ଖୁସି ଖବର! ରାଜ୍ୟର ୧୪୭ଟି ହସ୍ପିଟାଲର ହେବ ନବକଳେବର, ଖର୍ଚ୍ଚ ହେବ ୭୫୦ କୋଟି ଟଙ୍କା

ଭୁବନେଶ୍ବର : ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟରେ ଆସିବ ବ୍ୟାପକ ପରିବର୍ତ୍ତନ। ରାଜ୍ୟ ସରକାର ଜନସାଧାରଣଙ୍କୁ ଉନ୍ନତମାନର ଚିକିତ୍ସାସେବା ଯୋଗାଇବା ପାଇଁ 'ଆମ ହସ୍ପିଟାଲ' ଯୋଜନା ଅଧୀନରେ ରାଜ୍ୟର ୧୪୭ ଟି ହସ୍ପିଟାଲକୁ ରୂପାନ୍ତରିକରଣ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ…

Continue Readingଖୁସି ଖବର! ରାଜ୍ୟର ୧୪୭ଟି ହସ୍ପିଟାଲର ହେବ ନବକଳେବର, ଖର୍ଚ୍ଚ ହେବ ୭୫୦ କୋଟି ଟଙ୍କା

ସର୍ତ୍ତ ଖିଲାପ କରିବାରୁ ଜାମିନରେ ଥିବା ହତ୍ୟାକାରୀକୁ ଭୁବନେଶ୍ୱରରୁ ଗିରଫ କଲା ବଅଁରପାଳ ପୋଲିସ

ବଅଁରପାଳ: ବଅଁରପାଳ ଥାନା ଚୋୖରୀ ଦିହ ଗାଁର ନର ହତ୍ୟାକାରୀ ପ୍ରଶାନ୍ତ କୁମାର ସାହୁଙ୍କୁ ଆଜି ଭୁବନେଶ୍ୱରରୁ ଗିରଫ କରିଛି ପୋଲିସ। ସୂଚନା ମୁତାବକ, ୨୦୧୧ ମସିହାରେ ଜଣେ ଯୁବକକୁ ହତ୍ୟା କରି ପ୍ରଶାନ୍ତ କୁମାର ସାହୁ ଜେଲ ଯାଇଥିଲେ। କିନ୍ତୁ…

Continue Readingସର୍ତ୍ତ ଖିଲାପ କରିବାରୁ ଜାମିନରେ ଥିବା ହତ୍ୟାକାରୀକୁ ଭୁବନେଶ୍ୱରରୁ ଗିରଫ କଲା ବଅଁରପାଳ ପୋଲିସ

ଅନୁଗୁଳ ଟ୍ରକ ମାଲିକ ସଂଘର ଜରୁରୀ ବୈଠକ, ନିର୍ବାଚନ ପାଇଁ ସୁନା କଏନ ଥୋପ !!

ଅନୁଗୁଳ: ଅନୁଗୁଳ ଟ୍ରକ ମାଲିକ ସଂଘର ଏକ ଜରୁରୀ ବୈଠକ ଆଜି ହୋଟେଲ ଦୁର୍ଗା ଠାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସଂଘର ଅନେକ ପ୍ରତିଷ୍ଠାତା ସଦସ୍ୟ ଯୋଗ ଦେଇଥିଲେ। ସଭା ଆରମ୍ଭରେ ସଦସ୍ୟମାନେ ମୁଷ୍ଟିମେୟ କର୍ମକର୍ତ୍ତା ସଂଘକୁ ନିଜ ସ୍ୱାର୍ଥ…

Continue Readingଅନୁଗୁଳ ଟ୍ରକ ମାଲିକ ସଂଘର ଜରୁରୀ ବୈଠକ, ନିର୍ବାଚନ ପାଇଁ ସୁନା କଏନ ଥୋପ !!

ଭାଲେଣ୍ଟାଇଁନ ଡେ’ ମହଙ୍ଗା ପଡିଲା: ଚପଲ ମାଡ଼ରେ ଦୋକାନୀ ଘାୟଲ

ଅନୁଗୁଳ: ଅନୁଗୁଳ ସଭାଘର ନିକଟରେ ଦୀର୍ଘଦିନ ହେଲା ଟୋପି ରୁମାଲ ବେଲଟ ଆଦି ବିକୁଥିବା ଦୋକାନୀ ଜଣକର ବେଳା ଆଜି ଭଲ ନଥିଲା ବୋଧ ହୁଏ। ଦୋକାନୀର ଟିକେ ଦୋଷ ମଧ୍ୟ ଅଛି। ମଉକା ଦେଖି ଝିଅ ବୋହୂଙ୍କୁ କମେଣ୍ଟ ମାରିବା…

Continue Readingଭାଲେଣ୍ଟାଇଁନ ଡେ’ ମହଙ୍ଗା ପଡିଲା: ଚପଲ ମାଡ଼ରେ ଦୋକାନୀ ଘାୟଲ

ରାଜ୍ୟ ସ୍ତରୀୟ ୧୭ ବର୍ଷରୁ କମ୍ (ବାଳକ ବାଳିକା) କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସଦର ମହକୁମାରେ ଚାଲିଥିବା ଓଡିଶା ରାଜ୍ୟ ବିଦ୍ୟାଳୟ ସମୁହର କ୍ରିକେଟ ଟୁର୍ଣ୍ଣାମେଣ୍ଟ(୧୭ବର୍ଷରୁ କମ୍ ବାଳକ ବାଳିକା) ୨୦୨୨-୨୩ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଆଜି ଅପରାହ୍ନରେ ଅନୁଗୁଳ କଦମ୍ ପଡିଆଠାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ…

