ୍ଥିତ ବାସିନ୍ଦା ବିଜୟ ଲକ୍ଷ୍ମୀ ଭଞ୍ଜଙ୍କ ଘର ବାଲକୋନିରେ ଏକ ବ୍ରହ୍ମ କମଳ ଫୁଲ ଫୁଟିଥିଲା। ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଶ୍ରାବଣ ମାସରେ ଏହି ଫୁଲ ଫୁଟିବାକୁ ଖୁବ୍ ଶୁଭ ବୋଲି ଧରା ଯାଏ। ଫୁଲ ଫୁଟିଥିବା…
ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ୩୮ ତମ ଜାତୀୟ ଚକ୍ଷୁ ଦାନ ପକ୍ଷ ସମାରୋହର ଶୁଭାରମ୍ଭ ହୋଇଥିଲା। ପରିବାର କଲ୍ୟାଣ ଅଧିକାରୀ ଡ଼ା ଦିଲୀପ ପଟ୍ଟନାୟକ ଏହାକୁ ଉଦଘାଟନ କରିବା ସହ ଜାତୀୟ ଚକ୍ଷୁ ଦାନ ପକ୍ଷର…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କଙ୍କରାଇ ଗ୍ରାମ ପିଢଖମଣ ପ୍ରାଥମିକ ବିଦ୍ୟାଳୟ ନିକଟସ୍ଥ ପଡିଆରେ ପ୍ରସ୍ତାବିତ ସୁଭଦ୍ରା ଖୋଲା ମୁହଁ କୋଇଲା ଖଣି ପ୍ରକଳ୍ପ ପାଇଁ ପ୍ରଦୂଷଣ ବୋର୍ଡ ପକ୍ଷରୁ ପରିବେଶ ସମ୍ବନ୍ଧୀୟ ଜନ ଶୁଣାଣି ଶିବିର ଶୁକ୍ରବାର…
ଅନୁଗୁଳ: ତାଳଚେର ବ୍ଲକ ଅନ୍ତର୍ଗତ ଗୋବରା ଗ୍ରାମରେ ଥିବା ଉଚ୍ଚ ବିଦ୍ୟାଳୟରେ ସ୍ନେକ୍ ରେସ୍କ୍ୟୁ ଟିମ୍ ଇଣ୍ଡିଆ(ବଳରାମ ପ୍ରସାଦ)ର ଚେୟାରମ୍ୟାନ ବିଭୂତି ଭୂଷଣ ନାହାକଙ୍କ ଅଧ୍ୟକ୍ଷତାରେ ଏକ ସର୍ପ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସଂଘମିତ୍ରା ବେହେରାଙ୍କ…
ତାଳଚେର: ତାଳଚେର ଟ୍ରକ ମାଲିକଙ୍କ କୋଇଲା ଟ୍ରକକୁ ଛତିଶଗଡ଼ର କିଛି ଟ୍ରକମାଲିକ ସୀମାରେ ଅଟକାଇ ଟିପି ଓ ଚାଲାଣ ଛଡ଼ାଇ ନେଇଛନ୍ତି। ଏଣୁ କୋଇଲା ବୋଝେଇ ଟ୍ରକଗୁଡ଼ିକୁ ସେଠାରେ ଅଟକ ରଖାଯାଇଛି। ଏହାର ପ୍ରତିବାଦରେ ତାଳଚେର ଟ୍ରକ ମାଲିକମାନେ ଛତିଶଗଡ଼ ଗାଡିଗୁଡ଼ିକୁ…
ରେଙ୍ଗାଳି: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ସୁଲେଇପାଳ ଗ୍ରାମର ଜଣେ ଯୁବକ ବ୍ରାହ୍ମଣୀ ନଦୀରେଗାଧୋଇବା ବେଳେ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି। ମୃତକ ହେଲେ କଣିହାଁ ବ୍ଲକ ଗଣ୍ଡମଳା ପଞ୍ଚାୟତ ଶୁଲେଇପାଳ ଗ୍ରାମର ରତ୍ନାକର ମହାନ୍ତି (୪୬)। ସୂଚନା ମୁତାବକ,…
ବଅଁରପାଳ: କେନ୍ଦ୍ର ସଡ଼କ, ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ସହଯୋଗରେ ଅନୁଗୁଳର ସାମାଜିକ ଅନୁଷ୍ଠାନ "ବିକଳ୍ପ ବିକାଶ - ଓଡ଼ିଶା" ଆନୁକୂଲ୍ୟରେ ସ୍ଥାନୀୟ ପାଞ୍ଚଗଡ଼ ସୋମନାଥ ସିଂହ ଜଗଦେବ +୨ ଓ +୩ ମହାବିଦ୍ୟାଳୟରେ 'ସଡ଼କ ସୁରକ୍ଷା -ଜୀବନ ରକ୍ଷା'…
ଅନୁଗୁଳ: ଆଜି ସଭାଘର ଠାରେ ଜିଲ୍ଲା ସ୍ଵାସ୍ଥ୍ୟ ପ୍ରଶାସନ,ନାକୋ,ଓସାକ ଏବଂ ଜେଏସପି ଫାଉଣ୍ଡେସନର ସହାୟତାରେ ଯୁବ ଉତ୍ସବ ଉଦଘାଟିତ ହୋଇଯାଇଛି। ଏହି ସମାରୋହକୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରିଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା ତ୍ରିଲୋଚନ ପ୍ରଧାନ। ଯୁବ…
ଅନୁଗୁଳ: ସ୍ବର୍ଗତ ପଦ୍ମଶ୍ରୀ ରାଧାମୋହନ ଗଡନାୟକଙ୍କ ୧୧୨ ତମ ଜନ୍ମବାର୍ଷିକୀ ଅନୁଗୁଳ ସରକାରୀ ମହାବିଦ୍ୟାଳୟ ସମ୍ମୁଖରେ ଥିବା କବିଙ୍କ ପ୍ରତିମୂର୍ତ୍ତି ଠାରେ ରାଧାମୋହନ ଗଡନାୟକ ସ୍ମୃତି ପରିଷଦ ଓ ସାହିତ୍ୟ ସଂସଦ ପକ୍ଷରୁ ପାଳିତ ହୋଇଯାଇଛି। ଏଥିରେ ଓଡ଼ିଶାର ବିଶିଷ୍ଟ କବି…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା କୋରଡ଼ା ଗ୍ରାମରେ ଘରୁ ମୋବାଇଲ ଚୋରି ହୋଇଥିବା ନେଇ କରି ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ସୁମନ୍ତ ସାହୁଙ୍କ ପରିବାର ଘର ନିକଟରେ କାମ କରୁଥିବା ବେଳେ ଗାଁର ଜଣେ ଯୁବକ ତାଙ୍କ…