ଜମିବାଡ଼ି ବିବାଦ ପାଇଁ ଦାଦାକୁ ଖଣ୍ଡାରେ ହାଣିଲେ, ବଞ୍ଚାଇବାକୁ ଯାଇ ଝିଆରୀ ଆହତ
ବଅଁରପାଳ : ବଅଁରପାଳ ଥାନା ଭୋଗବେରେଣୀ ଗ୍ରାମ ଚାଇଁପାଳ ଅଞ୍ଚଳର ଜଣଙ୍କୁ ଖଣ୍ଡାରେ ଆକ୍ରମଣ ନେଇ ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାଁ ସୁରେନ୍ଦ୍ର ଦାସ ବୋଲି ଜଣାଯାଇଛି। ଅଭିଯୋଗ ଅନୁଯାୟୀ ଆଜି ପୂର୍ବାହ୍ନରେ ନିଜ ଘର ରାସ୍ତା…