ପାଉଁଶଗଦାରେ ପଶିଲା ଗାଈ, ବହୁ ପରିଶ୍ରମ ପରେ ଉଦ୍ଧାର କଲା ଦମକଳ ବାହିନୀ
ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ବୁଢ଼ାପଙ୍କ ହାଇସ୍କୁଲ ପାଖ ପାଉଁଶ ଗଦାରେ ଫସିଥିବା ଗାଈକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ। ଏହି ଜାଗାରେ ବାରମ୍ବାର ଏମିତି ଘଟୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଗାଁ ଲୋକଙ୍କ…
Read More...
Read More...