ଆସନ୍ତା ୨୬ରେ ଛେଣ୍ଡିପଦା ଆସୁଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ପକ୍ଷରୁ ପ୍ରସ୍ତୁତି ବୈଠକ ଶେଷ

ଛେଣ୍ଡିପଦା: ବିଜେପି ନେତା ତଥା ଛେଣ୍ଡିପଦା ବିଧାୟକ ପ୍ରାର୍ଥୀ ଅଗସ୍ତି ବେହେରାଙ୍କ ନେତୃତ୍ବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତକୁ ନେଇ ସାମ୍ବାଦିକ ସମ୍ମିଳନୀ ଆଜି ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୨୬ ତାରିଖ…

Continue Readingଆସନ୍ତା ୨୬ରେ ଛେଣ୍ଡିପଦା ଆସୁଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ପକ୍ଷରୁ ପ୍ରସ୍ତୁତି ବୈଠକ ଶେଷ

ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ: ରାସ୍ତା ମରାମତି ଓ ଆଲୋକୀକରଣ ଉପରେ ଗୁରୁତ୍ୱାରୋପ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ଏକ ବୈଠକ ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଅନୁଗୁଳ ଆଞ୍ଚଳିକ ପରିବହନ ଅଧିକାରୀ ନିଖିଳ କୁମାର ପଟ୍ଟନାୟକ…

Continue Readingଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ: ରାସ୍ତା ମରାମତି ଓ ଆଲୋକୀକରଣ ଉପରେ ଗୁରୁତ୍ୱାରୋପ

୨୦୧୮ ମସିହାର ଗଣଦୁଷ୍କର୍ମ ଘଟଣା: ନାବାଳକକୁ ୨୦ ବର୍ଷ ଜେଲ-ଜରିମାନା

ଅନୁଗୁଳ: ଏକ ଗଣଦୁଷ୍କର୍ମ ମାମଲାର ଶୁଣାଣି କରି ଗୁରୁବାର ଶିଶୁ ବିଭାଗ କୋର୍ଟ ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ ୨୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିବା ଜଣାଯାଇଛି। ଗତ ୨୦୧୮ ମସିହା ମେ' ୩ ତାରିଖରେ ହଣ୍ଡପା ଥାନା ଅନ୍ତର୍ଗତ ନାକଚି…

Continue Reading୨୦୧୮ ମସିହାର ଗଣଦୁଷ୍କର୍ମ ଘଟଣା: ନାବାଳକକୁ ୨୦ ବର୍ଷ ଜେଲ-ଜରିମାନା

ଅନୁଗୁଳ ଜିଲ୍ଲାରେ “ଶିଶୁଙ୍କ ପାଇଁ ଦିନଟିଏ” ପାଳିତ: ବାଲ୍ୟ ବିବାହ ବନ୍ଦ କରିବା ଉପରେ ଗୁରୁତ୍ୱ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଶିଶୁସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରାଇବା ଓ ବାଲ୍ୟ ବିବାହକୁ ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁଙ୍କ ପାଇଁ ଦିନଟିଏ ତଥା ଜିଲ୍ଲା ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ଗ୍ରାମ, ପଞ୍ଚାୟତସ୍ତରରେ…

Continue Readingଅନୁଗୁଳ ଜିଲ୍ଲାରେ “ଶିଶୁଙ୍କ ପାଇଁ ଦିନଟିଏ” ପାଳିତ: ବାଲ୍ୟ ବିବାହ ବନ୍ଦ କରିବା ଉପରେ ଗୁରୁତ୍ୱ

‘ସୁସ୍ଥ ଜୀବନଚର୍ଯ୍ୟା ପାଇଁ ଯୋଗ ମାଧ୍ୟମ’: ପତଞ୍ଜଳି ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଅନୁଗୁଳ: ଅନୁଗୁଳ ପତଞ୍ଜଳି ଯୋଗ ସମିତି ତରଫରୁ ଇନଡୋର ଷ୍ଟାଡିୟମ ପରିସରରେ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡିଆଇଜି ବ୍ରଜେଶ୍ ରାଏ ମୁଖ୍ୟବକ୍ତା, ଏସପି…

Continue Reading‘ସୁସ୍ଥ ଜୀବନଚର୍ଯ୍ୟା ପାଇଁ ଯୋଗ ମାଧ୍ୟମ’: ପତଞ୍ଜଳି ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ନରସିଂହପୁର ସାମ୍ବାଦିକ ସଂଘର ଚତୁର୍ଥ ବାର୍ଷିକ ଉତ୍ସବ: ଅନୁଗୁଳ ଜିଲ୍ଲା ୱେବ ମିଡ଼ିଆ ମହାସଂଘ ସମ୍ମାନିତ

