ସ୍ବତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତି ପାଇଁ ଉପଜିଲ୍ଲାପାଳଙ୍କ ବୈଠକ

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ଓ ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ବଇତୁରା ଦିପଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସ୍ବତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକ…

Continue Readingସ୍ବତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତି ପାଇଁ ଉପଜିଲ୍ଲାପାଳଙ୍କ ବୈଠକ

ଏଡିସିଏର ରୌପ୍ୟ ଜୟନ୍ତୀ ସମାରୋହ ଆସନ୍ତା ୨୧ରୁ ଆରମ୍ଭ

ଅନୁଗୁଳ: ଚଳିତ ମାସ ୨୧ ତାରିଖରୁ ଅନୁଗୁଳ ଜିଲ୍ଲା କ୍ରିକେଟ ଆସୋସିଏସନର ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ ହେବ। ଏ ଅବସରରେ ସାଧାରଣ ସଭା, ୨୧ ରୁ ୨୫ ତାରିଖ ଯାଏ ନାମକରା ଟିମକୁ ନେଇ କ୍ରିକେଟ ମ୍ୟାଚ, ଅନୁଗୁଳର ରାଜ୍ୟ…

Continue Readingଏଡିସିଏର ରୌପ୍ୟ ଜୟନ୍ତୀ ସମାରୋହ ଆସନ୍ତା ୨୧ରୁ ଆରମ୍ଭ

ବିପର୍ଯ୍ୟୟ ମୁକାବିଲା ନିମନ୍ତେ ସ୍କୁଲରେ ଅଫ୍‌ସାଇଟ୍ ଆପାତକାଳୀନ ମକଡ୍ରିଲ

ଅନୁଗୁଳ: ଆଜି ପୂର୍ବାହ୍ନରେ ପରଙ୍ଗର ସେଣ୍ଟେନାରୀ ଟ୍ରାଇବାଲ ଉଚ୍ଚ ବିଦ୍ୟାଳୟରେ ରାସାୟନିକ ଦୁର୍ଘଟଣା ଓ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ମକଡ୍ରିଲ ଅନୁଷ୍ଠିତ ହୋଇଛି।କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଯୋଗ ଦେଇ ପ୍ରାକୃତିକ ବିପର୍ଯ୍ୟୟ କିମ୍ବା କୌଣସି ଗ୍ୟାସ ଦୁର୍ଘଟଣା ହେଲେ…

Continue Readingବିପର୍ଯ୍ୟୟ ମୁକାବିଲା ନିମନ୍ତେ ସ୍କୁଲରେ ଅଫ୍‌ସାଇଟ୍ ଆପାତକାଳୀନ ମକଡ୍ରିଲ

ଅନୁଗୁଳ ପୂର୍ବତନ ସିଓଙ୍କୁ ପଦୋନ୍ନତି

ଅନୁଗୁଳ: ଅନୁଗୁଳ ପୌରପାଳିକାର ପୂର୍ବତନ ତଥା ଏବେ କଟକ ମୁନିସିପାଲ କରପୋରେସନରେ ବରିଷ୍ଠ କମ୍ୟୁନିଟି ଅର୍ଗାନାଇଜର ଭାବେ କାର୍ଯ୍ୟ କରୁଥିବା ସତ୍ୟ ପ୍ରକାଶ ତ୍ରିପାଠୀଙ୍କୁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପଦୋନ୍ନତି ଦେଇଛନ୍ତି। ତାଙ୍କୁ ଚାନ୍ଦବାଲି ଏନଏସିର ନିର୍ବାହୀ…

Continue Readingଅନୁଗୁଳ ପୂର୍ବତନ ସିଓଙ୍କୁ ପଦୋନ୍ନତି

ପଦ୍ମପୁରରେ ବିଜେଡିର ବିପୁଳ ପରେ ଅନୁଗୁଳରେ ବିଜୟ ଉତ୍ସବ, ବାଇକ୍ ଶୋଭାଯାତ୍ରା କଲେ ଶତାଧିକ ଯୁବ କର୍ମୀ

ଅନୁଗୁଳ: ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀନୀ ବର୍ଷା ସିଂହ ବରିହା ବିପୁଳ ସଂଖ୍ୟକ ଭୋଟ ପାଇ ବିଜୟୀ ହୋଇଛନ୍ତି। ପଦ୍ମପୁରବାସୀ ବହୁ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିଥିବାରୁ ଅନୁଗୁଳ ପୌରପାଳିକା ଠାରେ ଅରୁଣାଭ ସିଂହଙ୍କ…

Continue Readingପଦ୍ମପୁରରେ ବିଜେଡିର ବିପୁଳ ପରେ ଅନୁଗୁଳରେ ବିଜୟ ଉତ୍ସବ, ବାଇକ୍ ଶୋଭାଯାତ୍ରା କଲେ ଶତାଧିକ ଯୁବ କର୍ମୀ

