ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢ଼ାଉ

ଅନୁଗୁଳ: ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଗୁରୁବାର ପୂର୍ବାହ୍ନରେ ବସ ଷ୍ଟାଣ୍ଡ,ବଜାର, ଅମଲାପଡ଼ା ତଥା ଏହାର ଆଖପାଖରେ ଖୋଲି ଥିବା ଚା, ଜଳଖିଆ,ଲସି,ରାସନ ଦୋକାନ ଉପରେ ଚଢ଼ାଉ କରି ଖାଦ୍ୟ ସାମଗ୍ରୀର ମାନ ଯାଞ୍ଚ କରିବା ସହ…

Continue Readingଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢ଼ାଉ

ଦୁଷ୍କର୍ମ ଓ ଅଶାଳୀନ ମନ୍ତବ୍ୟ ଅଭିଯୋଗରେ ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପୁଲିସ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଓ ଅଶାଳିନ ମନ୍ତ୍ୟ ଦେବା ନେଇ ୨ଟି ମାମଲାରେ ୨ଜଣଙ୍କୁ ଗିରଫକରିଛି। ସୂଚନା ଯେ, ମାର୍ଚ୍ଚ ୮ ତାରିଖରେ ଛେଣ୍ଡିପାଦା ଥାନା ଅଞ୍ଚଳର ଜଣେ ୧୬ ବର୍ଷର ନାବାଳିକାଙ୍କୁ ଟିଉସନ…

Continue Readingଦୁଷ୍କର୍ମ ଓ ଅଶାଳୀନ ମନ୍ତବ୍ୟ ଅଭିଯୋଗରେ ୨ ଗିରଫ

ଅନୁଗୁଳ ଜିଲ୍ଲା ଜିଲ୍ଲା ପରିଷଦର ୫୨ତମ ସାଧାରଣ ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପରିଷଦର ୫୨ତମ ସାଧାରଣ ବୈଠକ ବୁଧବାର ସକାଳେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦର ଅଧ୍ୟକ୍ଷା ବବିତା ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ସରକାରୀ ଯୋଜନାକୁ ସଫଳତାର ସହିତ କାର୍ଯ୍ୟକାରୀ…

Continue Readingଅନୁଗୁଳ ଜିଲ୍ଲା ଜିଲ୍ଲା ପରିଷଦର ୫୨ତମ ସାଧାରଣ ବୈଠକ

ପୌରପାଳିକାରେ ଯୋଗ ଦେଲେ ଟାମଡ଼ା କର୍ମଚାରୀ

ଅନୁଗୁଳ: ପ୍ରାୟ ୩୯ ବର୍ଷ ଧରି ଅନୁଗୁଳର ବିକାଶରେ କାର୍ଯ୍ୟ ଜାରି ରଖିଥିବା ଟାମଡ଼ାର ବିଭଜନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏହି କ୍ରମରେ ଟାମଡ଼ାର ବରିଷ୍ଠ ଡ୍ରାଫ୍ଟସମ୍ୟାନ ରମେଶ ଚନ୍ଦ୍ର ସାହୁ ଏବଂ ପ୍ଲାନିଂ ଆସିଷ୍ଟାଣ୍ଟ ନିଳିମା ମହାପାତ୍ର ରାଜ୍ୟ ସରକାରଙ୍କ…

Continue Readingପୌରପାଳିକାରେ ଯୋଗ ଦେଲେ ଟାମଡ଼ା କର୍ମଚାରୀ

ବିପୁଳ ପରିମାଣର ବିଦେଶୀମଦ ଜବତ, ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ବୁଧବାର ପୃଥକ ଭାବେ ୨ଟି ସ୍ଥାନରୁ ବିପୁଳ ପରିମାଣର ବିଦେଶୀମଦ ଜବତ କରିଛି। ସୂଚନା ଅନଯାୟୀ, ବୁଧବାର ସକାଳେ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ୫୫ ନଂ…

Continue Readingବିପୁଳ ପରିମାଣର ବିଦେଶୀମଦ ଜବତ, ୨ ଗିରଫ

କୋଇଲା ବୋଝେଇ ଟ୍ରେନ୍ ରେ ନିଆଁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାନକେରଜାଙ୍ଗ ଷ୍ଟେସନ୍ ରେ ଏକ କୋଇଲା ବୋଝେଇ ଟ୍ରେନ୍ ରେ ବୁଧବାର ସକାଳେ ନିଆଁ ଲାଗିଥିଲା। ସୂଚନା ଯେ ଟ୍ରେନ୍ ଟି ତାଳଚେରରୁ କୋଇଲା ବୋଝେଇକରି ସମ୍ବଲପୁର ଆଡ଼କୁ ଯାଉଥିଲା। ସାନକେରଜାଙ୍ଗ ଷ୍ଟେସନ୍ ରେ ହଠାତ୍ ୨ଟି…