ନରସିଂହପୁର: କଟକ ଜିଲ୍ଲା ନରସିଂହପୁର ଉପଖଣ୍ଡରେ ନରସିଂହପୁର ସାମ୍ବାଦିକ ସଂଘର ଚତୁର୍ଥ ବାର୍ଷିକ ଉତ୍ସବ ଦେବୀ ପ୍ରସାଦ ରଥଙ୍କ ପୌରୋହିତରେ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ, ପୂର୍ବତନ ଓଡ଼ିଶା ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଠା ତଥା ପରାମର୍ଶଦାତା ମାନସ…

Continue Readingନରସିଂହପୁର ସାମ୍ବାଦିକ ସଂଘର ଚତୁର୍ଥ ବାର୍ଷିକ ଉତ୍ସବ: ଅନୁଗୁଳ ଜିଲ୍ଲା ୱେବ ମିଡ଼ିଆ ମହାସଂଘ ସମ୍ମାନିତ

ଲିଟିଲ୍ ହାର୍ଟସ୍‌ରେ ଅନ୍ତର୍ଜାତୀୟ ଯୋଗ ଦିବସ

ଅନୁଗୁଳ: ଆଜି ଲିଟିଲ୍‌ ହାର୍ଟସ୍‌ ଟଡଲରସ ଏକାଡେମୀ କୁଇଓ ଠାରେ‌ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ସମାରୋହକୁ ସ୍କୁଲର‌ ପରିଚାଳନା ନିର୍ଦ୍ଦେଶିକା ଦୀପ୍ତି ଯୋଶୀ ଉଦଘାଟନ କରିବା ଶହ ଯୋଗ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଛାତ୍ର ଛାତ୍ରୀଙ୍କୁ ବୁଝାଇଥିଲେ।…

Continue Readingଲିଟିଲ୍ ହାର୍ଟସ୍‌ରେ ଅନ୍ତର୍ଜାତୀୟ ଯୋଗ ଦିବସ

ରାଜ୍ୟସ୍ତରୀୟ ଦୌଡକୁଡ଼ ପ୍ରତିଯୋଗିତା ପାଇଁ ୨୫ ଜଣିଆ ଟିମ୍‌ର ଭୁବନେଶ୍ବର ଗସ୍ତ

ଅନୁଗୁଳ: ଜୁନ ୨୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରର କିଟ୍‌‌ ବିଶ୍ବବିଦ୍ୟାଳୟ ଷ୍ଟାଡିୟମ୍‌ରେ ଆୟୋଜିତ‌ ହେବାକୁ ଥିବା ରାଜ୍ୟ ସ୍ତରୀୟ ଦୌଡ଼ କୁଦ ପ୍ରତିଯୋଗିତା ନିମନ୍ତେ ଅନୁଗୁଳର ୨୫ ଜଣିଆ ଟିମ୍‌ ଭୁବନେଶ୍ବର ଗସ୍ତ କରିଛି। ଟିମ୍‌ର ମ୍ୟାନେଜର ଭାବେ…

Continue Readingରାଜ୍ୟସ୍ତରୀୟ ଦୌଡକୁଡ଼ ପ୍ରତିଯୋଗିତା ପାଇଁ ୨୫ ଜଣିଆ ଟିମ୍‌ର ଭୁବନେଶ୍ବର ଗସ୍ତ

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ୯ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଅନୁଗୁଳ: ଅନୁଗୁଳ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ଜିନ୍ଦଲ ନଗର ପରିସରରେ ୯ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଏ ଅବସରରେ ପ୍ରାତଃରେ ଆୟୋଜିତ କାର୍ଯ୍ୟକ୍ରମରେ କମ୍ପାନୀର ଅନୁଗୁଳ ପ୍ଲାଣ୍ଟ ମୁଖ୍ୟ ହୃଦୟେଶ୍ଵର ଝା ମୁଖ୍ୟ ଅତିଥିଭାବେ ଯୋଗ…

Continue Readingଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ୯ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଗୁରୁବାର ନୂଆ ଡାକ୍ତରଙ୍କ କାଉନସେଲିଂ

ଅନୁଗୁଳ: ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳ ଜିଲ୍ଲାକୁ ୬୮ ଜଣ ନୂଆ ଡାକ୍ତର ଦେଇଥିଲେ।ସେମାନଙ୍କ ମଧ୍ୟରୁ ୬୩ ଜଣ ଡାକ୍ତର ଯୋଗଦାନ କରିଥିଲେ। ପୁଣି ସେମାନଙ୍କ ମଧ୍ୟରୁ ୧୯ ଜଣ ଡାକ୍ତର ପିଜି କରିବା ପାଇଁ ଡାକରା ପାଇଥିବାରୁ ଅବଶିଷ୍ଟ…

Continue Readingଗୁରୁବାର ନୂଆ ଡାକ୍ତରଙ୍କ କାଉନସେଲିଂ