ଅନ୍ୟମନସ୍କ ଭାବେ ଚାଲୁଥିବା ବେଳେ କୂଅରେ ପଡ଼ି ବୃଦ୍ଧ ମୃତ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ପିଙ୍ଗୁଆଠାରେ ଆଜି ଜଣେ ବୃଦ୍ଧ କୂଅରେ ପଡ଼ି ପ୍ରାଣ ହରାଇଛନ୍ତି। ମୃତକ ହେଉଛନ୍ତି ଭୁବନ ସାମଲ(୯୦)। ସେ ଅନ୍ୟମନସ୍କ ଭାବରେ ଘର ନିକଟରେ ଯାଉଥିବା ବେଳେ କୂଅରେ ପଡ଼ିଯାଇଥିଲେ। ଏ ନେଇ ଗାଁ ଲୋକ ଜାଣିବା…

Continue Readingଅନ୍ୟମନସ୍କ ଭାବେ ଚାଲୁଥିବା ବେଳେ କୂଅରେ ପଡ଼ି ବୃଦ୍ଧ ମୃତ

ଅବସରପ୍ରାପ୍ତ ପୋଲିସ କର୍ମଚାରୀ ତଥା ସାମ୍ବାଦିକଙ୍କ ପିତୃ ବିୟୋଗ, ଶୋକବ୍ୟକ୍ତ କଲେ ବହୁ ବିଶିଷ୍ଟ ବ୍ୟକ୍ତି

ଅନୁଗୁଳ : ସ୍ଥାନୀୟ ତୁରଙ୍ଗ ନିବାସୀ ଜଣେ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଶୁକ୍ରବାର ଅପରାହ୍ନରେ ନିଜ ବାସ ଗୃହରେ ପ୍ରାଣ ହରାଇଛନ୍ତି। ମୃତକ ହେଲେ ସୁଜନ ନାୟକ (୮୪)। ସେ ଦୀର୍ଘ ଦିନ ହେଲା ବାର୍ଦ୍ଧକଜନିତ ରୋଗରେ ପୀଡ଼ିତ ହୋଇ ଅସୁସ୍ଥ…

Continue Readingଅବସରପ୍ରାପ୍ତ ପୋଲିସ କର୍ମଚାରୀ ତଥା ସାମ୍ବାଦିକଙ୍କ ପିତୃ ବିୟୋଗ, ଶୋକବ୍ୟକ୍ତ କଲେ ବହୁ ବିଶିଷ୍ଟ ବ୍ୟକ୍ତି

ଦୋକାନରୁ ଚୋରି ଅଭିଯୋଗରେ ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଟେଣ୍ଟୋଲୋଇ ଗାଁରେ ୧୯ ତାରିଖରେ ଏକ ଦେକାନରୁ ଚୋରି କରିଥିବା ଅଭିଯୋଗରେ ପୁଲିସ ଶନିବାର ଜଣେ ଯୁବକଙ୍କୁ ଗିରଫ କରିଛି। ସୂଚନା ଯେ, ଗାଁର ଅଞ୍ଚଳ ଦେହୁରୀଙ୍କ ଗ୍ରେସୋରୀ ଦୋକାନରୁ ଗତ ୧୯…

Continue Readingଦୋକାନରୁ ଚୋରି ଅଭିଯୋଗରେ ଯୁବକ ଗିରଫ

ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନର ପ୍ରସ୍ତୁତି ବୈଠକ

ଆଠମଲ୍ଲିକ : ଆସନ୍ତା ଡିସେମ୍ବରରେ ହେବାକୁ ଥିବା ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନର ପ୍ରସ୍ତୁତି ବୈଠକ ଶୁକ୍ରବାର ଆଠମଲ୍ଲିକ ମା ବିନିକେୟୀ ଶକ୍ତିପୀଠରେ ଅନୁଷ୍ଠିତ ହୋଇଛି। ଢେଙ୍କାନାଳ, ଅନୁଗୁଳ ଜିଲ୍ଲା ସଭାପତି ରାମଚନ୍ଦ୍ର ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥିଭାବେ…

Continue Readingଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନର ପ୍ରସ୍ତୁତି ବୈଠକ

ସୁନ୍ଦର ହେବ ତାଳଚେର ସହର, ପୌର ପରିଷଦର ବୈଠକରେ ନିଷ୍ପତ୍ତି

ତାଳଚେର: ତାଳଚେର ପୌର ପରିଷଦର କାଉନସିଲ ବୈଠକ ଶୁକ୍ରବାର ଅଧ୍ୟକ୍ଷ ପବିତ୍ର ଭୁତିଆ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ନଗରପାଳ ଶ୍ରୀ ଭୁତିଆ କହିଥିଲେ ଯେ ବିଗତ ଦିନରେ ଘଟିଯାଇଥିବା ଘଟଣାକ୍ରମକୁ ଭୁଲି ସହରର ବିକାଶ ପାଇଁ କାର୍ଯ୍ୟ କରିବା। ଏ…

