ବଅଁରପାଳର ଯୁବ ବିଜେଡି ନେତା ନରେଶ ବେହେରାଙ୍କ ଦେହାନ୍ତ, ଦୀର୍ଘ ଦିନ ହେଲା ଥିଲେ ଚିକିତ୍ସାଧୀନ

ବଅଁରପାଳ: ବଅଁରପାଳ ବ୍ଲକ ଅଞ୍ଚଳର ଯୁବ ବିଜେଡି ନେତା ନରେଶ ବେହେରାଙ୍କର ଆଜି ଅନୁଗୁଳର ଏକ ଘରୋଇ ଚିକିତ୍ସାଳୟରେ ମୃତ୍ୟୁ ହୋଇଛି। ସେ ଦୀର୍ଘ ଦିନରୁ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ। ସେ ଜଣେ ମେଳାପୀ ଓ ଧର୍ମପରାୟଣ ଯୁବକ ଥିଲେ।…

Continue Readingବଅଁରପାଳର ଯୁବ ବିଜେଡି ନେତା ନରେଶ ବେହେରାଙ୍କ ଦେହାନ୍ତ, ଦୀର୍ଘ ଦିନ ହେଲା ଥିଲେ ଚିକିତ୍ସାଧୀନ

ସିବିଏସ୍ଇ ଦଶମ ଓ ଦ୍ଵାଦଶ ଶ୍ରେଣୀରେ ଏଲିଟ୍ ଏକାଡେମୀର ସଫଳତା, ପ୍ରଥମ ଶ୍ରେଣୀରେ ପାସ୍ କଲେ ସବୁ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ ଭରତପୁର ଅଞ୍ଚଳରେ ଅବସ୍ଥିତ କୋଚିଂ ଇନଷ୍ଟିଚ୍ୟୁଟ୍ ଏଲିଟ୍ ଏକାଡେମୀର ଛାତ୍ରଛାତ୍ରୀ ଚଳିତ ବର୍ଷ ସିବିଏସ୍ଇ ଦଶମ ଓ ଦ୍ଵାଦଶ ଶ୍ରେଣୀରେ ଉତ୍ତମ ପ୍ରଦର୍ଶନ କରିଛନ୍ତି। ଚଳିତବର୍ଷ ଦ୍ଵାଦଶ ଶ୍ରେଣୀ ବିଜ୍ଞାନ ବିଭାଗରେ ୧୧…

Continue Readingସିବିଏସ୍ଇ ଦଶମ ଓ ଦ୍ଵାଦଶ ଶ୍ରେଣୀରେ ଏଲିଟ୍ ଏକାଡେମୀର ସଫଳତା, ପ୍ରଥମ ଶ୍ରେଣୀରେ ପାସ୍ କଲେ ସବୁ ଛାତ୍ରଛାତ୍ରୀ

ରେଳ ଧାରଣା କଡ଼ରୁ ଯୁବକଙ୍କ ରକ୍ତଭିଜା ମୃତ ଦେହ ଉଦ୍ଧାର, ୫ ଦିନ ହେଲା ଥିଲେ ନିଖୋଜ

ତାଳଚେର: ଆଜି ତାଳଚେର ବ୍ଲକ୍ ଅନ୍ତର୍ଗତ ଡେରା ପାଣିହାଟିଙ୍ଗ ନିକଟସ୍ଥ ରେଳ ଧାରଣା କଡ଼ରେ ଥିବା ଡ୍ରେନରୁ ଜଣେ ଯୁବକଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ସୂଚନା ଅନୁସାରେ, କିଛି ଦୁର୍ବୃତ୍ତ ଯୁବକଙ୍କୁ ପଥରରେ ଛେଚି ହତ୍ୟା ପରେ ରେଳ ଧାରଣା…

Continue Readingରେଳ ଧାରଣା କଡ଼ରୁ ଯୁବକଙ୍କ ରକ୍ତଭିଜା ମୃତ ଦେହ ଉଦ୍ଧାର, ୫ ଦିନ ହେଲା ଥିଲେ ନିଖୋଜ

ଦଶମ ବୋର୍ଡ ପରୀକ୍ଷାରେ ଆଦର୍ଶ ସ୍କୁଲର ୧୦୦ ପ୍ରତିଶତ ସଫଳତା

ଅନୁଗୁଳ: ଆଜି ପ୍ରକାଶିତ ହୋଇଥିବା ସିବିଏସି ଦଶମ ବୋର୍ଡ ପରୀକ୍ଷାରେ ଜିଲ୍କାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆଦର୍ଶ ଇଣ୍ଟରନ୍ୟାସନାଲ ସ୍କୁଲକୁ ଶତ ପ୍ରତିଶତ ସଫଳତା ମିଳିଛି। ଏହି ସ୍କୁଲର ଛାତ୍ରୀ ସୁଶ୍ରୀ ସ୍ନେହା ଦାସ ୯୧ ପ୍ରତିଶତ ନମ୍ବର ରଖି ସ୍କୁଲ ଟପର…

Continue Readingଦଶମ ବୋର୍ଡ ପରୀକ୍ଷାରେ ଆଦର୍ଶ ସ୍କୁଲର ୧୦୦ ପ୍ରତିଶତ ସଫଳତା

ହୁଲୁରିସିଂହା ବାଦି ପାଲା ମହୋତ୍ସବ ଉଦଯାପିତ

ଅନୁଗୁଳ: ସତ୍ୟନାରାୟଣ ପୂଜା କମିଟି,ହୁଲୁରିସିଂହା ପକ୍ଷରୁ ବାଦି ପାଲା ମହୋତ୍ସବର ୭୫ ବର୍ଷ ପୁର୍ତ୍ତି ଅବସରରେ ଏକ ସମାରୋହ ଆୟୋଜିତ ହୋଇଯାଇଛି ଗତ ମଇ ୫ ତାରିଖରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଗତ ୧୧ ତାରିଖ ସନ୍ଧ୍ୟାରେ ଉଦଯାପିତ ହୋଇଥିଲା।…

