ଅନୁଗୁଳ କ୍ଲାସିକ ବଡ଼ି ବିଲଡିଂ ଚାମ୍ପିୟନସିପ୍: ଚାମ୍ପି୍ୟାନ୍ସ ଅଫ ଦି ଚମ୍ପିୟାନ ହେଲେ ପୁରୀର ସୁପ୍ରତିଭ ଖୁଣ୍ଟିଆ
ଅନୁଗୁଳ: ଅନୁଗୁଳ ଜିଲ୍ଲା କ୍ରୀଡ଼ା ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ସଭାଗୃହଠାରେ ଅନୁଗୁଳ କ୍ଲାସିକ ବଡ଼ି ବିଲଡିଂ ଚାମ୍ପିୟନସିପ୍ ଉପଜିଲ୍ଲାପାଳ ବୈତୁରା ଦୀପଙ୍କ ପୌରୋହିତ୍ୟରେ ଶନିବାର ଅପରାହ୍ନରେ ଆୟୋଜିତ ହୋଇଛି। ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ମୋଟ ୧୩୦ ଜଣ ପ୍ରତିଯୋଗୀ…