Continue Readingକୋଇଲା ବୋଝେଇ ଟ୍ରେନ୍ ରେ ନିଆଁ

ଠିକ ଭଡ଼ା ପ୍ରଦାନ ଓ ବେଆଇନ ଚାନ୍ଦା ବନ୍ଦ ଦାବି: ତାଳଚେର ଟ୍ରକ ମାଲିକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

ତାଳଚେର: ଠିକ ଭଡ଼ା ଓ ବେଆଇନ ଚାନ୍ଦା ବନ୍ଦ ଦାବିରେ ଆଜି ତାଳଚେର ଟ୍ରକ ମାଲିକ ସଂଘ ତରଫରୁ ଉପଜିଲ୍ଲାପାଳଙ୍କ ଜରିଆରେ ଅନୁଗୁଳ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ସଂଘର ଅଭିଯୋଗ ଅନୁସାରେ, ତାଳଚେରରୁ କୋଇଲା ପରିବହନ କରୁଥିବା ପରିବହନକାରୀମାନଙ୍କ…

Continue Readingଠିକ ଭଡ଼ା ପ୍ରଦାନ ଓ ବେଆଇନ ଚାନ୍ଦା ବନ୍ଦ ଦାବି: ତାଳଚେର ଟ୍ରକ ମାଲିକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

ଉତ୍‌ଶୃଙ୍ଖଳ ଆଚରଣ ପାଇଁ ବିଧାୟକ କ୍ଷମା ମାଗନ୍ତୁ : ବିଜେପି

ଅନୁଗୁଳ: ଦୀର୍ଘଦିନ ହେବ କ୍ଷମତାରେ ରହି ବିଧାୟକ ଧରା କୁ ସରା ମଣୁଛନ୍ତି। ଅନୁଗୁଳର ବରପୁତ୍ର ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ କ୍ରମେ ଅନୁଗୁଳ ଜିଲ୍ଲାର ବିକାଶ ପାଇଁ ସବୁମନ୍ତେ ଉଦ୍ୟମ ହେଉଛି। ସେ ମେଡିକାଲ କଲେଜ ହେଉ କି…

Continue Readingଉତ୍‌ଶୃଙ୍ଖଳ ଆଚରଣ ପାଇଁ ବିଧାୟକ କ୍ଷମା ମାଗନ୍ତୁ : ବିଜେପି

ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ଟ୍ୟାଙ୍କର: ବଞ୍ଚିଗଲେ ଚାଳକ ଓ ହେଲ୍ପର

ଅନୁଗୁଳ: ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ସିମେଣ୍ଟ ଟ୍ୟାଙ୍କର। ମଙ୍ଗଳବାର ବିଳମ୍ବିତ ରାତିରେ ଛେଣ୍ଡିପଦା ବ୍ଲକ ନିଶା ଥାନା ଅନ୍ତର୍ଗତ ସିଙ୍ଗଡ଼ାବ୍ରିଜ ନିକଟସ୍ଥ ରାସ୍ତାରେ ଭାରସାମ୍ୟ ହରାଇ ଏକ ସିମେଣ୍ଟ ବୋଝେଇ ଟ୍ୟାଙ୍କର ଦଶ ଫୁଟ ତଳକୁ ଖସିପଡିଛି। ସୂଚନା…

Continue Readingଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ଟ୍ୟାଙ୍କର: ବଞ୍ଚିଗଲେ ଚାଳକ ଓ ହେଲ୍ପର

ଦୁଷ୍କର୍ମକାରୀକୁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କଲେ ତାଳଚେର କୋର୍ଟ

ତାଳଚେର/ଅନୁଗୁଳ: ଏକ ଦୁଷ୍କର୍ମ ମାମଲାର ଶୁଣାଣି କରିବା ଅବସରରେ ମଙ୍ଗଳବାର ତାଳଚେର ଅତିରିକ୍ତ ଜିଲ୍ଲା ଦୌରାଜଜ ଅଭିଯୁକ୍ତକୁ ୧୦ ବର୍ଷ ଜେଲ ଓ ଜରିମାନା ଦଣ୍ଡାଦେଶ କରିଛନ୍ତି। ସୂଚନାନୁଯାୟୀ, ୨୦୧୫ ମସିହାରେ ଜଗନ୍ନାଥପୁର ଗାଁର ଅଭିଯୁକ୍ତ ବଳରାମ ଆସି ପୀଡ଼ିତାଙ୍କୁ ତାଙ୍କ…

Continue Readingଦୁଷ୍କର୍ମକାରୀକୁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କଲେ ତାଳଚେର କୋର୍ଟ