Continue Readingରାଜ୍ୟ ସ୍ତରୀୟ ୧୭ ବର୍ଷରୁ କମ୍ (ବାଳକ ବାଳିକା) କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଛୋଟ ଦୋକାନୀ ସାବଧାନ: ଫୋନ ପେ’ରେ ସ୍ମାର୍ଟ ଠକ ମାତିଛନ୍ତି

ଅନୁଗୁଳ: ବେଶ ପୋଷାକରେ ବେଶ ଶିକ୍ଷିତ ଜଣା ପଡ଼ୁଛନ୍ତି, କଥା ମାର୍ଜିତ କିନ୍ତୁ ମନବୃତ୍ତି ହେଲା ଠକିବା। ସୋମବାର ସନ୍ଧ୍ୟାରେ ଅନୁଗୁଳ ସଂଜୀବନୀ ମାର୍କେଟରେ ଥିବା ଲାଲଟୁ ଭାଇଙ୍କ ଚା' ପକୁଡ଼ି ଦୋକାନରେ ପହଞ୍ଚିଲେ ଜଣେ ଦମ୍ପତ୍ତି। ଭିଡ଼ ଦେଖି ୫୦…

Continue Readingଛୋଟ ଦୋକାନୀ ସାବଧାନ: ଫୋନ ପେ’ରେ ସ୍ମାର୍ଟ ଠକ ମାତିଛନ୍ତି

ନିର୍ଦ୍ଦୋଷ ଆଦିତ୍ୟଙ୍କୁ ପୋଲିସର ଅକଥନୀୟ ଅତ୍ୟାଚାର ପରେ ପରିବାରକୁ ଭେଟିଲେ ବିଜେପି ପ୍ରତିନିଧି ଦଳ, ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଅନୁଗୁଳ: ପାଳଲହଡ଼ା ପୋଲିସ ଦ୍ୱlରା ନିସ୍ତୁକ ମାଡ଼ ମରାଯାଇ ଥିବା ଆଦିତ୍ୟ ବେହେରାଙ୍କ ପରିବାରକୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ପ୍ରତିନିଧି ଦଳ ଭେଟି ଆଲୋଚନା କରିଛନ୍ତି। ବିଜେପି କର୍ମୀମାନେ ଆଦିତ୍ୟଙ୍କ ପତ୍ନୀ ମମତା ସେଠୀ, ବାପା…

Continue Readingନିର୍ଦ୍ଦୋଷ ଆଦିତ୍ୟଙ୍କୁ ପୋଲିସର ଅକଥନୀୟ ଅତ୍ୟାଚାର ପରେ ପରିବାରକୁ ଭେଟିଲେ ବିଜେପି ପ୍ରତିନିଧି ଦଳ, ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ମହିମା ଧର୍ମରେ ପ୍ରଣାମ କରିବା ବେଳେ ଧକ୍କା ଦେଲା ଗାଡ଼ି, ବୃଦ୍ଧ ମୃତ

ଅନୁଗୁଳ: ସ୍ଥାନୀୟ ଛେଣ୍ଡିପଦା ନିଶା ଶିଳ୍ପାଞ୍ଚଳ ଥାନା ରାଇଝରଣ ଗୁଳା ଗାଡିଆ ନିକଟରେ ଅଜଣା ଗାଡ଼ି ଧକ୍କାରେ ସୋମବାର ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ, ଗୁଳା ଗାଡ଼ିଆର ଦୀନ ବନ୍ଧୁ ଦେହୁରୀ ( ୭୦) ସନ୍ଧ୍ୟାରେ ଘର ସାମ୍ନା ୬୩…

Continue Readingମହିମା ଧର୍ମରେ ପ୍ରଣାମ କରିବା ବେଳେ ଧକ୍କା ଦେଲା ଗାଡ଼ି, ବୃଦ୍ଧ ମୃତ

ପୁଲୱାମା ଆକ୍ରମଣକୁ ୪ ବର୍ଷ, ସହିଦ ବୀର ଯବାନଙ୍କୁ ଆଜି ବି ଝୁରୁଛି ସାରା ଦେଶ

ଭୁବନେଶ୍ୱର: ଆଜି ପୁଲୱାମା ଆକ୍ରମଣକୁ ୪ ବର୍ଷ ପୂରିଛି। ଦେଶ ପାଇଁ ଜୀବନ ଦେଇଥିବା ସହିଦଙ୍କୁ ଏବେ ବି ଝୁରୁଛି ମାଟି। ହସି ହସି ପ୍ରାଣବଳୀ ଦେଇଥିବା ସହିଦଙ୍କୁ ମନେ ପକାଇ ଗୁମୁରି କାନ୍ଦୁଛନ୍ତି ସେମାନଙ୍କ ପରିବାର ଆଉ ମାତୃଭୂମି। ସାରା…

Continue Readingପୁଲୱାମା ଆକ୍ରମଣକୁ ୪ ବର୍ଷ, ସହିଦ ବୀର ଯବାନଙ୍କୁ ଆଜି ବି ଝୁରୁଛି ସାରା ଦେଶ

ଅଗ୍ନି ବିପନ୍ନଙ୍କୁ ସହାୟତା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ଖାମଣା ଗାଁର ଅଗ୍ନି ବିପନ୍ନଙ୍କୁ ସେମବାର ସହାୟତା ପ୍ରଦାନ କରାଯାଇଛି। ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ବିଜେଡି ଯୁବ ନେତା ଅରୁଣାଭ ସିଂହ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହିତ…

Continue Readingଅଗ୍ନି ବିପନ୍ନଙ୍କୁ ସହାୟତା