ଦୁଇ ପରିବାର ମଧ୍ୟରେ ମାଡ଼ପିଟ, ଦମ୍ପତି ଆହତ
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟ୍ଟା ଗ୍ରାମରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ସ୍ୱାମୀ ଓ ସ୍ତ୍ରୀ ଆହତ ହୋଇଛନ୍ତି। ଏ ନେଇ ଛେଣ୍ଡିପଦା ଥାନାରେ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ ବାଲିପଟ୍ଟା ଗ୍ରାମର ବିଳାସିନୀ ଗତ…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟ୍ଟା ଗ୍ରାମରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ସ୍ୱାମୀ ଓ ସ୍ତ୍ରୀ ଆହତ ହୋଇଛନ୍ତି। ଏ ନେଇ ଛେଣ୍ଡିପଦା ଥାନାରେ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ ବାଲିପଟ୍ଟା ଗ୍ରାମର ବିଳାସିନୀ ଗତ…
ଅନୁଗୁଳ: ଆଜି ଅନୁଗୁଳ ବ୍ଲକ ବାଳୁଅକଟା ପଞ୍ଚାୟତ ଶାବଳଭଙ୍ଗା ଗ୍ରାମର ବାବା ନୀଳକଣ୍ଠେଶ୍ଵର ଶିବ ମନ୍ଦିର ପ୍ରାଙ୍ଗଣରେ ମାରୱାଡି ଯୁବମଞ୍ଚ ବିକାଶ ଶାଖା ପକ୍ଷରୁ ଅମୃତ ଧାରା ଥଣ୍ଡାପାନୀୟ ଜଳ ଉଦଘାଟିତ ହୋଇଛି। କାର୍ଯ୍ୟକ୍ରମରେ ମାରୱାଡି ଯୁବମଞ୍ଚ ପକ୍ଷରୁ ଓପିଏମୱାଇଏମ୍ ରାଜ୍ୟ…
କିଶୋରନଗର: କିଶୋରନଗର ବ୍ଲକ କଟରଙ୍ଗା ପଞ୍ଚାୟତ ଜାମ୍ବୁଝରୀ ଗାଁରେ ଆଜି ବିଦ୍ୟୁତ୍ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ୩ଟି ପରିବାରଙ୍କ ୪ ବଖରା ଚାଳ ଘର ପୋଡ଼ିଯାଇଛି। ଫଳରେ ୩ଟି ପରିବାର ସର୍ବସ୍ବାନ୍ତ ହୋଇପଡିଛନ୍ତି। ପ୍ରକାଶ ଯେ ଆଜି ଦିନ ୨ଟା…
ଅନୁଗୁଳ: ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ଏକ ବୈଠକ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଅନୁଗୁଳ ସହରର ମୁଖ୍ୟ ଜନଗହଳିପୂର୍ଣ୍ଣ ରାସ୍ତା ଦେଇ ଯାତାୟାତ କରୁଥିବା ବହୁ ଚକା…
ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ଅନ୍ତର୍ଗତ ହାତୀମୁଣ୍ଡ ଗାଁରେ ନାତିର ଠେଙ୍ଗା ମାଡ଼ରେ ଅଜାର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ହାତୀମୁଣ୍ଡ ଗାଁର ଧନୁରାମ ମହାକୁଳ ନିଜ ନାତୁଣୀ ବୋହୂକୁ ଖରାପ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ। ନାତି…
ଅନୁଗୁଳ: ଅନୁଗୁଳ ସହର ମଧ୍ୟସ୍ଥ ପୁରୁଣା ବସ୍ଷ୍ଟାଣ୍ଡ ଦେଇ ସମସ୍ତ ବସ୍ ଚଳାଚଳ କରାଇବା ଏବଂ ବନ୍ତଳା ଓ ଜରପଡ଼ା ଅଞ୍ଚଳ ଯାଉଥିବା ଛୋଟିଆ ଗାଡ଼ି ଷ୍ଟାଣ୍ଡକୁ ପୁରୁଣା ବସ୍ ଷ୍ଟାଣ୍ଡକୁ ସ୍ଥାନାନ୍ତରଣ କରିବା ଦାବିରେ ବ୍ୟବସାୟୀଙ୍କ ପକ୍ଷରୁ ଆଜି ପୂର୍ବାହ୍ନରେ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସୁପର୍ସ୍ପେସିଆଲିଟି ହସ୍ପିଟାଲରେ ପରିଣତ କରିବାକୁ ଜିଲ୍ଲା ପ୍ରଶାସନକୁ ସ୍ମାରକ ପତ୍ର ପ୍ରଦାନ କରିଛି ଜିଲ୍ଲା ଜନ ଜୀବନ ସୁରକ୍ଷା କମିଟି। ମେଡିକାଲ କଲେଜକୁ ଉନ୍ନିତ କରିବା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ପୋଲଟ୍ରି…
ଅନୁଗୁଳ: ଅନୁଗୁଳରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ସଦସ୍ୟ। ଆଜି ଏହି ଟିମ୍ ଅନୁଗୁଳ ଜିଲ୍ଲା ଟିକରପଡାର ମହାନଦୀ ଅବବାହିକା ସାତକୋଶିଆ ଗଣ୍ଡ ପରିଦର୍ଶନ କରିଛନ୍ତି। ଜଷ୍ଟିସ୍ ଏ.ଏମ୍. ଖାନୱାଲିକରଙ୍କ ନେତୃତ୍ୱରେ ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ ରବି ରଞ୍ଜନ, ଦିଲ୍ଲୀ…
ଅନୁଗୁଳ : ଓଡ଼ିଶା ସରକାରଙ୍କ ଦ୍ୱାରା ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ମାନଙ୍କ ସାମାଜିକ ସୁରକ୍ଷା ଭତ୍ତାକୁ ଡିବିଟି ବଦଳରେ ନଗଦ ଅର୍ଥ ଆକାରରେ ଦେବାର ନିଷ୍ପତ୍ତିକୁ ବିରୋଧ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି…
ଅନୁଗୁଳ: ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମପ୍ରବାହ ସହ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ଅସହ୍ୟ ଗୁଳୁଗୁଳି ଓ ଗରମରେ ଲୋକେ ସନ୍ତୁଳି ହେଉଛନ୍ତି। ଏଭଳି ସ୍ଥିତିରେ ନିରବଚ୍ଛିନ୍ନ ଭାବେ ବିଦ୍ଯୁତ୍ ସେବା ଯୋଗାଇବା ପରିବର୍ତ୍ତେ ବିଭାଗ ଦୈନିକ ଘଣ୍ଟା ଘଣ୍ଟା…