ଅବକାରୀ ବିଭାଗର ଚଢ଼ାଉ: ବିପୁଳ ମଦ ଜବତ, ୭ ଗିରଫ

ଆଠମଲ୍ଲିକ: ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ସୋମବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ବେଆଇନ ମଦ ଜବତ କରାଯାଇଛି। ଜବତ ମଦ ଭିତରେ ୧୬୭ ଲିଟର ଦେଶୀ ରନ୍ଧାମଦ, ୧୨ ଲିଟର ବିଦେଶୀ ମଦ ଓ ୫୦୦ କିଲୋ…

Continue Readingଅବକାରୀ ବିଭାଗର ଚଢ଼ାଉ: ବିପୁଳ ମଦ ଜବତ, ୭ ଗିରଫ

ମା’ ବାସନ୍ତୀ ଦୁର୍ଗା ପୂଜା ପାଇଁ ଭୂମି ପୂଜନ ଶେଷ, ଆସନ୍ତା ୨୭ ରୁ ଆରମ୍ଭ ହୋଇ ୩୧ ଯାଏଁ ଚାଲିବ

ଅନୁଗୁଳ: ଆଜି ସ୍ଥାନୀୟ ବାସନ୍ତୀ ଦୁର୍ଗା ପୂଜା ପାଇଁ ମାଟି ଉଠାଯାଇଛି। ଚଳିତବର୍ଷ ଖୁବ୍ ଧୁମଧାମରେ ମା'ଙ୍କର ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ବୋଲି ପୂଜା କମିଟିର ସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକ ଓ ଉପଦେଷ୍ଟା ପ୍ରଦୀପ ଦେବତା ସୂଚନା…

Continue Readingମା’ ବାସନ୍ତୀ ଦୁର୍ଗା ପୂଜା ପାଇଁ ଭୂମି ପୂଜନ ଶେଷ, ଆସନ୍ତା ୨୭ ରୁ ଆରମ୍ଭ ହୋଇ ୩୧ ଯାଏଁ ଚାଲିବ

ଜାତୀୟ ରାଜପଥରୁ ଗାଁକୁ ରାସ୍ତା ସଂଯୋଗ ଦାବି

ଅନୁଗୁଳ: ଅନୁଗୁଳ ଜିଲ୍ଲା ଦେଇ ଯାଉଥିବା ୫୫ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣପରେ ଉଭୟ ପାର୍ଶ୍ଵରେ ଥିବା ଗାଁକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ବିଶେଷକରି ରାସ୍ତାର ଉଭୟ ପାର୍ଶ୍ବରେ ନିର୍ମାଣ ହେଉଥିବା ଡ଼୍ରେନ୍ ଉପରେ…

Continue Readingଜାତୀୟ ରାଜପଥରୁ ଗାଁକୁ ରାସ୍ତା ସଂଯୋଗ ଦାବି

ମନ୍ଦିରରୁ ଚୋରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ସିଦ୍ଧେଶ୍ବର ଓ ଐଶାନେଶ୍ୱର ମନ୍ଦିରରୁ ରବିବାର ରାତିରେ ଚୋରି ହୋଇଛି। ସୂଚନା ଅନୁଯାୟୀ, ଚୋରମାନେ ମନ୍ଦିରର ଦାନହୁଣ୍ଡିସହ ଦେବୀଙ୍କ ପିନ୍ଧା ଅଳଙ୍କାର ଓ ଅନ୍ୟ ପୂଜା ସାମଗ୍ରୀ ଚୋରି କରିଛନ୍ତି।…

Continue Readingମନ୍ଦିରରୁ ଚୋରି

ବିଭିନ୍ନ ଦାବି ନେଇ ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ତାଳଚେର:-ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘ ପକ୍ଷରୁ ୭ ଦଫା ଦାବି ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଦାବିପତ୍ର ପ୍ରଦାନ କରାଯାଇଛି। ତାଳଚେରରେ କାର୍ଯ୍ୟରତ ଏମ୍.ସି.ଏଲ୍., ଟି.ଏଫ୍.ଏଲ୍. ଏବଂ ଏନ୍.ଟି.ପି.ସି. (ତାଳଚେର ଓ କଣିହାଁ) ଇତ୍ୟାଦିରେ କାର୍ଯ୍ୟରତ…

Continue Readingବିଭିନ୍ନ ଦାବି ନେଇ ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଉତ୍କଳ କରାଟେ ପକ୍ଷରୁ ଗ୍ରେଡିଂ ଟେଷ୍ଟ ଶିବିର

ଅନୁଗୁଳ: ଉତ୍କଳ କ୍ୟୁକୋସିନ କରାଟେ ଓ ଯୋଗ ଅନୁଷ୍ଠାନ ପକ୍ଷରୁ ରବିବାର ମା ବାସନ୍ତୀ ଦୁର୍ଗା ପୂଜା ପଡ଼ିଆରେ ଏକ ଗ୍ରେଡ଼ିଂ ଟେଷ୍ଟ ଶିବିର ଆୟୋଜିତ ହୋଇଥିଲା। ବିଭିନ୍ନ ବର୍ଗର ଶତାଧିକ ପିଲା ଏଥିରେ ଅଂଶଗ୍ରହଣ କରିଥିଲେ। କରାଟେ ଫାଇଟ ମାଷ୍ଟର…

Continue Readingଉତ୍କଳ କରାଟେ ପକ୍ଷରୁ ଗ୍ରେଡିଂ ଟେଷ୍ଟ ଶିବିର

ଚଳିତବର୍ଷ ୧୩ ଜିଲ୍ଲାରେ ହେବ ନୂଆ ବ୍ୟାଙ୍କ, ୧୨୦ କୋଟି ଟପିବ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଲାଭ

ଭୁବନେଶ୍ୱର : କୃଷି ଋଣର ୬୦ ପ୍ରତିଶତ ସମବାୟ ବ୍ୟାଙ୍କ ମାଧ୍ୟମରେ ହିତାଧିକାରୀ ଚାଷୀଙ୍କ ନିକଟରେ ପହଞ୍ଚୁଛି। ଏହିକ୍ରମରେ ସମବାୟ ବିଭାଗ କେନ୍ଦ୍ରୀୟ ସମବାୟ ବ୍ୟାଙ୍କଗୁଡ଼ିକୁ ଅଧିକ ସଶକ୍ତ କରିବା ଦିଗରେ ଧ୍ୟାନ ଦେଉଛନ୍ତି। ସମ୍ପ୍ରତି ରାଜ୍ୟର ଅନୁଗୁଳ, ଆସ୍କା, ବାଲେଶ୍ୱର,…

Continue Readingଚଳିତବର୍ଷ ୧୩ ଜିଲ୍ଲାରେ ହେବ ନୂଆ ବ୍ୟାଙ୍କ, ୧୨୦ କୋଟି ଟପିବ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଲାଭ

ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର, ୭୭ ଅଭିଯୋଗରୁ ୧୨ର ହେଲା ତୁରନ୍ତ ସମାଧାନ

ଅନୁଗୁଳ: ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏହି ଶିବିରରେ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ଯୋଗ ଦେଇଥିଲେ। ଦାଖଲ ହୋଇଥିବା…

Continue Readingଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର, ୭୭ ଅଭିଯୋଗରୁ ୧୨ର ହେଲା ତୁରନ୍ତ ସମାଧାନ

ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ କର୍ମଶାଳା: ଦୁର୍ନୀତିମୁକ୍ତ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଉପରେ ଗୁରୁତ୍ୱାରୋପ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଏକ କର୍ମଶାଳା ରବିବାର ଅନୁଷ୍ଠିତ ହୋଇଛି। ସ୍ଥାନୀୟ ସହର ଉପକଣ୍ଠ ପଞ୍ଚମହଲ୍ଲାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ସଂଘର ସଭାପତି ଦ୍ୱାରିକା ପ୍ରସାଦ ନନ୍ଦ ଅଧ୍ୟକ୍ଷତା କରିଥିଲେ। ବୈଠକରେ…

Continue Readingଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ କର୍ମଶାଳା: ଦୁର୍ନୀତିମୁକ୍ତ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଉପରେ ଗୁରୁତ୍ୱାରୋପ

ତୃତୀୟ ଦିନରେ କୋଲ ୱାସରି ଆନ୍ଦୋଳନ: ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ, ପ୍ରଶାସନ ଆଲୋଚନା ବିଫଳ

ତାଳଚେର : ତିନି ଦିନ ଧରି ଚାଲିଥିବା ଗ୍ଲୋବାଲ କୋଲ ୱାସରି ପ୍ଲାଣ୍ଟର ପ୍ରଦୂଷଣ ବିବାଦ ଥମିବାର ନାଁ ନେଉନାହିଁ। ଗୋଟିଏ ଗୋଷ୍ଠୀ ଏହାକୁ ସମର୍ଥନ କରି ରେଳରୋକ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ଅନ୍ୟ ଗୋଷ୍ଠୀ ଏହାକୁ ବନ୍ଦ କିମ୍ବା…

Continue Readingତୃତୀୟ ଦିନରେ କୋଲ ୱାସରି ଆନ୍ଦୋଳନ: ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ, ପ୍ରଶାସନ ଆଲୋଚନା ବିଫଳ