ପିକଅପ-ବାଇକ ମୁହାଁମୁହିଁ ଧକ୍କା, ଦୁଇ ମୃତ

ଅନୁଗୁଳ: ଠାକୁରଗଡ଼ ଥାନା ଅନ୍ତର୍ଗତ ପୋକଣ୍ଡା ଗାଁ ନିକଟରେ ଏକ ପିକଅପ୍ ଭ୍ୟାନ ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କର ଶୋଚନୀୟ ମୃତ୍ୟୁ ହୋଇଛି। ମୃତ ଆରୋହୀ ଏହି ଥାନା ଖଲାରି ଗ୍ରାମର ଜଗଦୀଶ ପ୍ରଧାନ (୨୭) ଓ ପଡୋଶୀ କୁମୁରିସିଙ୍ଗା ଗ୍ରାମର…

Continue Readingପିକଅପ-ବାଇକ ମୁହାଁମୁହିଁ ଧକ୍କା, ଦୁଇ ମୃତ

ଆଠମଲ୍ଲିକ ଏନ୍‌ଏସିକୁ ମିଳିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସର୍ବୋତ୍କୃଷ୍ଟ ଦ୍ବିତୀୟ ସମ୍ମାନ

ଆଠମଲ୍ଲିକ: ଭାରତ ସରକାରଙ୍କ ଗୃହ ଏବ˚ ନଗର ଉନ୍ନୟନ ବିଭାଗ ତରଫରୁ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଉତ୍କୃଷ୍ଟ କାର୍ଯ୍ୟ ଭାରତ ବର୍ଷରେ କରିଥିବାରୁ ପ୍ରଧାନମନ୍ତ୍ରୀ ସହରି ଯୋଜନାରେ ଭାରତର ଶ୍ରେଷ୍ଠ ନଗର ପଞ୍ଚାୟତ ହିସାବର ସର୍ବୋତ୍କୃଷ୍ଟ ଦ୍ବିତୀୟ ସମ୍ମାନ ପ୍ରାପ୍ତ…

Continue Readingଆଠମଲ୍ଲିକ ଏନ୍‌ଏସିକୁ ମିଳିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସର୍ବୋତ୍କୃଷ୍ଟ ଦ୍ବିତୀୟ ସମ୍ମାନ

ଭିଜିଲାନ୍ସ ଜାଲରେ ଆରଡବ୍ଲୁଏସଏସ କନିଷ୍ଠ କିରାଣି

ଅନୁଗୁଳ: ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର କନିଷ୍ଠ କିରାଣୀ ରୋହିତାଶ୍ଵ ବାଗଙ୍କ ଘର ଓ କାର୍ଯ୍ୟାଳୟ ସମେତ ମୋଟ ୭ ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ ଜାରି ରଖିଛି l ଆରଡବ୍ଲ୍ୟୁଏସଏସ…

Continue Readingଭିଜିଲାନ୍ସ ଜାଲରେ ଆରଡବ୍ଲୁଏସଏସ କନିଷ୍ଠ କିରାଣି

ଭାଗବଣ୍ଟା ବେଳେ ମାଡ଼ି ବସିଲା ବନ ବିଭାଗ

ଅନୁଗୁଳ: ଆଠମଲ୍ଲିକ ବ୍ଳକ୍‌ ଠାକୁରଗଡ଼ ଥାନା ଅନ୍ତର୍ଗତ ଗିରିଡ଼ା ଗାଁରେ ବନ ବିଭାଗ ଅତର୍କିତ ଚଢ଼ଉ କରି ୧୨ କେଜି ବାର‌୍‌ହା ମା˚ସ ଜବତ କରିଛି। ଜନ୍ତୁ ଶିକାର ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଥିବା ଧଣ୍ତାତୋପା ବନାଞ୍ଚଳ ଅଧିକାରୀ ରାହାସ…

Continue Readingଭାଗବଣ୍ଟା ବେଳେ ମାଡ଼ି ବସିଲା ବନ ବିଭାଗ

ଅନୁଗୁଳରେ ହେବ ସାଇନ୍ସ ପାର୍କ

ଅନୁଗୁଳ: ରାଜ୍ୟ ସରକାର ୨ଟି ପର୍ଯ୍ୟାୟରେ ୨୦ଟି ଜିଲ୍ଲାରେ ସାଇନ୍ସ ପାର୍କ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନୁଗୁଳରେ ଦ୍ବିତୀୟ ପର୍ଯ୍ୟାୟରେ ଏଭଳି ଏକ ପାର୍କ ପ୍ରତିଷ୍ଠା କରାଯିବ। ପ୍ରଥମ ପର୍ଯ୍ୟାୟରେ ଗୋପାଳପୁର, ଖଣ୍ତପଡ଼ା, ବାରିପଦା, ଘଟଗାଁ, ପୁରୀ, ରାଉରକେଲା ଆଦି…

