ମାନଜୋରରେ ଅଜଣା ମୃତଦେହ, କାହାର?
ଅନୁଗୁଳ: ଆଠମଲ୍ଲିକ ଥାନା ମାନଜୋର ଡ୍ୟାମର ପୂର୍ଵ ପାଖ ମୁଖ୍ୟ କେନାଲ ମଝିରେ ଶନିବାର ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଛି। ମୃତକ ପୁରୁଷ କି ମହିଳା ସ୍ପଷ୍ଟ ହୋଇପାରିନି। ଘଟଣାସ୍ଥଳରେ ଦେଖଣାହାରୀଙ୍କ ଭିଡ଼ ଜମିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ…
ଅନୁଗୁଳ: ଆଠମଲ୍ଲିକ ଥାନା ମାନଜୋର ଡ୍ୟାମର ପୂର୍ଵ ପାଖ ମୁଖ୍ୟ କେନାଲ ମଝିରେ ଶନିବାର ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଛି। ମୃତକ ପୁରୁଷ କି ମହିଳା ସ୍ପଷ୍ଟ ହୋଇପାରିନି। ଘଟଣାସ୍ଥଳରେ ଦେଖଣାହାରୀଙ୍କ ଭିଡ଼ ଜମିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ…
ଅନୁଗୁଳ: ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ ଆନୁକୂଲ୍ୟରେ ଆସନ୍ତା ୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦଶମ ସର୍ବଭାରତୀୟ ହେମସୁରପଡ଼ା କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଟାଉନ ହାଇସ୍କୁଲ ଖେଳପଡ଼ିଆରେ ଖେଳାଯିବାକୁ ଥିବା ଏହି ମେଗା ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଭାଗ…
ଅନୁଗୁଳ: ଆଠମଲ୍ଲିକ ବନଖଣ୍ଡର ଧଣ୍ଡାତୋପା ବନାଞ୍ଚଳରେ ସୋମବାର ‘ହିମାଳୟାନ୍ ଗ୍ରିଫାନ୍’ ପ୍ରଜାତିର ଏକ ଶାଗୁଣା ଦେଖାଯାଇଛି । ବିଲୁପ୍ତ ପ୍ରାୟ ପ୍ରଜାତିର ଏହି ଶାଗୁଣା ଧଣ୍ଡାତୋପା ବନାଞ୍ଚଳର ନବିଙ୍ଗ ଗ୍ରାମରେ ଦେଖାଯାଇଥିବା ବେଳେ ସ୍ଥାନୀୟ ଅମିତ୍ ପ୍ରଧାନ ନାମକ ଜଣେ ଯୁବକ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ପରିଷଦ ୭ ନମ୍ବର ଜୋନ୍ରେ ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କ ନିକଟରେ ଫେରାଦ୍ ହୋଇଛନ୍ତି ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଂଜନ କର୍ଣ୍ଣ। ପୂର୍ବରୁ ଏ ନେଇ ମୁଖ୍ୟମନ୍ତ୍ରୀ, ପଞ୍ଚାୟତିରାଜ ବିଭାଗ ସଚିବ ଓ…
