ଘରେ ପଶି ନାବାଳିକାକୁ ତଣ୍ଟି କାଟି ହତ୍ୟା: କାରଣ ଅସ୍ପଷ୍ଟ, ଅଭିଯୁକ୍ତ ଫେରାର

ଅନୁଗୁଳ: ଆଜି ସକାଳେ ଅନୁଗୁଳ ସଦର ଥାନା କୁଇଓ ଗାଁରେ ଜଣେ ନାବାଳିକାକୁ ତଣ୍ଟି କାଟି ହତ୍ୟା କରିଛି ଯୁବକ। ସୂଚନା ମୁତାବକ, କିଛି ବର୍ଷ ପୂର୍ବରୁ ଡଅଁରା ଗ୍ରାମରୁ ଆସି କୁଇଓରେ ଘର କରି ରହୁଥିବା ଏକ ପରିବାରର ନାବାଳିକା…

Continue Readingଘରେ ପଶି ନାବାଳିକାକୁ ତଣ୍ଟି କାଟି ହତ୍ୟା: କାରଣ ଅସ୍ପଷ୍ଟ, ଅଭିଯୁକ୍ତ ଫେରାର

ବାଇକ ଦୁର୍ଘଟଣାଗ୍ରସ୍ତ: ଚାଳକ ମୃତ, ଆରୋହୀ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଧୀନ ବଉଳିଗଡ଼ ପଞ୍ଚାୟତର ପୁରିକିଆ ଗାଁ ସୀମା ଅଞ୍ଚଳରେ ଏକ ବାଇକ ଦୁର୍ଘଟଣାଗସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ,…

Continue Readingବାଇକ ଦୁର୍ଘଟଣାଗ୍ରସ୍ତ: ଚାଳକ ମୃତ, ଆରୋହୀ ଗୁରୁତର

ପାଚେରି ଡେଇଁ ଘରେ ପଶି କାର୍ ଜାଳି ଦେଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମଣ୍ଡ ପଞ୍ଚାୟତର ଭଣ୍ଡୁବର ଅଞ୍ଚଳ ବିଡିଓ କଲୋନୀର ପାଚେରି ଡେଇଁ ଏକ କାର ଜାଳିଦେଇଛନ୍ତି ଦୁର୍ବୃତ୍ତ। ସୂଚନା ମୁତାବକ, ବିଡିଓ କଲୋନୀର ଲଳିତେନ୍ଦୁ ବେହେରାଙ୍କ ଘରେ ଅରୁଣ କୁମାର ଦାସ ଗତ ୪ ବର୍ଷ…

Continue Readingପାଚେରି ଡେଇଁ ଘରେ ପଶି କାର୍ ଜାଳି ଦେଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ

ହାତୀ ଆକ୍ରମଣରେ ପୁଣି ଗଲା ଆଉ ଜଣେ ମହିଳାଙ୍କ ଜୀବନ, ଗାଁରେ ଉତ୍ତେଜନା

ଅନୁଗୁଳ: ପୁଣି ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ଜୀବନ ଯାଇଛି। ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳରେ ହାତୀ ଜଣେ ମହିଳାଙ୍କୁ ମାରିଛି। ମୃତା ମହିଳା ବନ୍ତଳା ଥାନା ତଳଗଡ଼ ଗ୍ରାମର ବିଜୁଳି ସାହୁ(୫୭)। ସୂଚନା ମୁତାବକ, ଆଜି ସକାଳୁ ବିଜୁଳି ଆମ୍ବ…

Continue Readingହାତୀ ଆକ୍ରମଣରେ ପୁଣି ଗଲା ଆଉ ଜଣେ ମହିଳାଙ୍କ ଜୀବନ, ଗାଁରେ ଉତ୍ତେଜନା

ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ୧୦ ଦିନ ପରେ ହୋଇଥାନ୍ତା ବିବାହ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପରଙ୍ଗ ଗ୍ରାମ ରାଜସ୍ବ କାର୍ଯ୍ୟାଳୟ ପାଖ ଜଙ୍ଗଲରେ ଥିବା ବନଦୁର୍ଗା ପୀଠ ନିକଟସ୍ଥ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ମୃତ ଯୁବକ ହେଲେ ରେଙ୍ଗାଲି ଥାନା…

Continue Readingଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ୧୦ ଦିନ ପରେ ହୋଇଥାନ୍ତା ବିବାହ

ଜିଲ୍ଲା ପ୍ରଶାସନ ଓ ଟାଟା ଷ୍ଟିଲ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍: ଟ୍ରଫି ହାତେଇଲା ପ୍ରଶାସନ ଏକାଦଶ

ଅନୁଗୁଳ: ଆଜି ସ୍ଥାନୀୟ କଦମ ପଡ଼ିଆରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଜିଲ୍ଲା ପ୍ରଶାସନ ଓ ଟାଟା ଷ୍ଟିଲ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି। ସକାଳେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ )ରଜନୀକାନ୍ତ ସ୍ୱାଇଁ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ପ୍ରଥମେ ପ୍ରଶାସନ ଏକାଦଶ…