Continue Readingଅନୁଗୁଳରେ ହେବ ସାଇନ୍ସ ପାର୍କ

ଫଟୋ ଉଠାଇବାକୁ କେନ୍ଦ୍ରକରି ଗଣ୍ତଗୋଳ

ଅନୁଗୁଳ: ଆଠମଲ୍ଲିକ ଉପଖଣ୍ଡ ଠାକୁରଗଡ଼ ଥାନା କୃତ୍ତିବାସପୁର ଗ୍ରାମରେ ଫଟୋ ଉଠାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ଯରେ ସୋମବାର ଗଣ୍ତଗୋଳ ହୋଉଛି। ପରଦିନ ଘଟଣା ନେଇ ଥାନାରେ ଅଭିଯୋଗ ହୋଇଛି। କିଶୋର ଚନ୍ଦ୍ର ବେହେରାଙ୍କୁ ସେହି ଗ୍ରାମର ଦ୍ବାରୀ ବେହେରା, ବାସୁଦେବ…

Continue Readingଫଟୋ ଉଠାଇବାକୁ କେନ୍ଦ୍ରକରି ଗଣ୍ତଗୋଳ

୧୦ ଡିଗ୍ରୀରେ କମ୍ପୁଛି ଅନୁଗୁଳ

ଅନୁଗୁଳ : ଧୀରେଧିରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ରାଜ୍ୟରେ ୪ ସହରର ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିଛି। ସୋନପୁର ସର୍ବନିମ୍ନ ୮.୮ ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବରେ…

Continue Reading୧୦ ଡିଗ୍ରୀରେ କମ୍ପୁଛି ଅନୁଗୁଳ

ଅବସର ନେଲେ ଜିଲ୍ଲା ସୂଚନା ଅଧିକାରୀ

ଅନୁଗୁଳ:ଅନୁଗୁଳ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶରତ ଚନ୍ଦ୍ର ସେଠୀ ସୋମବାର ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ଦୀର୍ଘ ୨୬ ବର୍ଷର ଚାକିରି ଜୀବନ ମଧ୍ୟରେ ସେ ବଣାଇ, ପଦ୍ମପୁର ଏବ˚ ଶେଷରେ ଅନୁଗୁଳରେ ଅବସ୍ଥାପିତ ହୋଇ ସରକାରୀ…

Continue Readingଅବସର ନେଲେ ଜିଲ୍ଲା ସୂଚନା ଅଧିକାରୀ

ଜୈବିକ କୃଷିରେ ଅନୁଗୁଳକୁ ଅଣଦେଖା

ଅନୁଗୁଳ: ସରକାର କହୁଛନ୍ତି ରାଜ୍ୟରେ କେବଳ ୫୨,୪୪୪ ଜଣ ଚାଷୀ ସରକାରଙ୍କ ବିଭିନ୍ନ ଯୋଜନାରେ ଜୈବିକ କୃଷିକୁ ଆଦରି ନେଇଛନ୍ତି। କନ୍ଧମାଳ, କେନ୍ଦୁଝର, ସୁନ୍ଦରଗଡ଼, କଳାହାଣ୍ତି ଭଳି ଜିଲ୍ଲାରେ ଅଧିକ ଚାଷୀ ଏହି ଜୈବିକ କୃଷି କରି ଲାଭବାନ୍‌ ହେଉଛନ୍ତି। ଆମ…

Continue Readingଜୈବିକ କୃଷିରେ ଅନୁଗୁଳକୁ ଅଣଦେଖା

ଅନୁଗୁଳରେ ବନ୍ଦ, ଗଡିଲାନି ଚକ

ଅନୁଗୁଳ: ମୋଦି ସରକାରଙ୍କ ଶ୍ରମିକ, କୃଷକ ଓ ଜନ ବିରୋଧୀ ନୀତି ବିରୋଧରେ ୨୬ ନଭେମ୍ବରରେ ଆୟୋଜିତ ଦେଶବ୍ୟାପୀ ଧର୍ମଘଟ ସଫଳ ହୋଇଛି। ଅନୁଗୁଳରେ ଏହି ବନ୍ଦକୁ ବେଶ୍‌ ସମର୍ଥନ ମିଳିଥିବା ଦେଖିବାକୁ ମିଳିଥିଲା। ଶ୍ରମ କୋଡ୍‌କୁ ପ୍ରତ୍ୟାହାର, କୃଷକ ଆଇନକୁ…

Continue Readingଅନୁଗୁଳରେ ବନ୍ଦ, ଗଡିଲାନି ଚକ