Continue Readingହୁଲୁରିସିଂହା ବାଦି ପାଲା ମହୋତ୍ସବ ଉଦଯାପିତ

ମହିଳା କିରାଣୀଙ୍କୁ ୩ ବର୍ଷ ଜେଲ ଜରିମାନା, ୨୦୧୭ରେ ଜମି ପଟ୍ଟା ପାଇଁ ନେଇଥିଲେ ଲାଞ୍ଚ

ଅନୁଗୁଳ: ଆଜି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଛନ୍ତି ଅନୁଗୁଳ ଜିଲ୍ଲାପାଳ କାର୍ଯ୍ୟାଳୟର ଜୁନିଅର କ୍ଲର୍କ ପଙ୍କଜିନୀ ବିଶ୍ୱାଳ। ପଙ୍କଜିନୀ ୨୦୧୭ ମସିହାରେ ଅନୁଗୁଳ ତହସିଲ ଅଫିସରେ କାର୍ଯ୍ୟରତ ଥିବା ବେଳେ ଜମି ପଟା ମ୍ୟୁଟେସନ କରିବା ପାଇଁ ଟଙ୍କା ଲାଞ୍ଚ ନେବା…

Continue Readingମହିଳା କିରାଣୀଙ୍କୁ ୩ ବର୍ଷ ଜେଲ ଜରିମାନା, ୨୦୧୭ରେ ଜମି ପଟ୍ଟା ପାଇଁ ନେଇଥିଲେ ଲାଞ୍ଚ

ମହୁଲ ପୋଚ ଖାଇ ନିଶାରେ ଶୋଇଛି ଦନ୍ତା, ଏଯାଏଁ ଭାଙ୍ଗିନି ନିଦ

ଅନୁଗୁଳ: ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜ ଅଞ୍ଚଳରେ ଆଜି ଏକ ଦନ୍ତା ହାତୀ ମହୁଲ ପୋଚ ଖାଇ ନିଶାରେ ଶୋଇଥିବା ଦେଖାଯାଇଛି। ପୋକତୁଙ୍ଗା ଦେହୁରୀ ନାଳ ନିକଟରେ ଥିବା ଗଡ଼ିଆରେ ହାତୀଟି ଶୋଇଥିବାର ଦେଖି ସ୍ଥାନୀୟ ଲୋକମାନେ ବନ ବିଭାଗକୁ ଜଣାଇଥିଲେ।…

Continue Readingମହୁଲ ପୋଚ ଖାଇ ନିଶାରେ ଶୋଇଛି ଦନ୍ତା, ଏଯାଏଁ ଭାଙ୍ଗିନି ନିଦ

ଧବଳେଶ୍ୱର ମହାଦେବଙ୍କ ନୂଆ ବିଗ୍ରହ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ

ଅନୁଗୁଳ: ବଅଁରପାଳ ବ୍ଲକ କୁଇଓ ଜାମୁନାଳୀ ଗାଁରେ ଧବଳେଶ୍ୱର ମହାଦେବଙ୍କ ନୂଆ ବିଗ୍ରହ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି। ତିନି ଦିନ ଧରି ଚାଲିଥିବା ଏହି ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ପ୍ରଥମ ଦିନ କଳସ ଯାତ୍ରା କରାଯାଇଥିଲା।…

Continue Readingଧବଳେଶ୍ୱର ମହାଦେବଙ୍କ ନୂଆ ବିଗ୍ରହ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ

ପୁଣି ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ, ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ମାରିଲା ଦନ୍ତା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ ଗଡ଼ତରାସ ପଞ୍ଚାୟତ ଜାମୁଣ୍ଡା ଗ୍ରାମରେ ହାତୀ ଆକ୍ରମଣ ଜଣେ ବୃଦ୍ଧା ମୃତ୍ୟୁ ଘଟିଛି। ମୃତକ ଜାମୁଣ୍ଡା ଗ୍ରାମର ବୈଦେଇ ପ୍ରଧାନ (୭୦) ବୋଲି ଜଣାଯାଇଛି। ବୈଦେଇ ଆଜି ସକାଳେ ଆମ୍ବ ତୋଳିବାକୁ ନିକଟସ୍ଥ ଜଙ୍ଗଲକୁ…

Continue Readingପୁଣି ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ, ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ମାରିଲା ଦନ୍ତା

ବେଆଇନ ଚାଲାଣ ବେଳେ ଅଟୋ ସହ ୨୩ଖଣ୍ଡ ଶାଳ ଚୌକାଠ ଜବତ, ୨ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳର ନୂଆଗାଁ ଗ୍ରାମ ନିକଟରୁ ବନବିଭାଗ ଚଢ଼ଉ କରି ୨୩ଖଣ୍ଡ ଶାଳ ଚୌକାଠ ବୋଝେଇ ଅଟୋ ସହିତ ୨ଜଣ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ କାଠ ବ୍ୟବସାୟୀମାନେ ହେଲେ ମାମୁରିଆ ଗାଁର…

Continue Readingବେଆଇନ ଚାଲାଣ ବେଳେ ଅଟୋ ସହ ୨୩ଖଣ୍ଡ ଶାଳ ଚୌକାଠ ଜବତ, ୨ ଗିରଫ