ନାବାଳିକାଙ୍କ ନାମରେ ଫେସବୁକରେ ଅଶାଳିନ ମନ୍ତବ୍ୟ ଘଟଣା
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଉଦ୍ୟମ କରି ବିଫଳ ହେବା ପରେ ପ୍ରେମିକ ଫେସବୁକ୍ରେ ଅଶାଳୀନ ମନ୍ତବ୍ୟ ପୋଷ୍ଟ କରିଥିଲା। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ଅଭିଯୁକ୍ତ ଶ୍ରୀକାନ୍ତ ନାହାକ(୨୨)ଙ୍କୁ ପୁଲିସ…
