ସୁପାରୀ ନେଇ ହତ୍ୟା ଉଦ୍ୟମ ଅଭିଯୋଗରେ ୨ ଯୁବକ ଗିରଫ
ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଗଡ଼ତରାଶ ଗାଁ ଦେଶୀମଦ ଭାଟିର କର୍ମଚାରୀଙ୍କୁ ସୁପାରୀ ନେଇ ହତ୍ୟା ଉଦ୍ୟମ ଅଭିଯୋଗରେ ପୋଲିସ ୨ ଜଣ ଯୁବକଙ୍କୁ ଗିରଫ କରିଛି। ପ୍ରକାଶ ଯେ, ଗଡ଼ତରାଶ ଦେଶୀମଦ ଭାଟିର କର୍ମଚାରୀ ବିହାର…
ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଗଡ଼ତରାଶ ଗାଁ ଦେଶୀମଦ ଭାଟିର କର୍ମଚାରୀଙ୍କୁ ସୁପାରୀ ନେଇ ହତ୍ୟା ଉଦ୍ୟମ ଅଭିଯୋଗରେ ପୋଲିସ ୨ ଜଣ ଯୁବକଙ୍କୁ ଗିରଫ କରିଛି। ପ୍ରକାଶ ଯେ, ଗଡ଼ତରାଶ ଦେଶୀମଦ ଭାଟିର କର୍ମଚାରୀ ବିହାର…
ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ବଉଳିଗଡ଼ ଜଙ୍ଗଲରେ ହାତୀ ପଲଙ୍କ ଆତଙ୍କ। ଏହି ହାତୀମାନେ ପୁରୀକିଆ, ଅରାହାଟ ଅଞ୍ଚଳରେ ରହିଥିବା ବେଳେ ଆଜି ଦିନ ୩ ଟାରେ ବଉଳିଗଡ଼ ଜଙ୍ଗଲକୁ ଆସିଛନ୍ତି। ତେବେ ହାତୀମାନେ ଫସଲ ନଷ୍ଟ କରି ଦେବେ ବୋଲି…
ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ଧଣ୍ଡାତୋପା ଓ ଆରାମପୁର ଫରେଷ୍ଟ ବଙ୍ଗଳା ସମ୍ମୁଖରେ ଅଶୋକ କୁମାର ଧଳଙ୍କ ସଭାପତିତ୍ବରେ ସଂସ୍କୃତି ଓ କଳାପରିଷଦର ଆଲୋଚନା ଚକ୍ର ସବୁବର୍ଗର କଳାକାରଙ୍କୁ ନେଇ ଅନୁଷ୍ଠିତ ହୋଇଛି। ସଂସ୍କୃତି ଓ କଳାପରିଷଦର ମୁଖ୍ୟ…
ଛେଣ୍ଡିପଦା:ସ୍ଥାନୀୟ ଛେଣ୍ଡିପଦା ବ୍ଲକ୍ ଜରପଡା ଠାରେ ଏକ ରାଷ୍ଟ୍ରାୟତ ବ୍ୟାଙ୍କ ଖୋଲିବା ପାଇଁ ଦାବି କରି ୭ଟି ପଞ୍ଚାୟତବାସୀ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ଅଧିକାରୀ ଓ ଅନୁଗୁଳ ଜିଲ୍ଲାପାଳଙ୍କ ନିକଟକୁ ଦାବି ପତ୍ର ପ୍ରେରଣ କରିଛନ୍ତି । ଛେଣ୍ଡିପଦା ବ୍ଲକର ଜରପଡା…
ଅନୁଗୁଳ: କଟକ-ଭୁବନେଶ୍ୱର ଭଳି ଅନୁଗୁଳରେ ଲାଇନ ଅଟୋ ଚାଲିବାର ସମ୍ଭାବନା ଦେଖାଦେଇଛି। ପ୍ରଥମ ପର୍ଯ୍ୟାୟରେ ପାଞ୍ଚଟି ଲାଇନ ଅଟୋ କିଣାଯାଇ କେତେକ ରୁଟରେ ପରୀକ୍ଷା କରାଯିବ। ଏହି ଇ ବିଦ୍ୟୁତ ଭେଇକିଲକୁ ମହିଳା ଚାଳକ ମାନେ ଚଳାଇବାର ଯୋଜନା ମଧ୍ୟ ରହିଛି।…
ଅନୁଗୁଳ: ଅନୁଗୁଳ ଶାବଳଭଙ୍ଗା ଠାରେ ଏକ ସମନ୍ବିତ ଟ୍ରକ ଟର୍ମିନାଲ ନିର୍ମାଣ କରାଯିବ। ଅନୁଗୁଳ ସମେତ ମୋଟ ୬ଟି ଜିଲ୍ଲାରେ ଏହି ଟର୍ମିନାଲ ନିର୍ମାଣ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ପରିବହନ କମିଶନର ଲାଲମୋହନ ସେଠୀ। ଏକ ଆକଳନରୁ…
ଅନୁଗୁଳ : ସ୍ଥାନୀୟ ଛେଣ୍ଡିପଦା ଥାନା କୁକୁରପଟା ଗାଁରେ ସ୍ୱାମୀ ଘର ଆଗରେ ଭୋକ ଉପାସରେ ୩ ଦିନ ହେବ ନ୍ୟାୟ ଅପେକ୍ଷାରେ ବସିଛି ସ୍ତ୍ରୀ। ସୂଚନା ଅନୁସାରେ, ବରପଦା ଗାଁର ରୋଜିଲି ଦେହୁରୀ ୭ ବର୍ଷ ତଳେ କୁକୁରପେଟାର ଅନିଲ୍…
ତାଳଚେର: ତାଳଚେର ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ୩ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରରେ ୨୦୦୧ ମସିହାରୁ ଅଦ୍ୟାବଧି ନିଯୁକ୍ତି ପ୍ରାପ୍ତ ସମସ୍ତ ପ୍ରାଥମିକ ଶିକ୍ଷକ/ଶିକ୍ଷୟିତ୍ରୀ (ନୂତନ ପେନ୍ସନ୍ ଯୋଜନାଭୁକ୍ତ)…
ଅନୁଗୁଳ: ସନ୍ତୋଷ ପ୍ରଧାନ ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ(ଏୟୁସିସି) ବ୍ୟାଙ୍କର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଶନିବାର ଅନୁଷ୍ଠିତ ଭୋଟରେ ସେ ୧୫-୦ ବ୍ୟବଧାନରେ ପ୍ରତାପ ଚନ୍ଦ୍ର ମଲ୍ଲିକଙ୍କୁ ପରାସ୍ତ କରିଛନ୍ତି। ଏପରିକି ଖୋଦ୍ ପ୍ରତାପ ତାଙ୍କ ଭୋଟ ସନ୍ତୋଷଙ୍କୁ ଦେଇଛନ୍ତି।…
ଛେଣ୍ଡିପଦା: ସ୍ଥାନୀୟ ଛେଣ୍ତିପଦା ବ୍ଲକର ପ୍ରାଥମିକ ଶିକ୍ଷକଙ୍କ ପକ୍ଷରୁ ୩ ଦଫା ଦାବି ନେଇ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ପ୍ରଭାକରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଆଜି ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସୁଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ…