ନିର୍ମାଣାଧୀନ ବ୍ରିଜରୁ ଲୁହା ରଡ୍ କାଟି ନେଉଥିବା ସମୟରେ ୨ ଗିରଫ, ୨୦ ଖଣ୍ଡ ରଡ୍ ଜବତ
ଅନୁଗୁଳ: ସ୍ଥାନୀୟ ବଅଁରପାଳ ବାଇପାସ ରୋଡ଼ ନୂଆହାଟ ପାଖ ନିର୍ମାଣାଧୀନ ବ୍ରିଜରୁ ଲୁହା ରଡ୍ କାଟି ନେଉଥିବା ସମୟରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ। ଧରପଗଡ଼ ବେଳେ ଆଉ ୩ ଜଣ ଫେରାର ହୋଇଯାଇଥିବା ସୂଚନା ମିଳିଛି। ସୂଚନା ମୁତାବକ,…
