ପିକଅପ୍ ଭ୍ୟାନ ସହ ବାଇକ୍ ମୁହାଁମୁହିଁ ଧକ୍କା, ୨ ଆରୋହୀ ଗୁରୁତର

ଛେଣ୍ଡିପଦା: ଛେଣ୍ଡିପଦା ଥାନା ସନ୍ତରାବନ୍ଧ ମହିଷାମର୍ଦ୍ଦିନୀ ପୀଠ ନିକଟରେ ବିଦ୍ୟୁତ ବିଭାଗ ପିକଅପ୍ ଭ୍ୟାନ ସହିତ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ଆଜି ମଧ୍ୟାହ୍ନରେ କୋଶଳା ଗ୍ରାମର ବରୁଣ ବେହେରାଙ୍କ ପୁଅ ସରୋଜ…

Continue Readingପିକଅପ୍ ଭ୍ୟାନ ସହ ବାଇକ୍ ମୁହାଁମୁହିଁ ଧକ୍କା, ୨ ଆରୋହୀ ଗୁରୁତର

ପ୍ରତିଶ୍ରୁତି ରଖିଲେନି ହିଙ୍ଗୁଳା ଖଣି କର୍ତ୍ତୃପକ୍ଷ, ରାସ୍ତା ରୋକ କରି ଆନ୍ଦୋଳନ କଲେ କ୍ଷତିଗ୍ରସ୍ତ ଗୋପାଳପ୍ରସାଦ ଗ୍ରାମବାସୀ

ତାଳଚେର: ନିଯୁକ୍ତି, ଥଇଥାନ ତଥା କ୍ଷତିପୂରଣ ଦାବିରେ ତାଳଚେର ବ୍ଲକ ଗୋପାଳପ୍ରସାଦ ଗ୍ରାମବାସୀଙ୍କ ପକ୍ଷରୁ ହିଙ୍ଗୁଳା କୋଇଲା ଖଣି ବନ୍ଦ ଆନ୍ଦୋଳନ କରାଯାଇଛି। ଆଜି ସକାଳୁ ଶତାଧିକ ଗ୍ରାମବାସୀ ହିଙ୍ଗୁଳା କୋଇଲା ଖଣି, ଟାଇମ ଅଫିସ ଅବରୋଧ କରିଥିଲେ। ଫଳରେ ଖଣିରୁ…

Continue Readingପ୍ରତିଶ୍ରୁତି ରଖିଲେନି ହିଙ୍ଗୁଳା ଖଣି କର୍ତ୍ତୃପକ୍ଷ, ରାସ୍ତା ରୋକ କରି ଆନ୍ଦୋଳନ କଲେ କ୍ଷତିଗ୍ରସ୍ତ ଗୋପାଳପ୍ରସାଦ ଗ୍ରାମବାସୀ

ଫେବ୍ରୁଆରୀ ମାସ ପାଇଁ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମର ପ୍ରସ୍ତୁତି ଶେଷ, ଏସବୁ ସ୍ଥାନରେ ଅଭିଯୋଗ କରିପାରିବେ ଲୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କର ଫେବ୍ରୁଆରୀ ମାସ ପାଇଁ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏଥିରେ ଜିଲ୍ଲାପାଳ ଓ ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେବା…

Continue Readingଫେବ୍ରୁଆରୀ ମାସ ପାଇଁ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମର ପ୍ରସ୍ତୁତି ଶେଷ, ଏସବୁ ସ୍ଥାନରେ ଅଭିଯୋଗ କରିପାରିବେ ଲୋକ

