ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରମାକାନ୍ତ ସାହୁଙ୍କ ପରଲୋକ

ଆଠମଲ୍ଲିକ : ଆଠମଲ୍ଲିକ ସହରର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରମାକାନ୍ତ ସାହୁଙ୍କର ଗତ ୪ ତାରିଖରେ ୯୫ ବର୍ଷ ବୟସରେ ପରଲୋକ ଘଟିଛି l ତାଙ୍କ ପରଲୋକରେ ସହରରେ ଶୋକର ଛାୟା ଖେଳିଯାଇଛି l ଶ୍ରୀ ସାହୁ ଶିକ୍ଷାଦାନ କରିବା ସହ ଜଣେ…

Continue Readingଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରମାକାନ୍ତ ସାହୁଙ୍କ ପରଲୋକ

ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଅଗ୍ନିଗଙ୍ଗା ମା’ ଠାକୁରାଣୀ ଯାତ୍ରା ପ୍ରସ୍ତୁତି ବୈଠକ

କୋରାପୁଟ: କୋରାପୁଟ ଜିଲ୍ଲା ଆନ୍ଧ୍ର ସୀମାନ୍ତ ବନ୍ଧୁଗାଁ ବ୍ଲକର ନୀଲାବାଡ଼ି ଗ୍ରାମ ଶ୍ରୀ ଶ୍ରୀ ଶ୍ରୀ ଅଗ୍ନିଗଙ୍ଗା ମା' ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ଆଜି ଯାତ୍ରା ମଣ୍ଡପ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ଯାତ୍ରା କମିଟି ଅଧ୍ୟକ୍ଷ ତଥା ବନ୍ଧୁଗାଁ ତହସିଲଦାର…

Continue Readingଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଅଗ୍ନିଗଙ୍ଗା ମା’ ଠାକୁରାଣୀ ଯାତ୍ରା ପ୍ରସ୍ତୁତି ବୈଠକ

ପ୍ରକଳ୍ପ ବିଲ ପାଇଁ ପୂର୍ବତନ ସରପଞ୍ଚଙ୍କ ଧାରଣା

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍ ଅନ୍ତର୍ଗତ କଣ୍ଟେଇକୁଳିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୋମବାର ପ୍ରକଳ୍ପ ବିଲ ଅର୍ଥ ଦାବିରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ସୂଚନା ଯେ, କଣ୍ଟେଇକୁଳିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ କୁମୁଦିନୀ ପ୍ରଧାନ ତାଙ୍କ କାର୍ଯ୍ୟକାଳ…

Continue Readingପ୍ରକଳ୍ପ ବିଲ ପାଇଁ ପୂର୍ବତନ ସରପଞ୍ଚଙ୍କ ଧାରଣା

ପଡିଆଭଙ୍ଗା ଉଚ୍ଚ ବିଦ୍ୟାଳୟରେ ୪୩ ତମ ବାର୍ଷିକ କ୍ରୀଡ଼ା ଆୟୋଜିତ

ତାଳଚେର: ଅନୁଗୁଳ ଜିଲ୍ଲା ଗୁରୁଜାଙ୍ଗୁଲି ପଞ୍ଚାୟତ ପଡିଆଭଙ୍ଗା ଉଚ୍ଚ ବିଦ୍ୟାଳୟରେ ୪୩ ତମ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ ହୋଇଛି। ଏହି ଉତ୍ସବ ଦୁଇଦିନ ଧରି ମହାସମାରୋହରେ ପାଳିତ ହୋଇଛି। ଉଦଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ ଗୁରୁଜାଙ୍ଗ ଉଚ୍ଚ ବିଦ୍ୟାଳୟର ପ୍ରଧାନ…

Continue Readingପଡିଆଭଙ୍ଗା ଉଚ୍ଚ ବିଦ୍ୟାଳୟରେ ୪୩ ତମ ବାର୍ଷିକ କ୍ରୀଡ଼ା ଆୟୋଜିତ

ବନ ସୁରକ୍ଷା ପାଇଁ ଜଙ୍ଗଲ ନିଆଁ ନିରାକରଣ ସଚେତନତା ରାଲି

ଅନୁଗୁଳ : ଅନୁଗୁଳ ଜିଲ୍ଲା ଜରପଡ଼ା ବନାଞ୍ଚଳ ଜେରେଙ୍ଗ ମା' ବୁଢୀ ପାହାଡ଼ ବନ ସୁରକ୍ଷା ସମିତି ପକ୍ଷରୁ ଜଙ୍ଗଲ ନିଆଁ ନିରାକରଣ ନିମନ୍ତେ ଏକ ଜନସଚେତନତା ରାଲି ଅନୁଷ୍ଠିତ ହୋଇଛି। ଏଥିରେ ସମିତି ସଭାପତି ପିତାମ୍ବର ସାହୁ, ଆନିମେଟର କୁମୁଦ…

