ବିଦ୍ୟୁତ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତଙ୍କୁ ଗିରଫ ଦାବି, କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ

ତାଳଚେର : ଚାଇଁପାଳ ବିଦ୍ୟୁତ ଡିଭିଜନ ଦ୍ୱାରା ଆୟୋଜିତ ମେଗା ବିଦ୍ୟୁତ ଚୋରି ରୋକିବା ଅଭିଯାନରେ ସାମିଲ ବିଦ୍ୟୁତ କର୍ମଚାରୀଙ୍କୁ ବିକ୍ରମପୁର ଥାନା ଅନ୍ତର୍ଗତ ଗୋବରା ଗ୍ରାମର ଶିଖପାଳ ସାହିର ଉପଭୋକ୍ତାଙ୍କ ଦ୍ୱାରା ମାଡ଼ ମରା ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ ଦାବି…

Continue Readingବିଦ୍ୟୁତ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତଙ୍କୁ ଗିରଫ ଦାବି, କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ

ନୂଆହତା ଗାଁରେ ପାଣି ସମସ୍ୟା ନେଇ ରାସ୍ତା ଅବରୋଧ କଲେ ଗ୍ରାମବାସୀ, ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ ସରପଞ୍ଚ ଓ ସମିତିସଭ୍ୟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ନୂଆହତା ପଞ୍ଚାୟତରେ ପାଣି ସମସ୍ୟାର ସମାଧାନ ପାଇଁ କିଛି ପରିବାର ଗାଁ ରାସ୍ତାକୁ ଅବରୋଧ କରିଛନ୍ତି। ଅବରୋଧକାରୀଙ୍କ ସୂଚନା ମୁତାବକ, ଗ୍ରାମକୁ ପାଣି ପାଇପ୍ ବିଛାଇ ଦଶ ପନ୍ଦର ଘର ପିଛା ଗୋଟିଏ ଗୋଟିଏ…

Continue Readingନୂଆହତା ଗାଁରେ ପାଣି ସମସ୍ୟା ନେଇ ରାସ୍ତା ଅବରୋଧ କଲେ ଗ୍ରାମବାସୀ, ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ ସରପଞ୍ଚ ଓ ସମିତିସଭ୍ୟ

ସାମଲ କେୟାରର ୧୦ମ ପ୍ରତିଷ୍ଠା ଦିବସରେ ରକ୍ତଦାନ ଶିବିର, ୫୧ ୟୁନିଟ୍ ରକ୍ତ ସଂଗୃହୀତ

ବଅଁରପାଳ : ବଅଁରପାଳ ୫୫ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ସାମଲ କେୟାର ହସ୍ପିଟାଲ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ୨୦୧୪ ଆଜି ତାରିଖରେ ସାମଲ କେୟାର ହସ୍ପିଟାଲ ଉଦଘାଟିତ ହୋଇଥିଲା। ଏହି ଦଶମ ପ୍ରତିଷ୍ଠା ଦିବସରେ କେୟାର…

Continue Readingସାମଲ କେୟାରର ୧୦ମ ପ୍ରତିଷ୍ଠା ଦିବସରେ ରକ୍ତଦାନ ଶିବିର, ୫୧ ୟୁନିଟ୍ ରକ୍ତ ସଂଗୃହୀତ

ସାଇକେଲରେ କୋଇଲା ଚୋରାଇ ନେବା ବେଳେ ମାଡ଼ି ବସିଲା ପୋଲିସ, ୭ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ପକ୍ଷରୁ ଚୋରା କୋଇଲା ଚାଲାଣ ଅଭିଯୋଗରେ ଆଜି ୭ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଥାନା ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଥାନା ସମ୍ମୁଖରେ ଥିବା ଛକରେ ସକାଳ ପ୍ରାୟ ୯.୩୦ ମିନିଟ ସମୟରେ…

Continue Readingସାଇକେଲରେ କୋଇଲା ଚୋରାଇ ନେବା ବେଳେ ମାଡ଼ି ବସିଲା ପୋଲିସ, ୭ ଗିରଫ

ବଅଁରପାଳର ଯୁବ ବିଜେଡି ନେତା ନରେଶ ବେହେରାଙ୍କ ଦେହାନ୍ତ, ଦୀର୍ଘ ଦିନ ହେଲା ଥିଲେ ଚିକିତ୍ସାଧୀନ

ବଅଁରପାଳ: ବଅଁରପାଳ ବ୍ଲକ ଅଞ୍ଚଳର ଯୁବ ବିଜେଡି ନେତା ନରେଶ ବେହେରାଙ୍କର ଆଜି ଅନୁଗୁଳର ଏକ ଘରୋଇ ଚିକିତ୍ସାଳୟରେ ମୃତ୍ୟୁ ହୋଇଛି। ସେ ଦୀର୍ଘ ଦିନରୁ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ। ସେ ଜଣେ ମେଳାପୀ ଓ ଧର୍ମପରାୟଣ ଯୁବକ ଥିଲେ।…

Continue Readingବଅଁରପାଳର ଯୁବ ବିଜେଡି ନେତା ନରେଶ ବେହେରାଙ୍କ ଦେହାନ୍ତ, ଦୀର୍ଘ ଦିନ ହେଲା ଥିଲେ ଚିକିତ୍ସାଧୀନ