Continue Readingଜିଲ୍ଲା ପ୍ରଶାସନ ଓ ଟାଟା ଷ୍ଟିଲ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍: ଟ୍ରଫି ହାତେଇଲା ପ୍ରଶାସନ ଏକାଦଶ

ଉପଖଣ୍ଡ କ୍ରୀଡା ସଂସଦର ଜରୁରୀ ବୈଠକ: ୪ ସଦସ୍ୟଙ୍କ ନାଁ ଚୂଡାନ୍ତ

ଅନୁଗୁଳ: ଆଜି ଅନୁଗୁଳ ଉପ ଜିଲ୍ଲାପାଳଙ୍କ ସଭାକକ୍ଷରେ ଉପଖଣ୍ଡ କ୍ରୀଡା ସଂସଦର ଏକ ଜରୁରୀ ବୈଠକ ବସିଥିଲା। ଦୀର୍ଘ ବର୍ଷ ଧରି ଜିଲ୍ଲା କ୍ରୀଡା ସଂସଦର ନିର୍ବାଚନ ହୋଇପାରି ନଥିବାରୁ ଅନୁଗୁଳ ଉପଖଣ୍ଡରୁ ଚାରିଜଣ ସଦସ୍ୟଙ୍କ ନାଁ ପଠା ଯିବା ଜରୁରୀ…

Continue Readingଉପଖଣ୍ଡ କ୍ରୀଡା ସଂସଦର ଜରୁରୀ ବୈଠକ: ୪ ସଦସ୍ୟଙ୍କ ନାଁ ଚୂଡାନ୍ତ

ମହାତ୍ମାଗାନ୍ଧୀ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଗାନ୍ଧୀ ରହଣି ସ୍ମୃତି ସଭା ଆୟୋଜିତ

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବାମୁର ଠାରେ ଶୁକ୍ରବାର ଦିନ ମହାତ୍ମା ଗାନ୍ଧୀ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ମହାତ୍ମା ଗାନ୍ଧୀ ରହଣି ସ୍ମୃତି ସଭା ଅନୁଷ୍ଠିତ ହୋଇଛି। ଟ୍ରଷ୍ଟର ସମ୍ପାଦକ ଗୋକୁଳାନନ୍ଦ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଥମେ ଡାକ…

Continue Readingମହାତ୍ମାଗାନ୍ଧୀ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଗାନ୍ଧୀ ରହଣି ସ୍ମୃତି ସଭା ଆୟୋଜିତ

ଚନ୍ଦନ ଯାତ୍ରା ପ୍ରସ୍ତୁତି: ବଇଣ୍ଡା ଚନ୍ଦନ ଯାତ୍ରା କମିଟି ଓ ପ୍ରଶାସନ ପକ୍ଷରୁ ବସିଲା ବୈଠକ

ବଇଣ୍ଡା : କିଶୋରନଗର ବ୍ଲକ ବଇଣ୍ଡା ଠାରେ ହେବାକୁ ଥିବା ଚନ୍ଦନ ଯାତ୍ରା ପାଇଁ ଶୁକ୍ରବାର ବଇଣ୍ଡା ଫାଣ୍ଡି ପରିସରରେ ପୋଲିସ ପ୍ରଶାସନ, ଗ୍ରାମବାସୀ ଓ ଯାତ୍ରା କମିଟି ମଧ୍ୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଆଠମଲ୍ଲିକ ଏସଡିପିଓ ବାଳକୃଷ୍ଣ କଅଁରଙ୍କ…

Continue Readingଚନ୍ଦନ ଯାତ୍ରା ପ୍ରସ୍ତୁତି: ବଇଣ୍ଡା ଚନ୍ଦନ ଯାତ୍ରା କମିଟି ଓ ପ୍ରଶାସନ ପକ୍ଷରୁ ବସିଲା ବୈଠକ

ଓଭରଟେକ୍ ଯୋଗୁ ଓଲଟିଲା କାର, ଦୁଇ ଗୁରୁତର

ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ଅନ୍ତର୍ଗତ ମହିଧରପୁର ନିକଟରେ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଆଠଗଡ଼ ପାର୍ଶ୍ଵରୁ ଅନୁଗୁଳ ଅଭିମୁଖେ ଦୁଇଟି କାର ଆସୁଥିବା ସମୟରେ ଏକ କାର ଅନ୍ୟ ଏକ କାରକୁ ଓଭରଟେକ କରିବା ସମୟରେ ଗୋଟିଏ…

Continue Readingଓଭରଟେକ୍ ଯୋଗୁ ଓଲଟିଲା କାର, ଦୁଇ ଗୁରୁତର