ଅନୁଗୁଳ: ଅନୁଗୁଳ ଥାନା ଉପରୁ ଚାପ କମିଛି । ଦୁଇ ତୃତୀୟାଂଶ ଇଲାକା ନବଗଠିତ ସଦର ଥାନାରେ ସାମିଲ୍ ହୋଇଛି। ମୁଣ୍ଡରୁ ମାମଲା ବୋଝ ବି ଅନେକ ମାତ୍ରାରେ ହ୍ରାସ ପାଇଛି। ଏହାସତ୍ତ୍ୱେ ଅନୁଗୁଳ ସହରରୁ ଅପରାଧିକ କାର୍ଯ୍ୟକଳାପ କମିବା ବଦଳରେ…
ଅନୁଗୁଳ: ଖଣି ଅଧ୍ୟୁଷିତ ଜିଲ୍ଲା ଅନୁଗୁଳକୁ ୨୦୨୩ ସୁଦ୍ଧା ଦେଶର ଅନ୍ୟତମ ଶ୍ରେଷ୍ଠ ଜିଲ୍ଲାରେ ପରିଣତ କରିବା ପାଇଁ ପ୍ରସ୍ତୁତ କରାଯାଇଛି ଭିଜନ-୨୦୨୩। ଏଥିରେ ଜିଲ୍ଲାର ପରିବେଶ ସୁରକ୍ଷା, ସା˚ସ୍କୃତିକ ଐତିହ୍ୟ ସାଙ୍ଗକୁ ମାନବ ସମ୍ବଳର କିଭଳି ବିକାଶ ହେବ ସେଥିନେଇ…
ଆଠମଲ୍ଲିକ: ଛାତଘର ନିର୍ମାଣ ତ ଦୂରର କଥା, ପଟା ଓ ମାଟି ପକାଇ ଆଟୁଘର ର୍ନିମାଣରେ ବି ପରିବାର ସଦସ୍ୟଙ୍କ ଉପରେ ଠାକୁରଙ୍କ କୋପ ପଡ଼ିବ। ଏହିପରି ଅନ୍ଧବିଶ୍ବାସ ଯୋଗୁଁ ଆଠମଲ୍ଲିକ ବ୍ଲକ୍ ବେଲାଦୁଲା ଗ୍ରାମରେ ଛାତଘରଟିଏ ଦେଖିବାକୁ ମିଳୁନଥିଲା। ପକ୍କା…
ଅନୁଗୁଳ: ଗୁରୁବାର ରାତି ପ୍ରାୟ ୮ଟା ବେଳେ ଆଠମଲ୍ଲିକ ବନଖଣ୍ଡ ବାମୁର ବନାଞ୍ଚଳ ସାଜବାହାଳି ଜଙ୍ଗଲରେ ବନବିଭାଗ ଚଢ଼ଉ କରି ୨୦ କେଜି ବାରହା ମାଂସ ଜବତ କରିଛି । ଜନ୍ତୁ ଶିକାର କରିବା ନେଇ ଦୁଇ ଭାଇ ଫାଶୀପାଳ ଗ୍ରାମର…
ଅନୁଗୁଳ: ମଙ୍ଗଳବାର ବିଳମ୍ବିତ ରାତିରେ ଆଠମଲ୍ଲିକ ବନଖଣ୍ଡ ହଣ୍ଡପା ବାନାଞ୍ଚଳ କର୍ମଚାରୀ ପାଟ୍ରୋଲିଂ କରୁଥିବା ବେଳେ ବାଉଁଶ ବୋଝେଇ ଏକ ଟ୍ରାକ୍ଟର ଜବତ କରିଛନ୍ତି। ହଣ୍ଡପା- ପାତ୍ରପଡା ରାସ୍ତାରେ ଟ୍ରାକ୍ଟରଟି ଯାଉଥିଲା। ଟ୍ରାକ୍ଟରକୁ ଏସକର୍ଟ କରି ଆଣୁଥିବା ୩ଟି ମଟର ସାଇକେଲ…
ଆଠମଲ୍ଲିକ: ଆଠମଲ୍ଲିକ କ୍ରୀଡ଼ାସ˚ଘ ପକ୍ଷରୁ ଚାଲିଥିବା ଅନ୍ତଃଜିଲ୍ଲା ଆଠମଲ୍ଲିକ କପ୍ ଫୁଟ୍ବଲ୍ ପ୍ରତିଯୋଗିତା ମଙ୍ଗଳବାର ଶେଷ ହୋଇଛି। ଫାଇନାଲ୍ ମ୍ୟାଚ୍ରେ ଆଠମଲ୍ଲିକକୁ ପ୍ରତିପକ୍ଷ ସୋନପୁର ୩-୧ ଗୋଲ୍ରେ ପରାସ୍ତ କରି ଚାମ୍ପିଅନ୍ହୋଇଥିଲା। ଉଦ୍ଯାପନୀ ସଭାରେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର…