୨ ପେଶାଦାର ବାଇକ୍ ଚୋର ଗିରଫ, ୭ ବାଇକ୍ ଜବତ
ଅନୁଗୁଳ: ଅନୁଗୁଳ ସଦର ଥାନା ପୋଲିସ ଶୁକ୍ରବାର ୨ ଜଣ ପେଶାଦାର ମୋଟର ସାଇକେଲ ଚୋରଙ୍କୁ ଗିରଫ କରିବାସହ ୭ଟି ବାଇକ୍ ଜବତ କରିଛି। ସୂଚନା ମୁତାବକ, ଏକ ବିଶ୍ବସ୍ତ ସୂତ୍ରରୁ ଖବରପାଇ ସଦର ଥାନା ପୋଲିସ ଗୁରୁବାର ପ୍ରଗତିନଗରଠାରେ ଏକ…
ଅନୁଗୁଳ: ଅନୁଗୁଳ ସଦର ଥାନା ପୋଲିସ ଶୁକ୍ରବାର ୨ ଜଣ ପେଶାଦାର ମୋଟର ସାଇକେଲ ଚୋରଙ୍କୁ ଗିରଫ କରିବାସହ ୭ଟି ବାଇକ୍ ଜବତ କରିଛି। ସୂଚନା ମୁତାବକ, ଏକ ବିଶ୍ବସ୍ତ ସୂତ୍ରରୁ ଖବରପାଇ ସଦର ଥାନା ପୋଲିସ ଗୁରୁବାର ପ୍ରଗତିନଗରଠାରେ ଏକ…
ତାଳଚେର: ତାଳଚେର ସରକାରୀ ମେଡିକାଲ୍ କଲେଜ୍କୁ କାର୍ଯ୍ୟକାରୀ କରିବା ପାଇଁ କ୍ରିୟାନୁଷ୍ଠାନ କମିଟିର ପ୍ରତିଷ୍ଠା ବାର୍ଷିକୀରେ ଏକ ସଚେତନ ନାଗରିକ ସମାବେଶ ମେଡିକାଲ୍ କଲେଜ୍ ସମ୍ମୁଖରେ ଅନୁଷ୍ଠିତ ହୋଇଛି। ଆବାହକ ପଦ୍ମଚରଣ ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାବେଶରେ ତାଳଚେର ମେଡିକାଲ୍…
ଅନୁଗୁଳ: ଶୁକ୍ରବାର ପୂର୍ବାହ୍ନରେ ଶୈଳ ଶ୍ରୀକ୍ଷେତ୍ର ପରିସରରେ ଥିବା ବିମଳା ମନ୍ଦିର ନିକଟରେ ପାଞ୍ଚ ଫୁଟିଆ ଏକ ନାଗ ସାପ ବୁଲୁଥିବା ମନ୍ଦିରର ମୁଖ୍ୟ ପୂଜକ ମନୋଜ କର ଦେଖିଥିଲେ। ଏହାପରେ ସର୍ପମିତ୍ର ଆଦିତ୍ୟ ବେହେରା ଓ ପିଣ୍ଟୁ ବେହେରାଙ୍କୁ ଖବର…
ପାଳଲହଡା: ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ୟୁନିଟ ୧ ସ୍ଥିତ ଆଦିବାସୀ ପଡିଆ ଠାରେ ଚାଲିଥିବା ଆଦିବାସୀ ମେଳାରେ ପାଳଲହଡା ପାଉଡି ଭୂୟାଁ ଉନ୍ନୟନ ସଂସ୍ଥା ପୁରସ୍କୃତ ହୋଇଛି। ଆଦିବାସୀ ମେଳାରେ ଓଡ଼ିଶାର ବିଭିନ୍ନ ସ୍ଥାନର ୧୧ ଟି ପ୍ରକଳ୍ପ ପ୍ରଦର୍ଶିତ…
ଅନୁଗୁଳ: ଭିଜିଲାନ୍ସ ଜାଲରେ କେବିକେ ଭବାନୀପାଟଣାର କ୍ଷୁଦ୍ର ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ କନ୍ଦର୍ପ ପ୍ରଧାନ। ଆୟବହିର୍ଭୂିତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କ ପୈତୃକ ଘର ଅନୁଗୁଳ ଜିଲ୍ଲା ସାପଘରା ପଞ୍ଚାୟତର ବନ୍ତୁଲ ଗାଁ ଓ ଅନୁଗୁଳ ସିମିଳିପଡ଼ା ଘର…
ଅନୁଗୁଳ: କେନ୍ଦ୍ର ବିଜେପି ଶାସିତ ମୋଦି ସରକାର ଗତ ଦୁଇ ମାସରେ ଦୁଇ ଥର ଗ୍ୟାସ୍ ଦର ବୃଦ୍ଧିକୁ ବିରୋଧ କରି ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ପକ୍ଷରୁ ଅନୁଗୁଳ ବସ୍ଷ୍ଟାଣ୍ଡ ଅଞ୍ଚଳରେ ଶୋଭାଯାତ୍ରା କରିବା ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ)…
ପାଳଲହଡ଼ା: ପାଳଲହଡା ସଦର ମହକୁମାର ଷ୍ଟାଡିୟମଠାରେ ଆସନ୍ତା ୩ରୁ ୭ତାରିଖ ପର୍ଯ୍ୟନ୍ତ ତୃତୀୟ ମାଲ୍ୟଗିରି ମହୋତ୍ସବ ଆୟୋଜିତ ହେବାକୁ ଯାଉଛି। ମହୋତ୍ସବ ପାଇଁ ଆଜି ପାଳଲହଡା ଅଞ୍ଚଳର ବିଭିନ୍ନ ଦେବାଦେବୀ ଓ ଶୈବପୀଠରୁ ଏକା ସାଙ୍ଗେ ମଶାଲ ଶୋଭାଯାତ୍ରା ବାହାରି ପାଳଲହଡା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ରାମଚଣ୍ଡି ମନ୍ଦିରରୁ ବୁଧବାର ରାତିରେ ଚୋରି ହୋଇଛି। ଏ ନେଇ ମନ୍ଦିର ପରିଚାଳନା କମିଟି ତରଫରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ଯେ, ଗୁରୁବାର ସକାଳେ ମନ୍ଦିର ପୂଜା କରିବାକୁ ଯିବା…
ଅନୁଗୁଳ: ଆଜି ପୂର୍ବାହ୍ନରେ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ରଜନୀକାନ୍ତ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମହିଳା ଦିବସ ୨୦୨୩କୁ କିପରି…
ଅନୁଗୁଳ : ଅନୁଗୁଳ ଭଲିବଲ ହୋମ୍ ପକ୍ଷରୁ ସର୍ବଭାରତୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ବିଜୁ ମଇଦାନ ପଡିଆରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ସର୍ବଶ୍ରେଷ୍ଠ ଦଳ ଯଥା - ଓଏନଂ…