ବାଇକ୍ ପୋଡ଼ିବା ଅଭିଯୋଗରେ ୩ ଯୁବକ ଗିରଫ
ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ପୋଲିସ ଏକ ବାଇକ୍ ପୋଡ଼ି ଘଟଣାରେ ଶୁକ୍ରବାର ୩ ଜଣ ଯୁବକଙ୍କୁ ଗିରଫ କରିଛି। ସୂଚନା ଯେ, ଗତ ୧୨ ତାରିଖ ରାତି ପ୍ରାୟ ୯ଟା ସମୟରେ ଅନୁଗୁଳ ହୁଲୁରୁସିଂହା ଗାନ୍ଧିମାର୍ଗରେ ରହୁଥିବା ଶୀବାଶିଷ ମିଶ୍ର(୪୫)…
ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ପୋଲିସ ଏକ ବାଇକ୍ ପୋଡ଼ି ଘଟଣାରେ ଶୁକ୍ରବାର ୩ ଜଣ ଯୁବକଙ୍କୁ ଗିରଫ କରିଛି। ସୂଚନା ଯେ, ଗତ ୧୨ ତାରିଖ ରାତି ପ୍ରାୟ ୯ଟା ସମୟରେ ଅନୁଗୁଳ ହୁଲୁରୁସିଂହା ଗାନ୍ଧିମାର୍ଗରେ ରହୁଥିବା ଶୀବାଶିଷ ମିଶ୍ର(୪୫)…
ଅନୁଗୁଳ: ଓଡ଼ିଶା ଅକ୍ଷିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୪୭ତମ ରାଜ୍ୟ ଅଧିବେଶନ ଅନୁଗୁଳ ସହରର ଗାନ୍ଧୀ ମାର୍ଗ ସରସ୍ଵତି ଶିଶୁ ବିଦ୍ୟାମନ୍ଦିର ଠାରେ ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ପରମହଂସ ପ୍ରଜ୍ଞାନାନନ୍ଦଜି ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଥମେ…
ଅନୁଗୁଳ: ବିଜୁ ଜନତା ଦଳର ୨୫ ତମ ବର୍ଷ ପୂର୍ତ୍ତି ଅବସରରେ ଆଜି ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ତତ୍ତ୍ବାବଧାନରେ ବଅଁରପାଳ ବ୍ଲକ କାଣ୍ଡସର ପଞ୍ଚାୟତର କନ୍ୟାବେଡା ଗାଁରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଛି।…
ଅନୁଗୁଳ: ଅନୁଗୁଳ ଜିଲ୍ଲାର ତାଳଚେର ସହର ଏବେ ଅପରାଧୀଙ୍କ ଚରାଭୂମି ପାଲଟିଛି। ବିଶେଷ କରି ତାଳଚେର ସହରରେ ଅପରାଧ ଓ ଦୁର୍ଘଟଣା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଏହାକୁ ରୋକିବା ସହ ନିୟନ୍ତ୍ରଣ ଭିତରକୁ ଆଣିବା ପାଇଁ ବହୁ ବିଳମ୍ବ…
ଅନୁଗୁଳ : ଅନୁଗୁଳ ସହରର ହାଟଛକ ସ୍ଥିତ ଶ୍ରୀ ରାମକୃଷ୍ଣ ଶିଶୁ ବିଦ୍ୟାମନ୍ଦିରର ୧୩ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ବୁଧବାର ଓ ଗୁରୁବାର ଦୁଇଦିନ ଧରି ଅନୁଷ୍ଠିତ ହୋଇଛି। ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଦୌଡ଼, ଅଙ୍କ ଦୌଡ଼, ବିସ୍କୁଟ ଦୌଡ଼, ବାଟି ଚାମଚ,…
ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ଟୁସର ପଞ୍ଚାୟତ ବାଜପୁର ଠାରୁ ଗୁଆପଦା ମହିମାସାହି ଦେଇ କେରାଣ୍ଡିନାଳ ପାର ହୋଇ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡର କୁକୁଡ଼ାବାହାଳୀ ପଞ୍ଚାୟତକୁ ଯାତାୟାତ ପାଇଁ ଆବଶ୍ୟକ ହେଉଥିବା ଏକ ପୋଲ ନିର୍ମାଣ ଦାବିରେ ଗତ ମଙ୍ଗଳବାର ବାଜପୁର…
ତାଳଚେର: ତାଳଚେର ମେଡିକାଲ୍ କଲେଜ୍ ଓ ହସ୍ପିଟାଲକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ଲାଗି ଗୁରୁବାର ସ୍ଥାନୀୟ ଉପଜିଲ୍ଲାପାଳ ବିଶ୍ୱରଂଜନ ରଥ ନେହରୁ ଶତାବ୍ଦୀ ସେଣ୍ଟ୍ରାଲ ହସ୍ପିଟାଲ୍ ପରିଦର୍ଶନ କରିଛନ୍ତି। ଆସନ୍ତା ଜାନୁଆରୀ ୩୧ ତାରିଖ ମଧ୍ୟରେ ମହାନଦୀ କୋଇଲା ଖଣି କର୍ତ୍ତୃପକ୍ଷ…
ଅନୁଗୁଳ : ବିଜେପି ମହିଳା ମୋର୍ଚ୍ଚାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ଦୁଇଦିନିଆ ଅନୁଗୁଳ ଗସ୍ତରେ ଆସିଛନ୍ତି ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ଦୀପ୍ତି ରାୱତ୍ ଓ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ। ଆଜି ପୂର୍ବାହ୍ନରେ ଦୁଇ ନେତ୍ରୀ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ସଦର ମହକୁମାର ବିଜୁ ମଇଦାନଠାରେ ଗୁରୁବାର ଅପରାହ୍ନରେ ୭୦ତମ ରାଜ୍ୟ ସିନିୟର ଷ୍ଟେଟ କବାଡି ଚାମ୍ପିୟନସିପ୍ ଉଦଘାଟିତ ହୋଇଯାଇଛି। ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି।…
ଅନୁଗୁଳ : ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଏମଏସ ସହବନ୍ଧିତ ଅଲ ଓଡିଶା ଅଙ୍ଗନବାଡି ଲେଡ଼ିଜ ୱାର୍କରସ ଆସୋସିଏସନ ତରଫରୁ ଆଠ ଦଫା ଦାବି ନେଇ ଚାଲିଥିବା ଆନ୍ଦୋଳନ ଆଜି ୩୨ ଦିନରେ ପହଞ୍ଚିଛି। ଆଜି ଏହି ଆନ୍ଦୋଳନରେ ବିଜେପି ମହିଳା…