ସମାନ କାମକୁ ସମାନ ଦରମା ଦାବି: କଳାବ୍ଯାଜ ପରିଧାନ କରି ପ୍ରତିବାଦ ଜଣାଇଲେ ଚାଇଁପାଲ ବିଦ୍ୟୁତ ଡିଭିଜନ କର୍ମଚାରୀ

ଅନୁଗୁଳ: ବିଦ୍ୟୁତ ବିଭାଗର ବିଭାଗୀୟ ମୁଖ୍ୟଙ୍କ ଆଇଟିଆଇ ଟ୍ରେନିଂ ବିଦ୍ୟୁତ ଶ୍ରମିକ କର୍ମଚାରୀଙ୍କ ମୌଳିକ ଦାବି ପ୍ରତି ଅଣଦେଖା ମନୋଭାବକୁ ପ୍ରତିବାଦ କରି ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘର ନିର୍ଦ୍ଦେଶ ଅନୁଯାୟୀ ଚାଇଁପାଲ ଡିଭିଜନ୍ ସମସ୍ତ ସଦସ୍ୟ କଳା ବ୍ୟାଜ ପରିଧାନ…

Continue Readingସମାନ କାମକୁ ସମାନ ଦରମା ଦାବି: କଳାବ୍ଯାଜ ପରିଧାନ କରି ପ୍ରତିବାଦ ଜଣାଇଲେ ଚାଇଁପାଲ ବିଦ୍ୟୁତ ଡିଭିଜନ କର୍ମଚାରୀ

ବାଇକ ଦୁର୍ଘଟଣାଗ୍ରସ୍ତ: ଚାଳକ ମୃତ, ଆରୋହୀ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଧୀନ ବଉଳିଗଡ଼ ପଞ୍ଚାୟତର ପୁରିକିଆ ଗାଁ ସୀମା ଅଞ୍ଚଳରେ ଏକ ବାଇକ ଦୁର୍ଘଟଣାଗସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ,…

Continue Readingବାଇକ ଦୁର୍ଘଟଣାଗ୍ରସ୍ତ: ଚାଳକ ମୃତ, ଆରୋହୀ ଗୁରୁତର

ମହଙ୍ଗା ପଡ଼ିଲା ନାବାଳିକାକୁ ପ୍ରେମ ବିବାହ, ବନ୍ଧା ହେଲା ନାବାଳକ ଟ୍ରକ୍ ହେଲପର

ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ଅଞ୍ଚଳରେ ଏକ ଟ୍ରକ୍ ହେଲପର ନାବାଳିକାକୁ ପ୍ରେମ ବିବାହ କରି ରଖିଥିବା ବେଳେ ବଅଁରପାଳ ଥାନା ଗିରଫ କରିଛି। ପୋଲିସ ସୂଚନା ମୁତାବକ, ତାଳଚେର ହରିହରପୁର ଅଞ୍ଚଳର ଜଣେ ୧୭ ବର୍ଷର ନାବାଳକ ଟ୍ରକ୍ ହେଲପର…

Continue Readingମହଙ୍ଗା ପଡ଼ିଲା ନାବାଳିକାକୁ ପ୍ରେମ ବିବାହ, ବନ୍ଧା ହେଲା ନାବାଳକ ଟ୍ରକ୍ ହେଲପର

ନାବାଳିକାକୁ ପ୍ରେମ କରି ଫେରାର ହୋଇଥିଲା ନାବାଳକ, ଆଜି ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା କୁଶୁପଙ୍ଗା ଗ୍ରାମର ୧୭ ବର୍ଷର ନାବାଳକ ଓ ଏହି ଥାନା ଅନ୍ତର୍ଗତ ଗୋତମରା ଗ୍ରାମର ଜଣେ ନାବାଳିକାକୁ ଆଜି ନରସିଂହପୁରରୁ ଉଦ୍ଧାର କରାଯାଇଛି। ପୋଲିସ ନାବାଳକକୁ ଜୁଭେନାଇଲ ଜେଲ ପଠାଇଛି। ସୂଚନା ଯେ, ଏମାନେ ପ୍ରାୟ…

Continue Readingନାବାଳିକାକୁ ପ୍ରେମ କରି ଫେରାର ହୋଇଥିଲା ନାବାଳକ, ଆଜି ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

ଦରମା ପାଇଁ ସ୍କୁଲ ଗେଟରେ ତାଲା ପକାଇଲେ ମାଳି, ଟଙ୍କା ପାଇବା ପରେ ଘଣ୍ଟାଏ ପରେ କ୍ଲାସକୁ ଗଲେ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଉଳିଗଡ଼ ପଞ୍ଚାୟତର ଅରାହାଟ ଶିକ ସାହିରେ ଥିବା ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟରେ ଜଣେ ବ୍ୟକ୍ତି ସ୍କୁଲ ଗେଟରେ ତାଲା ପକାଇ ଧାରଣା ଦେଇଛନ୍ତି। ଫଳରେ ପିଲାମାନେ ଘଣ୍ଟା ଘଣ୍ଟା ଧରି ବାହାରେ…

Continue Readingଦରମା ପାଇଁ ସ୍କୁଲ ଗେଟରେ ତାଲା ପକାଇଲେ ମାଳି, ଟଙ୍କା ପାଇବା ପରେ ଘଣ୍ଟାଏ ପରେ କ୍ଲାସକୁ ଗଲେ ଛାତ୍ରଛାତ୍ରୀ