Continue Readingବନ ସୁରକ୍ଷା ପାଇଁ ଜଙ୍ଗଲ ନିଆଁ ନିରାକରଣ ସଚେତନତା ରାଲି

ଡ୍ରେନେଜ ସୁବିଧା ପାଇଁ ପୌର ଅଧିକାରୀଙ୍କୁ ସାକ୍ଷାତ କଲେ ବସ୍ତି ବାସିନ୍ଦା

ଅନୁଗୁଳ : ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଆଜି ସ୍ୱିପର କଲୋନୀ ପାଖରେ ରହୁଥିବା ବସ୍ତି ବାସିନ୍ଦା ପୌର ଅଧିକାରୀଙ୍କୁ ସାକ୍ଷାତ କରି ଦାବି ଜଣାଇଛନ୍ତି। କାଉନସିଲର ବଳରାମ ଜେନାଙ୍କ ନେତୃତ୍ୱରେ ବସ୍ତିର ୫୦ଟି ପରିବାର ପୌର ଅଧିକାରୀଙ୍କୁ ଭେଟି ଡ୍ରେନେଜ…

Continue Readingଡ୍ରେନେଜ ସୁବିଧା ପାଇଁ ପୌର ଅଧିକାରୀଙ୍କୁ ସାକ୍ଷାତ କଲେ ବସ୍ତି ବାସିନ୍ଦା

କଙ୍ଗାରୁ କୋର୍ଟରେ ବାସନ୍ଦ ସଦସ୍ୟଙ୍କ ଧାରଣା

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ଇଛାପୁର ଗାଁରୁ କଙ୍ଗାରୁ କୋର୍ଟର ରାଏରେ ବାସନ୍ଦ ହୋଇଥିବା ପରିବାର ସଦସ୍ୟ ସୋମବାର ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ସୂଚନା ଯେ, ଗାଁର ୫ଟି ପରିବାରକୁ ପ୍ରାୟ ୩ ବର୍ଷରୁ…

Continue Readingକଙ୍ଗାରୁ କୋର୍ଟରେ ବାସନ୍ଦ ସଦସ୍ୟଙ୍କ ଧାରଣା

ବିଜୁ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପବାଚସ୍ପତି, ଉପକୃତ ହେବେ ୩ ନିର୍ବାଚନ ମଣ୍ଡଳୀର ଲୋକ

ଅନୁଗୁଳ : ବଅଁରପାଳ ବ୍ଲକ ବୁଢାପଙ୍କ ପଞ୍ଚାୟତ ପନ୍ଦରଭରଣିଆ-ଝାଡ଼ିଅମ୍ବା ରାସ୍ତାରେ ନନ୍ଦିରା ଉପରେ ବିଜୁ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ବିଧାନସଭାର ଉପ-ବାଚସ୍ପତି ରଜନୀକାନ୍ତ ସିଂହ ଯୋଗ ଦେଇ ନନ୍ଦିରା ବିଜୁ ସେତୁର ଭିତ୍ତିପ୍ରସ୍ତର…

Continue Readingବିଜୁ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପବାଚସ୍ପତି, ଉପକୃତ ହେବେ ୩ ନିର୍ବାଚନ ମଣ୍ଡଳୀର ଲୋକ

ଅନୁଗୁଳ ଆକାଶରେ ସନ୍ଦିଗ୍ଧ ବେଲୁନ!!

ଅନୁଗୁଳ: ଆଜି ସନ୍ଧ୍ୟାରେ ଅନୁଗୋଳ ଆକାଶରେ ପଶ୍ଚିମ ଦିଗରୁ ପୂର୍ବ ଦିଗକୁ ଗତି କରୁଥିବା ଏକ ବେଲୁନ ଭଳି ପଦାର୍ଥ ଦେଖିବାକୁ ମିଳିଥିଲା । ଜଣେ ସ୍ଥାନୀୟ ଯୁବକ ଏହି ଦୃଶ୍ୟର ଭିଡିଓ ମୋବାଇଲରେ ଉତ୍ତୋଳନ କରିଥିବା ଦାବି କରିଛନ୍ତି। ଏହି…

Continue Readingଅନୁଗୁଳ ଆକାଶରେ ସନ୍ଦିଗ୍ଧ ବେଲୁନ!!

ବନ ବିଭାଗ କାର୍ଯ୍ୟାଳୟ ଭିତରେ ଥିବା ଜବତ ଗାଡ଼ିରୁ ପାର୍ଟସ ଚୋରି

ଛେଣ୍ଡିପଦା: ଛେଣ୍ଡିପଦା ବନ ବିଭାଗ ପକ୍ଷରୁ ଗତ ବର୍ଷ ଏପ୍ରିଲ ମାସରେ ଜବତ କରାଯାଇଥିବା ଚୋରା କେନ୍ଦୁପତ୍ର ବୋଝେଇ ଏକ ପିକଅପ ଭ୍ୟାନ(OD05 BC 8413)ର ପାର୍ଟସ ଚୋରି ହୋଇଯାଇଛି। ଆଜି ସକାଳୁ ଭ୍ୟାନର ଷ୍ଟେପିନ ଟାୟାର ସହିତ ଗାଡ଼ିରେ ଲାଗି…

Continue Readingବନ ବିଭାଗ କାର୍ଯ୍ୟାଳୟ ଭିତରେ ଥିବା ଜବତ ଗାଡ଼ିରୁ ପାର୍ଟସ ଚୋରି