ରଙ୍ଗିଲା ଅଧିକାରୀଙ୍କ ଗୁମର ଫିଟୁଛି

ଅନୁଗୁଳ: ଅମଲାପଡ଼ା ଏକ ସରକାରୀ କଲୋନୀରେ ରହୁଥିବା ଠିକା ଅଧିକାରୀ ରାସଲୀଳା କରି ଧରାପଡ଼ିବା ପରେ ଛେଚା ଖାଇ ଅନୁଗୁଳରୁ ଫେରାର ହୋଇଯାଇଥିଲେ।ତେବେ ବୁଧବାର ସନ୍ଧ୍ୟାରେ ହୃଦଘାତରେ ମୃତ୍ୟୁ ବରଣ କରିଥିବା ସ୍ୱଚ୍ଛ ସାଥୀ କଳ୍ପନା ବରାଳଙ୍କ ସ୍ମୃତିରେ ଆଜି ଏକ…

Continue Readingରଙ୍ଗିଲା ଅଧିକାରୀଙ୍କ ଗୁମର ଫିଟୁଛି

ଡିଏମଏଫ୍‌ଟି ପକ୍ଷରୁ ଖର୍ଚ୍ଚ ହେଲାଣି ୨୦୫୮କୋଟି

ଅନୁଗୁଳ: ଅନୁଗୁଳ ଜିଲ୍ଲା ମିନେରାଲ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଜିଲ୍ଲାରେ ହେଉଥିବା ବିଭିନ୍ନ ପ୍ରକଳ୍ପ ବାବଦକୁ ଖର୍ଚ୍ଚ ନେଇ ସାମାଜିକ ଗଣ ମାଧ୍ୟମରେ ଭିନ୍ନଭିନ୍ନ ମତ ମନ୍ତବ୍ୟ ପ୍ରକାଶିତ ହେଉଥିବା ବେଳେ ଅସଲରେ ଜିଲ୍ଲାର ବିକାଶ ପାଇଁ କେଉଁ ବାବଦକୁ କେତେ…

Continue Readingଡିଏମଏଫ୍‌ଟି ପକ୍ଷରୁ ଖର୍ଚ୍ଚ ହେଲାଣି ୨୦୫୮କୋଟି

ନାଲକୋ ଅନୁଗୁଳ ଅଞ୍ଚଳରେ ୫ଜି ସେବା

ଅନୁଗୁଳ: ଆଜିଠାରୁ ଜିଓ ପକ୍ଷରୁ ରାଜ୍ୟର ବଲାଙ୍ଗୀର ଓ ନାଲକୋ ଅନୁଗୁଳ ଅଞ୍ଚଳରେ ବିଧିବଦ୍ଧ ଭାବେ ୫ଜି ସେବା ଆରମ୍ଭ କରିଛି,ଏହି ଦୁଇ ସହରକୁ ମିଶାଇ ରାଜ୍ୟର ମୋଟ ୧୨ ଟି ସହରରେ ଜିଓର ୫ଜି ସେବା ଆରମ୍ଭ ହୋଇଛି। କଟକ…

Continue Readingନାଲକୋ ଅନୁଗୁଳ ଅଞ୍ଚଳରେ ୫ଜି ସେବା

ମେ’ରୁ ଭୁବନେଶ୍ୱରରୁ ଉଡ଼ାଣ ଭରିବ ଅନ୍ତର୍ଜାତୀୟ ବିମାନ, ସ୍ପଷ୍ଟ କଲେ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ

ଭୁବନେଶ୍ୱର: ଖୁବଶୀଘ୍ର ଭୁବନେଶ୍ୱରରୁ ଉଡ଼ାଣ ଭରିବ ଅନ୍ତର୍ଜାତୀୟ ବିମାନ। ଆସନ୍ତା ମେ'ରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିଦେଶକୁ ବିମାନ ଉଡ଼ିବ। ଏନେଇ ରାଜ୍ୟ ସରକାର ଏମଓୟୁ ସ୍ୱାକ୍ଷର କରିଛନ୍ତି ବୋଲି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା…

Continue Readingମେ’ରୁ ଭୁବନେଶ୍ୱରରୁ ଉଡ଼ାଣ ଭରିବ ଅନ୍ତର୍ଜାତୀୟ ବିମାନ, ସ୍ପଷ୍ଟ କଲେ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ

ଡାଇମଣ୍ଡ କ୍ଲବର ପ୍ଲାଷ୍ଟିକ୍ ମୁକ୍ତ ସଚେତନତା କାର୍ଯ୍ୟକ୍ରମ, ଯୋଗ ଦେଲେ ଶତାଧିକ କର୍ମୀ

ତାଳଚେର: ଅନୁଗୁଳ ନେହରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ସ୍ଥାନୀୟ ସନ୍ଥପଡା ଡାଇମଣ୍ଡ କ୍ଲବ ପକ୍ଷରୁ ପ୍ଲାଷ୍ଟିକ୍ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ କ୍ଲବର ସଭାପତି ସତ୍ୟାନନ୍ଦ ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ…

Continue Readingଡାଇମଣ୍ଡ କ୍ଲବର ପ୍ଲାଷ୍ଟିକ୍ ମୁକ୍ତ ସଚେତନତା କାର୍ଯ୍ୟକ୍ରମ, ଯୋଗ ଦେଲେ ଶତାଧିକ କର୍ମୀ

ଆଜି ବିଶ୍ଵ ଆର୍ଦ୍ରଭୂମି ଦିବସ: ଅନୁଗୁଳ ଜଳବାୟୁକୁ ପ୍ରଭାବିତ କରୁଛି ସାତକୋଶିଆ

ଅନୁଗୁଳ: ଫେବୃଆରୀ ୨ ତାରିଖ ବିଶ୍ଵ ଆର୍ଦ୍ରଭୂମି ଦିବସ ଅବସରରେ ଅନୁଗୁଳ ଜିଲ୍ଲାର ପାଣିପାଗ ତଥା ଜଳବାୟୁକୁ ପ୍ରଭାବିତ କରୁଥିବା ବିଭିନ୍ନ କାରକ ଉପରେ ଚିନ୍ତା କରିବାର ସମୟ ଆସିଚି। ୧୯୭୬ରେ ସାତକୋଶିଆକୁ ଏହାର ଚିରନ୍ତନି ସବୁଜିମା,ବୃକ୍ଷରାଜି,ପଶୁପକ୍ଷୀ ଓ ସାତକୋଶିଆ ଗଣ୍ଡ…

Continue Readingଆଜି ବିଶ୍ଵ ଆର୍ଦ୍ରଭୂମି ଦିବସ: ଅନୁଗୁଳ ଜଳବାୟୁକୁ ପ୍ରଭାବିତ କରୁଛି ସାତକୋଶିଆ

ଠିକା ଅଧିକାରୀଙ୍କ ରାସଲୀଳା: ପ୍ରେମିକାର ସ୍ବାମୀଙ୍କ ମାଡ଼ରେ ଘାଇଲା

ଅନୁଗୁଳ: ଅମଲାପଡ଼ା କଲୋନୀର ଏକ କ୍ୱାଟର ଭିତରେ ରାସଲୀଳା ଚାଲିଥିବାବେଳେ ଧରାପଡ଼ି ହଟହଟା ହୋଇଛନ୍ତି ଜଣେ ଠିକା ଅଧିକାରୀ। ଏହି ଠିକା ଅଧିକାରୀ ଜଣେ ସୁନ୍ଦରୀ ମହିଳା କର୍ମଚାରୀଙ୍କ ସହ ଅନେକ ସମୟରେ ରାସଲୀଳାରେ ମାତି ଥାଆନ୍ତି।ବିଶ୍ଵସ୍ତ ସୂତ୍ରରୁ ଖବର ପାଇ…

Continue Readingଠିକା ଅଧିକାରୀଙ୍କ ରାସଲୀଳା: ପ୍ରେମିକାର ସ୍ବାମୀଙ୍କ ମାଡ଼ରେ ଘାଇଲା