ସାଇକେଲରେ କୋଇଲା ଚୋରାଇ ନେବା ବେଳେ ମାଡ଼ି ବସିଲା ପୋଲିସ, ୭ ଗିରଫ
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ପକ୍ଷରୁ ଚୋରା କୋଇଲା ଚାଲାଣ ଅଭିଯୋଗରେ ଆଜି ୭ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଥାନା ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଥାନା ସମ୍ମୁଖରେ ଥିବା ଛକରେ ସକାଳ ପ୍ରାୟ ୯.୩୦ ମିନିଟ ସମୟରେ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ପକ୍ଷରୁ ଚୋରା କୋଇଲା ଚାଲାଣ ଅଭିଯୋଗରେ ଆଜି ୭ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଥାନା ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଥାନା ସମ୍ମୁଖରେ ଥିବା ଛକରେ ସକାଳ ପ୍ରାୟ ୯.୩୦ ମିନିଟ ସମୟରେ…
ବଅଁରପାଳ: ବଅଁରପାଳ ବ୍ଲକ ଅଞ୍ଚଳର ଯୁବ ବିଜେଡି ନେତା ନରେଶ ବେହେରାଙ୍କର ଆଜି ଅନୁଗୁଳର ଏକ ଘରୋଇ ଚିକିତ୍ସାଳୟରେ ମୃତ୍ୟୁ ହୋଇଛି। ସେ ଦୀର୍ଘ ଦିନରୁ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ। ସେ ଜଣେ ମେଳାପୀ ଓ ଧର୍ମପରାୟଣ ଯୁବକ ଥିଲେ।…
ଅନୁଗୁଳ: ବିଦ୍ୟୁତ ବିଭାଗର ବିଭାଗୀୟ ମୁଖ୍ୟଙ୍କ ଆଇଟିଆଇ ଟ୍ରେନିଂ ବିଦ୍ୟୁତ ଶ୍ରମିକ କର୍ମଚାରୀଙ୍କ ମୌଳିକ ଦାବି ପ୍ରତି ଅଣଦେଖା ମନୋଭାବକୁ ପ୍ରତିବାଦ କରି ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘର ନିର୍ଦ୍ଦେଶ ଅନୁଯାୟୀ ଚାଇଁପାଲ ଡିଭିଜନ୍ ସମସ୍ତ ସଦସ୍ୟ କଳା ବ୍ୟାଜ ପରିଧାନ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଧୀନ ବଉଳିଗଡ଼ ପଞ୍ଚାୟତର ପୁରିକିଆ ଗାଁ ସୀମା ଅଞ୍ଚଳରେ ଏକ ବାଇକ ଦୁର୍ଘଟଣାଗସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ,…
ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ଅଞ୍ଚଳରେ ଏକ ଟ୍ରକ୍ ହେଲପର ନାବାଳିକାକୁ ପ୍ରେମ ବିବାହ କରି ରଖିଥିବା ବେଳେ ବଅଁରପାଳ ଥାନା ଗିରଫ କରିଛି। ପୋଲିସ ସୂଚନା ମୁତାବକ, ତାଳଚେର ହରିହରପୁର ଅଞ୍ଚଳର ଜଣେ ୧୭ ବର୍ଷର ନାବାଳକ ଟ୍ରକ୍ ହେଲପର…
ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା କୁଶୁପଙ୍ଗା ଗ୍ରାମର ୧୭ ବର୍ଷର ନାବାଳକ ଓ ଏହି ଥାନା ଅନ୍ତର୍ଗତ ଗୋତମରା ଗ୍ରାମର ଜଣେ ନାବାଳିକାକୁ ଆଜି ନରସିଂହପୁରରୁ ଉଦ୍ଧାର କରାଯାଇଛି। ପୋଲିସ ନାବାଳକକୁ ଜୁଭେନାଇଲ ଜେଲ ପଠାଇଛି। ସୂଚନା ଯେ, ଏମାନେ ପ୍ରାୟ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଉଳିଗଡ଼ ପଞ୍ଚାୟତର ଅରାହାଟ ଶିକ ସାହିରେ ଥିବା ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟରେ ଜଣେ ବ୍ୟକ୍ତି ସ୍କୁଲ ଗେଟରେ ତାଲା ପକାଇ ଧାରଣା ଦେଇଛନ୍ତି। ଫଳରେ ପିଲାମାନେ ଘଣ୍ଟା ଘଣ୍ଟା ଧରି ବାହାରେ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପୋଲିସ ସୋମବାର ରାତିରେ ୫୫ ନଂ ଜାତୀୟ ରାଜପଥରେ ଏକ ଚୋରା କୋଇଲା ବୋଝେଇ ପିକ୍ଅପ୍ ଭ୍ୟାନକୁ ଜବତ କରିଛି। ଏଥିରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଏକ ବିଶ୍ବସ୍ତ…
ଅନୁଗୁଳ: ବଅଁରପାଳ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥ ଗୋତମରା ଓଭର୍ ବ୍ରିଜ ଉପରେ ଆଜି ସନ୍ଧ୍ୟାରେ ଏକ ପିକଅପ୍ ଭ୍ୟାନ ଜଳି ଯାଇଛି। ଏହି ଦୁର୍ଘଟଣାରୁ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ଟାଟା ଷ୍ଟିଲ…
ଅନୁଗୁଳ: ସ୍ଥାନୀୟ ବଅଁରପାଳ ତହସିଲ ଅନ୍ତର୍ଗତ ନୂଆହତା ପଞ୍ଚାୟତର ଗଣ୍ଠିଗାଡ଼ିଆରେ ହାତୀ ଉତ୍ପାତ। ଦନ୍ତା ଆକ୍ରମଣରେ ଗାଁ ଲୋକେ ହନ୍ତସନ୍ତ ହୋଇଛନ୍ତି। ସୂଚନା ମୁତାବକ, ଗାଁରେ ପ୍ରାୟ ଏକ ମାସ ହେବ ହାତୀମାନେ ଉତ୍ପାତ ହେଉଛନ୍ତି। ଫଳରେ ଲୋକେ ନାହିଁ ନ…