Continue Readingସୁନ୍ଦର ହେବ ତାଳଚେର ସହର, ପୌର ପରିଷଦର ବୈଠକରେ ନିଷ୍ପତ୍ତି

ଆଠମଲ୍ଲିକ ଉପଖଣ୍ଡର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

ଆଠମଲ୍ଲିକ : ଆଠମଲ୍ଲିକ ଉପଖଣ୍ଡର ଆଠମଲ୍ଲିକ ଓ କିଶୋରନଗର ବ୍ଲକରେ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଗୁରୁବାର ସମୀକ୍ଷା ଓ ତଦାରଖ କରିଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ। ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ପ୍ରଥମେ ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଠାରେ ପହଞ୍ଚିବା…

Continue Readingଆଠମଲ୍ଲିକ ଉପଖଣ୍ଡର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

ମୋବାଇଲରେ ଗପି ଗପି ଭତ୍ତା ବାଣ୍ଟୁଥିଲେ ମହିଳା କନିଷ୍ଠ ଯନ୍ତ୍ରୀ, ହିତାଧିକାରୀ ଅଭିଯୋଗ କରିବାରୁ ଦୁର୍ବ୍ୟବହାର କରିବା ସହ ପିଟିବାକୁ ଗୋଡ଼ାଇଲେ

ପାଳଲହଡ଼ା : ଆଜି ପାଳଲହଡ଼ା ବ୍ଲକ ଡିମିରିଆ ପଞ୍ଚାୟତରେ ଭତ୍ତା ବଣ୍ଟନକୁ ନେଇ ମହିଳା କନିଷ୍ଠ ଯନ୍ତ୍ରୀ ହିତାଧିକାରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ଓ ବାଡ଼ିଧରି ପିଟିବା ପାଇଁ ଗୋଡ଼ାଇଥିଲେ। ଏହାକୁ ପ୍ରତିବାଦ କରି ହିତାଧିକାରୀ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିଥିଲେ।…

Continue Readingମୋବାଇଲରେ ଗପି ଗପି ଭତ୍ତା ବାଣ୍ଟୁଥିଲେ ମହିଳା କନିଷ୍ଠ ଯନ୍ତ୍ରୀ, ହିତାଧିକାରୀ ଅଭିଯୋଗ କରିବାରୁ ଦୁର୍ବ୍ୟବହାର କରିବା ସହ ପିଟିବାକୁ ଗୋଡ଼ାଇଲେ

ପୁଅ ମୃତ୍ୟୁର ତଦନ୍ତ ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହେଲେ ବୃଦ୍ଧ ବାପା

ଅନୁଗୁଳ: ପୁଅ ମୃତ୍ୟୁର ତଦନ୍ତ ପାଇଁ ଅନୁଗୁଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସନ୍ତ୍ରୀର ପ୍ରସନ୍ନ ବାରିକ। ପ୍ରସନ୍ନଙ୍କ ଅଭିଯୋଗ ଅନୁସାରେ, ତାଙ୍କ ପୁଅ ପଦ୍ମ ଚରଣ ବାରିକଙ୍କର ଗତ ମାର୍ଚ୍ଚ ୧୯ରେ…

Continue Readingପୁଅ ମୃତ୍ୟୁର ତଦନ୍ତ ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହେଲେ ବୃଦ୍ଧ ବାପା

ଜିଲ୍ଲା କୃଷକ ମହାସଂଘର ବାର୍ଷିକ ସମ୍ମିଳନି

ଅନୁଗୁଳ: ଅନୁଗୁଳ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ଦ୍ବାରା ଶୁକ୍ରବାର କୃଷିଭବନ ସଭାଗୃହରେ ଜିଲ୍ଲା କୃଷକ ମହାସଂଘର ବାର୍ଷିକ ସମ୍ମିଳନି ଅନୁଷ୍ଠିତ ହୋଇଯାଇଛି। ସଭାପତି ଅରକ୍ଷିତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନିରେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ଼ ଦେବାଶିଷ…

Continue Readingଜିଲ୍ଲା କୃଷକ ମହାସଂଘର ବାର୍ଷିକ ସମ୍ମିଳନି

ବୟସର ଅପରାହ୍ନରେ ବି ବନ୍ଦ ହୋଇନି ସମାଜ ସେବା, ସ୍କୁଲକୁ ୨ ଏକର ଜମି ଦାନ କଲେ ୮୨ ବର୍ଷୀୟା ଡମଣୀ କର୍ମୀ

ଆଠମଲ୍ଲିକ: ବର୍ତ୍ତମାନର ସ୍ୱାର୍ଥପର ଦୁନିଆରେ ସମସ୍ତେ ନିଜ ଉନ୍ନତି କରିବାରେ ଲାଗିପଡ଼ିଛନ୍ତି। ଏଥିପାଇଁ ଜୋର ଜବରଦସ୍ତ ଅନ୍ୟ ସମ୍ପତ୍ତି ବାଡ଼ିକୁ ବି ନିଜ ନାଁରେ କରିବାକୁ ପଛାଉନାହାନ୍ତି। ଏହି ଧନ ସମ୍ପତ୍ତି ପାଇଁ ଲୋଭର ବଶବର୍ତ୍ତୀ ହୋଇ ଏବେ ଯାବତୀୟ ଅପରାଧମାନ…

Continue Readingବୟସର ଅପରାହ୍ନରେ ବି ବନ୍ଦ ହୋଇନି ସମାଜ ସେବା, ସ୍କୁଲକୁ ୨ ଏକର ଜମି ଦାନ କଲେ ୮୨ ବର୍ଷୀୟା ଡମଣୀ କର୍ମୀ