ହେମସୁରପଡା କପ ଫୁଟବଲ: ଝାରସୁଗୁଡା ବିଜୟୀ

ଅନୁଗୁଳ: ହେମସୁରପଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର ମ୍ୟାଚରେ ଝାଡେଶ୍ୱର ଫୁଟବଲ କ୍ଲବ ଝାରସୁଗୁଡା ଆଇଏଫ୍‌ସି ରାଉରକେଲାକୁ ୨-୦ ଗୋଲ‌ରେ ପରାସ୍ତ କରି ସେମିଫାଇନାଲକୁ ଉନ୍ନୀତ ହୋଇଛି। ଝାରସୁଗୁଡା ଟିମର ବିଜୟ ଓରାମଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଖେଳ…

Continue Readingହେମସୁରପଡା କପ ଫୁଟବଲ: ଝାରସୁଗୁଡା ବିଜୟୀ

ବଡ ଗରାଖ …….

ଅନୁଗୁଳ: ରାସ୍ତା କଡରେ ଠିଆ ହୋଇ ପିଲା ଜଣେ ବିକ୍ରି କରୁଛି ଗୁପଚୁପ।ତାକୁ ଘେରି ଠିଆ ହୋଇଛନ୍ତି ସାତ ଆଠ ଜଣ ଗ୍ରାହକ। ଗୁପଚୁପ ବିକାଳୀ ଜଣକ କ୍ଲକୱାଇଜ ଗୁପଚୁପ ବଢ଼ାଇ ଦଉଚି ଜଣକ ପରେ ଜଣକୁ। ଏହି ସମୟରେ ଆଉ…

Continue Readingବଡ ଗରାଖ …….

ସ୍ଵାଧୀନତା ଆନ୍ଦୋଳନରେ ବୀର ସୁରେନ୍ଦ୍ର ସାଏଙ୍କ ଭୂମିକାକୁ ନେଇ ଆଲୋଚନା ଚକ୍ର

ଆଠମଲ୍ଲିକ: ଓଡ଼ିଶାରେ ସ୍ଵାଧୀନତା ଆନ୍ଦୋଳନରେ ବୀର ସୁରେନ୍ଦ୍ର ସାଏଙ୍କ ଭୂମିକାକୁ ନେଇ ଆଠମଲ୍ଲିକ ମହାବିଦ୍ୟାଳୟରେ ବୁଧବାର ଇତିହାସ ବିଭାଗ ପକ୍ଷରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ବିଭାଗୀୟ ମୁଖ୍ୟ ଆଦିତ୍ଯ କୁମାର ସାହୁ…

Continue Readingସ୍ଵାଧୀନତା ଆନ୍ଦୋଳନରେ ବୀର ସୁରେନ୍ଦ୍ର ସାଏଙ୍କ ଭୂମିକାକୁ ନେଇ ଆଲୋଚନା ଚକ୍ର

ପରକୀୟା ପ୍ରୀତିରୁ ସ୍ୱାମୀଙ୍କୁ ହତ୍ୟା ମାମଲା, ଅଭିଯୁକ୍ତ ସ୍ତ୍ରୀ ଓ ପ୍ରେମିକକୁ ଆଜୀବନ ଜେଲ୍

ଆଠମଲ୍ଲିକ: ଆଠମଲ୍ଲିକ ଥାନାର ଏକ ହତ୍ୟା ମାମଲାର ଶୁଣାଣି କରି ବୁଧବାର ଅତିରିକ୍ତ ଜିଲ୍ଲା ଦୌରାଜଜ ସ୍ୱାମୀହନ୍ତା ସ୍ତ୍ରୀ ଓ ତା ପ୍ରେମିକକୁ ଆଜୀବନ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜୋରିମାନା କରିଥିବା ଜଣାଯାଇଛି। ଅର୍ଥଦଣ୍ଡ ଅନାଦେୟ ଅଧିକ ୨…

Continue Readingପରକୀୟା ପ୍ରୀତିରୁ ସ୍ୱାମୀଙ୍କୁ ହତ୍ୟା ମାମଲା, ଅଭିଯୁକ୍ତ ସ୍ତ୍ରୀ ଓ ପ୍ରେମିକକୁ ଆଜୀବନ ଜେଲ୍

୮ଦଫା ଦାବି କଲା ସ୍କୁଲ କଲେଜ ସଂଘ

ଅନୁଗୁଳ: ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ବୁଧବାର ଆଠ ଦଫା ଦାବି ନେଇ ଜିଲ୍କା ଶିକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପ୍ରଦାନ କରାଯାଇଛି। ଶିକ୍ଷକ ଓ କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ହାରରେ ଦରମା…

Continue Reading୮ଦଫା ଦାବି କଲା ସ୍କୁଲ କଲେଜ ସଂଘ